Re Papi Krusha Mo Adari Ne||Odia Christian Devotional Upasana Sangeet||Singer:Late Amarendra Mohanty
Автор: 𝔸ℍ𝔸𝔸ℕ & 𝕊𝕌ℍ𝔸𝔸ℕ ℂℍℝ𝕀𝕊𝕋𝕀𝔸ℕ 𝕄𝕌𝕊𝕀ℂ
Загружено: 2021-11-29
Просмотров: 3878
#repapikrushamoadarine#upasanasangeeta#odiachristiansong#ahaanmusicchristiansong#jesussong#krushamoadarine
PRAISE THE LORD
ପ୍ରଭୁଙ୍କ ମହତ୍ ମହତ୍ ନାମର ଧନ୍ୟବାଦ ହେଉ ପ୍ରଭୁ ଅନୁଗ୍ରହ କରି ଆଉ ଏକ ଜଣାଶୁଣା ଭାବ ଭକ୍ତିର ଉପାସନା ସଂଗୀତ ଆପଣ ମାନଙ୍କ ନିକଟକୁ ଆଣିବାକୁ ଏ ସୁନ୍ଦର ସୁଯୋଗ ଦେଇ ଅଛନ୍ତି | ଆଶା କରୁ ଏହି ଗୀତଟି ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ ଆମେନ୍ 🙏 |
ଏହି ଗୀତଟି ଉପାସନା ସଂଗୀତ ୨୫୯ପୃଷ୍ଠା ଓ ସଦାପ୍ରଭୁଙ୍କ ସେବା ସଂଗୀତ PDF.୨୫୯ ଗୀତ ନମ୍ବରରେ ମୁଦ୍ରଣ କରାଯାଇଅଛି ସେହି ସ୍ଥାନରୁ ଆପଣମାନେ ସଂପୂର୍ଣ୍ଣ ଗୀତଟି ପାଇ ପାରିବେ |
ଗୀତ ସମନ୍ଧରେ ପଦେ ସୂଚନା
୦୧. ଗୀତର ନାମ:- "ରେ ପାପୀ କ୍ରୁଶ ମୋ ଆଦରି ନେ "
୦୨. ଗୀତ ରଚକ:- ସ୍ଵର୍ଗତଃ ଖ୍ରୀଷ୍ଟଦାସ ମହାନ୍ତି
୦୩. ସଂଗୀତ ଓ ପରିଚାଳକ:- ସ୍ଵର୍ଗତଃ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
୦୪. ଗାୟିକା:- ଲେଟ୍ ଅମରେନ୍ଦ୍ର ମହାନ୍ତି
୦୫. ରିି- ମାଷ୍ଟେରିଂ:- ସୁକୁମାର ଚୌହାନ୍ ( ପୁପୁନା)
୦୬. ପ୍ରଯୋଜନା:- ଅମର ଜ୍ୟୋତିଃ ଇଣ୍ଡିଆ ତ ଲିଭିଂ ବାଇବଲ ଇଣ୍ଡିଆ
୦୭. ୟୁଟ୍ୟବ୍ ଚ୍ୟାନେଲ୍:- ଆହାନ୍ ମ୍ୟୁଜିକ୍ ଖ୍ରୀଷ୍ଟିୟାନ୍ ସଂଗ୍
ଏମିତି ସୁନ୍ଦର ସୁନ୍ଦର ଗୀତ ଶୁଣିବା ପାଇଁ ବିଶେଷ ଭାବେ ଆମ ଚ୍ୟାନେଲ୍ ପାଇଁ ପ୍ରାର୍ଥନା କରନ୍ତୁ |
Доступные форматы для скачивания:
Скачать видео mp4
-
Информация по загрузке: