Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଲକ୍ଷେ ଯଜ୍ଞର ପୁଣ୍ୟ ଫଳ ମିଳେ ଭାଗବତ ଶ୍ରବଣ କଲେ

Автор: JAY JAGANNATH TV

Загружено: 2024-08-12

Просмотров: 231149

Описание:

"ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ ।
DTH Channel Nos : TATAPLAY-1799, Dish TV -1397,
Airtel -615, Sun Direct-490 ,D2H -1397
Also available on all cable networks.
ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#Bhagabatkathambruta #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #jagannathpurilive #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ଲକ୍ଷେ ଯଜ୍ଞର ପୁଣ୍ୟ ଫଳ ମିଳେ ଭାଗବତ ଶ୍ରବଣ କଲେ

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ପିଲା ଗର୍ଭରେ ଥିବା ସମୟରେ ପିତାମାତା କ'ଣ କରିବେ ନାହିଁ

ପିଲା ଗର୍ଭରେ ଥିବା ସମୟରେ ପିତାମାତା କ'ଣ କରିବେ ନାହିଁ

Swami Mukund Krishna# ସ୍ବାମୀ ମୁକୁନ୍ଦ କୃଷ୍ଣ ଜି #contact 8917586984,75205315226

Swami Mukund Krishna# ସ୍ବାମୀ ମୁକୁନ୍ଦ କୃଷ୍ଣ ଜି #contact 8917586984,75205315226

Ajit dasha new prabachan|| ajit dasha parayana lathor || ajit dasha prabachan lathor

Ajit dasha new prabachan|| ajit dasha parayana lathor || ajit dasha prabachan lathor

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ଗାଇ ପରିସ୍ରାରେ ସ୍ନାନ କଲେ କଣ ମିଳେ ପୁଣ୍ୟ ଫଳ? ମହନ୍ତ ଶ୍ରୀ ଚିନ୍ମୟ ଦାସଙ୍କ ଦିବ୍ୟ ବ୍ୟାଖ୍ୟା | Jay Jagannath TV

ନାରୀ କାହିଁକି ଦେବ ସତୀତ୍ଵର ପରୀକ୍ଷା ?... | EP-104 | Podcast With Satyananda Saraswati

ନାରୀ କାହିଁକି ଦେବ ସତୀତ୍ଵର ପରୀକ୍ଷା ?... | EP-104 | Podcast With Satyananda Saraswati

ପୋଢKAST ft. Bhurkuti Mama Budhi | Bhurkuti Videos

ପୋଢKAST ft. Bhurkuti Mama Budhi | Bhurkuti Videos

Gajendra Moksha Stotra | Odia Bhagabata | ଓଡ଼ିଆ ଭାଗବତ ରୁ ଉଧୃତ ସମ୍ପୂର୍ଣ ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର |

Gajendra Moksha Stotra | Odia Bhagabata | ଓଡ଼ିଆ ଭାଗବତ ରୁ ଉଧୃତ ସମ୍ପୂର୍ଣ ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର |

ଭାଗବତ କଥା 😊charan Ram das prabachana 😮 odia motivational story 😊

ଭାଗବତ କଥା 😊charan Ram das prabachana 😮 odia motivational story 😊

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ସପ୍ତମ ଦିନ - Bhagabata Saptaha - 7 Day | Prabachak - Baba Satyananda Das

ଶ୍ରୀକ୍ଷେତ୍ରରେ ଭାଗବତ ସପ୍ତାହ - ସପ୍ତମ ଦିନ - Bhagabata Saptaha - 7 Day | Prabachak - Baba Satyananda Das

ମହାପ୍ରସାଦକୁ ଦାନ କଲେ କି ପୁଣ୍ୟ ଫଳ ମିଳେ ?

ମହାପ୍ରସାଦକୁ ଦାନ କଲେ କି ପୁଣ୍ୟ ଫଳ ମିଳେ ?

ଯେତିକି ପାପ କରିବା ମରଣ ବେଳେ ସେତିକି କଷ୍ଟ ପାଇବେ ?

ଯେତିକି ପାପ କରିବା ମରଣ ବେଳେ ସେତିକି କଷ୍ଟ ପାଇବେ ?

ଶ୍ରାବଣ ମାସକୁ କାହିଁକି ମହାଦେବଙ୍କ ମାସ କୁହନ୍ତି ? ମହାଦେବଙ୍କ ପରମ ଭକ୍ତ କିଏ ?

ଶ୍ରାବଣ ମାସକୁ କାହିଁକି ମହାଦେବଙ୍କ ମାସ କୁହନ୍ତି ? ମହାଦେବଙ୍କ ପରମ ଭକ୍ତ କିଏ ?

ଭାଗବତ ସପ୍ତାହ - Bhagabata Saptaha | ଦ୍ୱିତୀୟ ଦିନ - Mahanta Chinmaya Das Ji Maharaj | Odia Bhagabata

ଭାଗବତ ସପ୍ତାହ - Bhagabata Saptaha | ଦ୍ୱିତୀୟ ଦିନ - Mahanta Chinmaya Das Ji Maharaj | Odia Bhagabata

ଭାଗବତ ଟୁଙ୍ଗି - Bhagabata Tungi | ଭାଗବତର ସୃଷ୍ଟି | EP- 2| Baba Satyananda Dash | Bhagabatara Srusti

ଭାଗବତ ଟୁଙ୍ଗି - Bhagabata Tungi | ଭାଗବତର ସୃଷ୍ଟି | EP- 2| Baba Satyananda Dash | Bhagabatara Srusti

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

ପ୍ରତ୍ୟକ ଓଡ଼ିଆ ଭାଗବତ ଶୁଣିବା ଦରକାର - କଣ ଫଳ ମିଳିବ କହିଲେ ବାବା ସତ୍ୟାନନ୍ଦ - PODCAST - Sidharth Mix

ପ୍ରତ୍ୟକ ଓଡ଼ିଆ ଭାଗବତ ଶୁଣିବା ଦରକାର - କଣ ଫଳ ମିଳିବ କହିଲେ ବାବା ସତ୍ୟାନନ୍ଦ - PODCAST - Sidharth Mix

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV

ଯିଏ ପ୍ରଭୁଙ୍କ ଗୁଣ ଗାନ କରେ, ସେ କିଏ? ପୁରାଣ ମତେ ତାଙ୍କର ମହିମା | Jay Jagannath TV

ସମ୍ପୁର୍ଣ୍ଣ ପ୍ରବଚନ || ଭାଗବତରୁ ଖୋଜି ଖୋଜି ସାରକଥା କହିଲେ ||Bhagabatru Khoji Khoji Sara katha Kahile ||

ସମ୍ପୁର୍ଣ୍ଣ ପ୍ରବଚନ || ଭାଗବତରୁ ଖୋଜି ଖୋଜି ସାରକଥା କହିଲେ ||Bhagabatru Khoji Khoji Sara katha Kahile ||

କାହାକୁ ଚିନ୍ତା କଲେ ବିପଦ ଆସେନାହିଁ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ପ୍ରବକ୍ତା ସତ୍ୟାନନ୍ଦ ଦାସ

କାହାକୁ ଚିନ୍ତା କଲେ ବିପଦ ଆସେନାହିଁ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ପ୍ରବକ୍ତା ସତ୍ୟାନନ୍ଦ ଦାସ

#SwamiMukundKrishnaji#ସ୍ବାମୀମୁକୁନ୍ଦକୃଷ୍ଣଜିମହାରାଜcontact us on-8917586984,7205315226,9348080131

#SwamiMukundKrishnaji#ସ୍ବାମୀମୁକୁନ୍ଦକୃଷ୍ଣଜିମହାରାଜcontact us on-8917586984,7205315226,9348080131

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com