ପୋଲିସକୁ ୩ ଶହ ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଜିମା ଦେଲେ ଗୋ ସେବକ। Illegal Cattle Smuggling ,Mayurbhanj
Автор: Pratidin TV
Загружено: 2026-01-19
Просмотров: 134
ଝାରପୋଖରିଆ ପୋଲିସକୁ ୩ ଶହ ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଜିମା ଦେଲେ ଗୋ ସେବକ। ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ପୋଲିସକୁ ୩୦୦ ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଦେଲେ ଜିମା। ଗତକାଲି ମୟୂରଭଞ୍ଜ ଜିଲ୍ଲା ଦେଇ ୪୯ ନଂ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ କୁ ଶହ ଶହ ଗୋରୁ ଚାଲାଣ ବେଳେ ବିଳମ୍ବିତ ରାତିରେ ଏହି ଚଢାଉ କରାଯାଇଛି । ୪୯ ନଂ ଜାତୀୟ ରାଜପଥ ହେଉଛି ଗୋରୁ ମାଫିଆ ଙ୍କ ପେଣ୍ଠସ୍ଥଳୀ,ଏହି ଅଞ୍ଚଳ ଓଡ଼ିଶା , ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ରାଜ୍ୟର ସିମାନ୍ତ ଅଞ୍ଚଳ ହୋଇଥିବା ବେଳେ ଝାରପୋଖରିଆ ରୁ ମାତ୍ର ୩୦ କିମି ଗଲେ ପଶ୍ଚିମବଙ୍ଗର ଫେଙ୍କ ହାଟ ଯାହା ଏସିଆର ଏକ ବୃହତ ଗୋରୁ ହାଟ।
Illegal Cattle Smuggling ,Mayurbhanj
#mayurbhanj #cattlesmuggling #Rescued
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Доступные форматы для скачивания:
Скачать видео mp4
-
Информация по загрузке: