ଗୋ - ମାଫିଆଙ୍କ ଖେଳଖତମ୍ | Odisha Reporter
Автор: Odisha Reporter
Загружено: 2026-01-18
Просмотров: 575
#ଗୋ_ମାଫିଆଙ୍କ_ଖେଳଖତମ୍
ଗୋ-ମାଫିଆଙ୍କ ଉପରେ ବଡ଼ ଆକ୍ସନ୍। ଦୀର୍ଘ ଦିନ ଧରି ବେଆଇନ ଗୋ-ଚାଲାଣ କରୁଥିବା ମାଫିଆଙ୍କୁ ଆଉ ବରଦାସ୍ତ କରାଯିବନି। କେନ୍ଦୁଝରରୁ ଆରମ୍ଭ ହୋଇଥିବା ଏହି ରେଡ୍ ଏବେ ୫ରୁ ଅଧିକ ଜିଲ୍ଲାରେ ହେଇଛି। ଭଦ୍ରକର ଶେଖ୍ ତାଜୁଦ୍ଦିନ୍ ଘରେ କେନ୍ଦୁଝର ପୋଲିସ୍ ଚଢ଼ାଉ କରିବା ପରେ ଅନେକ ରହସ୍ୟ ଉପରୁ ପରଦା ହଟିବାରେ ଲାଗିଛି। କେନ୍ଦୁଝରରୁ ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଯାଏଁ ମାଫିଆ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ। ଏସବୁକୁ ଜବତ କରିବାରେ ଲାଗିଛି ପୋଲିସ୍।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#CowSmuggling #GoMafia #PoliceRaid #OdishaCrime #BreakingNews #OdishaReporter #Odisha
Доступные форматы для скачивания:
Скачать видео mp4
-
Информация по загрузке: