KETEBELE CHALIJIBA JEEBANA | କେତେବେଳେ ଚାଲିଯିବ ଜୀବନ | HUMANE SAGAR NEW ODIA CHRISTIAN SONG |
Автор: Amit Badanayak
Загружено: 2019-12-20
Просмотров: 1884099
KETEBELE CHALIJIBA JEEBANA | କେତେବେଳେ ଚାଲିଯିବ ଜୀବନ | HUMANE SAGAR | NEW ODIA CHRISTIAN SONG | LYRICS AND MUSIC BY AMIT BADANAYAK
FULL LYRICS
କେତେବେଳେ ଚାଲିଯିବ ଜୀବନ
କେତେବେଳେ ଉଡ଼ିଯିବ ପରାଣ
ଜୀବନ ଚାଲି ଯିବା ଆଗରୁ
ପରାଣ ଉଡ଼ି ଯିବା ଆଗରୁ
ଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନ
କେତେବେଳେ ଚାଲିଯିବ ଜୀବନ ....=୦=
ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବ
ଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବ
ଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବ
ଏ ଜୀବନ ବାଟ ଦିନେ ଠିକଣା ହରାଇବ
ଆଜି ଅଛି କାଲି ନାହିଁ ମଣିଷ ଜୀବନ
ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
ଏହି ହେତୁ କ୍ରୁଶ ପାଶେ ନେବା ଶରଣ
କେତେବେଳେ ଚାଲିଯିବ ଜୀବନ ....=୦=
ଏ ଜୀବନ ଗୀତ ଦିନେ ବେସୁରା ହୋଇବ
ଏ ଜୀବନ ଫୁଲ ଦିନେ ବାସନା ହରାଇବ
ଏ ଜୀବନ ଗୃହ ଦିନେ ଭୁଶୁଡ଼ି ପଡ଼ିବ
ଏ ଜୀବନ ନାଟ ଦିନେ ସମାପ୍ତ ହୋଇଯିବ
ଆଜି ଅଛି କାଲି ନାହିଁ ମଣିଷ ଜୀବନ
ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
ଏହି ହେତୁ ଫେରିଯିବା ଯୀଶୁ ଚରଣ
କେତେବେଳେ ଚାଲିଯିବ ଜୀବନ ....=୨=
ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
(8895583382)
କଣ୍ଠଦାନ - ହ୍ୟୁମାନ ସାଗର
" Amit Badanayak "ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଭଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||
SONG CREDITS :
SONG : କେତେବେଳେ ଚାଲିଯିବ ଜୀବନ
SINGER : Humane Sagar
LYRICS : Amit Badanayak
MUSIC : Amit Badanayak (8895583382)
Music Arrangement : Amit Badanayak & Chinu Limma
Recording & Mixing : MRR STUDIO, CUTTACK
Recordist : Saktiswar mohapatra
Music label : AB music
WhatsApp : 8895583382
#ketebelechalijibajeebana
#newodiachristiansong
#amitbadanayak
#amitpanichristiansong
#humanesagarchristiansong
ରେ ମନ (Humane Sagar) Full HD Video
• RE MANA | ରେ ମନ | HUMANE SAGAR | NEW ODIA ...
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Доступные форматы для скачивания:
Скачать видео mp4
-
Информация по загрузке: