ନୃସିଂହ କିଏ ? | Nrusingha Purana | EP 01 | 16th May 2024 | Full Episode | Prarthana Tv
Автор: Prarthana Life
Загружено: 2024-05-17
Просмотров: 44919
ନୃସିଂହ କିଏ ?
ନମଇଁ ନୃସିଂହ ଚରଣ ଅନାଦି ପରମ କାରଣ ...
ଅତିବଡୀ ଜଗନ୍ନାଥ ଦାସଙ୍କ ଶ୍ରୀମଦ ଭାଗବତ ମହାପୁରାଣର ଆରମ୍ଭରେ ଜଣେ ନୃସିଂହଙ୍କ ବିଷୟରେ କୁହାଯାଇଛି ,ପୁଣି ଶ୍ରୀକ୍ଷେତ୍ର ଧାମରେ ବାଡ଼ି ନୃସିଂହ ବିଜେ କରନ୍ତି । ଏମିତି ଆମ ପ୍ରାଚୀନ ପୁରାଣ ଶାସ୍ତ୍ରରେ ନାନା ନୃସିଂହଙ୍କ ବିଷୟରେ କୁହାଯାଇଛି । କିଏ ଏହି ନୃସିଂହ ? ଆମ ଦ୍ଵନ୍ଦ ସମାଧାନ କରିବ ପ୍ରାର୍ଥନାର ନୂଆ କାର୍ଯ୍ୟକ୍ରମ ''ନୃସିଂହ ପୁରାଣ '' କେବଳ #PrarthanaTV ରେ ।
#NrusinghaPurana#ନୃସିଂହପୁରାଣ #prarthanatv
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
https://plus.google.com/u/5/+PrarthanaTV
Visit our website for further details: www.prarthanatv.in
Доступные форматы для скачивания:
Скачать видео mp4
-
Информация по загрузке: