Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

୩ ବର୍ଷର ଜ୍ଵର ଭଲ ହେଲା କେମିତି? ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

Автор: Divya Kathamrita (ଦିବ୍ୟ କଥାମୃତ)

Загружено: 2025-10-11

Просмотров: 4069

Описание:

୩ ବର୍ଷର ଜ୍ଵର ଭଲ ହେଲା କେମିତି? ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

Rabindra Narayan Mishra

OFFICIAL CHANNEL OF-
Sri Rabindra Narayan Mishra (former Administrator of Shree Jagannath Temple Puri) |
Watch and share divya kathamrita with your family and friend

"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥
(ଏକାଦଶ ସ୍କନ୍ଧ
,ଏକବିଂଶ ଅଧ୍ୟାୟ,ଭାଗବତ)

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।।

ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।

🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻

(ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। )

ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର
ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ

#jagannath
#RabindraNarayanMishra
#odisha
#ଜଗନ୍ନାଥ
#paradeep
#gangamata
#ODISHA365
#BhaktiSamarpan
#SrikhetraDarshan
#MeeraJhanjaaTales
Dr Bibudharanjan
#Dr Bibudharanjan#
#Dr Bibudha ranjan#
#dr bibudharanjan#
#dr bibudha ranjan#

@ODISHA 365
@Bhakti Samarpan
@Srikhetra Darshan
@Meera Jhanjaa Tales

୩ ବର୍ଷର ଜ୍ଵର ଭଲ ହେଲା କେମିତି? ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ସ୍ନାନ ପୂ୍ଣ୍ଣିମାରେ ଶ୍ରୀମନ୍ଦିରରେ ଘଟିଲା ଚମତ୍କାର .. ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ଘଟିଲା ଚମତ୍କାର ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଚକାଆଖିରେ ଧାର ଧାର ଲୁହ ବୋହିଲା|| ଡ଼ଃ. ଶ୍ରୀକାନ୍ତ ପରିଜା Dr.Parija

ଜଣେ ଜଗିଛି ଜଗନ୍ନାଥଙ୍କୁ - Kotia Biswabasu | Jagannath Mahima | Dr. Ashutosh Prasad Mishra | Odisha 365

ପ୍ରଭୁ ମତେ ସ୍ୱପ୍ନରେ କହିଲେ,ତାହା ଏବେ ସତ ହେଲା କେମିତି,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

ବଡ଼ଦେଉଳ /SURESH MAHAPATRA

ବଡ଼ଦେଉଳ /SURESH MAHAPATRA

Bhikari Bal || Jagannath Bhajan

Bhikari Bal || Jagannath Bhajan

ରହସ୍ୟ ଭରା ଶ୍ରୀକ୍ଷେତ୍ର(  ଭାଗ ୧)ଦେଢ଼ ଶୁର ଭାଇବୋହୁ କୂଅ (308)ଡକ୍ଟର ବିବୁଧରଞ୍ଜନ

ଏହି ମା ର ହାତ ଧରି ଶ୍ରୀଜଗନ୍ନାଥ ଚାଲିଥିଲେ ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ବାସ୍ତୁ ଶାସ୍ତ୍ର କେବଳ ଲୋକଙ୍କୁ ଲୁଟିବା ପାଇଁ ? Bastu dosa_Hetubadi sagar nayak@Rational Odia

ଯଥା ରାବଣଶ୍ୟ ମନ୍ଦଦରୀ ମନ୍ତ୍ର କାହିଁକି ବାହା ବେଦୀ ରେ ପଢାଯାଏ??? ସଚ୍ଚି ଦାଶ ## UKStv

Ratna Bata, Paradip | Exclusive Conversation with New Baba | Malika Place | @SatyaBhanja

ମହା ବିପଦରୁ ବଞ୍ଚେଇଲ ମହାବାହୁ , ତାଙ୍କ ଚ଼ରଣରେ ଦେଲେ ସ୍ଥାନ ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

Divya Singh Harichandan Cuttack Ex MLA Prabhat Biswal | Exclusive Conversation| @SatyaBhanja

Bhaktanka Anubhuti | ଭକ୍ତଙ୍କ ଅନୁଭୂତି-ଭକ୍ତ ମାନଙ୍କର ଭିନ୍ନ ଭିନ୍ନ ମତ|Jay Jagannath TV

ସମ୍ପୁର୍ଣ୍ଣ ପ୍ରବଚନ || Sampurna Prabachana || ପ୍ରବକ୍ତା ଡାକ୍ତର ଆଶୁତୋଷ ମିଶ୍ର

ମୋ ପିଲା ନପଚାରିଲେ କ'ଣ ହେଲା ମୋ କାଳିଆ ପୁଅ'ତ ଅଛି | Jagannath Mahima | Dr. Srikanta Parija | Odisha 365

ରଥ ଦଉଡିରୁ ପୋଲିସ ଡ୍ୟୁଟି ଆରମ୍ଭ, ଶ୍ରୀକ୍ଷେତ୍ରରେ କେମିତି ଥିଲା ଅନୁଭୂତି ? | Retd. SP Gyanaranjan Mohapatra

ଭୁତିଆ ରେଲୱେ ଷ୍ଟେସନ (298)ଡକ୍ଟର ବିବୁଧରଞ୍ଜନ

କଣ କଲେ ମୃତ୍ୟୁ ମୁଖରୁ ବଞ୍ଚିବେ.. ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

© 2025 dtub. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]