Swarga Ki Ramya Stana||Singer: Arbind Dutta||Odia Christian Devotional Song
Автор: 𝔸ℍ𝔸𝔸ℕ & 𝕊𝕌ℍ𝔸𝔸ℕ ℂℍℝ𝕀𝕊𝕋𝕀𝔸ℕ 𝕄𝕌𝕊𝕀ℂ
Загружено: 2022-07-06
Просмотров: 6124
#swargakiramyastana#christiansong#odiachristiansong#ahaanmusicchristiansong#odiabhaktisong#arbindduttachristiansong
ପ୍ରଭୁ ଯୀଶୁଙ୍କ ମହତ୍ ମହତ୍ ନାମର ଧନ୍ୟବାଦ ହେଉ ପ୍ରଭୁ ଅନୁଗ୍ରହ କରି ଏକ ଭାବପୂର୍ଣ୍ଣ ଖ୍ରୀଷ୍ଟିୟ ସଂଗୀତ ଅପ୍ଲୋଡ୍ କରିବାକୁ ଏ ସୁନ୍ଦର ସୁଯୋଗ ଦେଲେ | ଆଶା କରୁ ଏହି ଗୀତଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ |
ଏହି ଗୀତ ସମନ୍ଧରେ ପଦେ ସୂଚନା
୧. ସଂଗୀତ ଗୁଛ: ଶାନ୍ତିସୁଧା
୨. ଗୀତ ରଚନା: ଡଃ. ଅମିୟ କୁମାର ବସିଷ୍ଟନ୍
୩. ସଂଗୀତ ଓ ପରିଚାଳନା: ସ୍ଵର୍ଗତଃ ଶାନ୍ତିରାଜ୍ ଖୋସଲା
୪. କଣ୍ଠଶିଳ୍ପୀ: ଅରବିନ୍ଦ ଦତ୍ତ
୫. ପ୍ରଯୋଜନା: ପିନିଓର ମିନିଷ୍ଟ୍ରି ଓ ନିଉ ଲାଇଫ୍ ମିଶନ୍
୬. ପୋଷ୍ଟର: କୁମାର ଯୀଶି ରଇତ
ଏମିତି ସୁନ୍ଦର ସୁନ୍ଦର ଗୀତ ଶୁଣିବା ପାଇଁ ଆମ ଚ୍ଯାନେଲ୍ ନିମନ୍ତେ ବିଶେଷ ପ୍ରାର୍ଥନାରେ ତୋଳି ଧରନ୍ତୁ ଓ ଆମ ଚ୍ୟାନେଲ୍ ସହିତ ଯୋଡି ହୋଇ ରୁହନ୍ତୁ | ଆମେନ୍...... ଧନ୍ୟବାଦ |
ଯୋଗାଯୋଗ ଠିକଣା
AHAAN MUSIC 🎶 CHRISTIAN SONG
Mobile No: 8280107556,9827668009
Jeerango, Gajapati, Odisha
Доступные форматы для скачивания:
Скачать видео mp4
-
Информация по загрузке: