Seven Trumpet By 7Angels //ସପ୍ତ ତୁ୍ରୀ ସପ୍ତ ଦୂତ //ଭୟଙ୍କର ତାଡ଼ନାର ଗୀତ //Lyrics-M.Pravakar//zionmusic
Автор: ZION MUSIC
Загружено: 2026-01-17
Просмотров: 5935
Seven Trumpet By 7Angels //ସପ୍ତ ତୁ୍ରୀ ସପ୍ତ ଦୂତ //ଭୟଙ୍କର ତାଡ଼ନାର ଗୀତ //Lyrics-M.Pravakar//Compose -m. pravakar
zionmusic
FULL LYRICS... ✝️✝️✝️
ହ....... ହ..... ଆ........ ଆ......
ହୁ....... ହୁ........ ହା....... ହା.....
Male :ଶୁଣ ଶୁଣ ହେ ପୃଥିବୀବାସୀ ସମସ୍ତେ
ଯୀଶୁ ଭାଙ୍ଗିଛନ୍ତି, ସାତଟି ମୁଦ୍ରା ନିଜ ହସ୍ତେ
Female :ଶୁଣ ଶୁଣ ହେ ପୃଥିବୀବାସୀ ସମସ୍ତେ
ଯୀଶୁ ଭାଙ୍ଗିଛନ୍ତି, ସାତଟି ମୁଦ୍ରା ନିଜ ହସ୍ତେ
Male::ଚାରି ପ୍ରାଣୀ ଛବିଶି ପ୍ରାଚୀନ ଉବୁଡ଼ହେଲେଣି
ସାଧୂସନ୍ଥମିଶି ନୂତନ ଗୀତ ଗାନକଲେଣି
Female: :ଶୁଣ ଶୁଣ ହେ ପୃଥିବୀବାସୀ ସମସ୍ତେ
ଯୀଶୁ ଭାଙ୍ଗିଛନ୍ତି, ସାତଟି ମୁଦ୍ରା ନିଜ ହସ୍ତେ
✝️✝️✝️✝️✝️
Male::ପ୍ରଥମ ତୁରିଧୂନୀ କରିବେ ଦୂତ
ରକତ ମିଶ୍ରିତ ଶିଳାହେବ ଉପସ୍ଥିତ
Female::ପୃଥିବୀର ବୃକ୍ଷସବୁ ହେବ ଦଗଧ
ଆଶ୍ଚର୍ଯ୍ୟ ହେବେ ଶୁଣି ମନୁଷ୍ୟ ଏହି ଶବଧ
Male::ପ୍ରଥମ ତୁରିଧୂନୀ କରିବେ ଦୂତ
ରକତ ମିଶ୍ରିତ ଶିଳାହେବ ଉପସ୍ଥିତ
Female::ପୃଥିବୀର ବୃକ୍ଷସବୁ ହେବ ଦଗଧ
ଆଶ୍ଚର୍ଯ୍ୟ ହେବେ ଶୁଣି ମନୁଷ୍ୟ ଏହି ଶବଧ
Male ::ଶୁଣ ଶୁଣ ହେ ପୃଥିବୀବାସୀ ସମସ୍ତେ.....
✝️✝️✝️✝️✝️✝️✝️✝️✝️
Female::ଦ୍ୱତୀୟ ତୁରିଧୂନୀ କରିବେ ଦୂତ
ଅଗ୍ନିରେ ଜଳି ସମୁଦ୍ରରେ ପଡ଼ିବ ପର୍ବତ
Male::ସମୁଦ୍ରର ଜଳ ରକ୍ତମୟହେବ
ମହା କ୍ଳେଶ ପାଇବେ ଏ ମହୀରଜୀବ
Female::ଦ୍ୱତୀୟ ତୁରିଧୂନୀ କରିବେ ଦୂତ
ଅଗ୍ନିରେ ଜଳି ସମୁଦ୍ରରେ ପଡ଼ିବ ପର୍ବତ
Male::ସମୁଦ୍ରର ଜଳ ରକ୍ତମୟହେବ
ମହା କ୍ଳେଶ ପାଇବେ ଏ ମହୀରଜୀବ
Female:ଶୁଣ ଶୁଣ ହେ ଜଗତବାସୀ ସମସ୍ତେ....
✝️✝️✝️✝️✝️
Male::ତୃତୀୟ ଦୂତ କରିବେ ତୁରିଧୂନୀ
ଆକାଶରୁ ନକ୍ଷତ୍ର ହେବେ ସ୍ଖଳିତ
Female::ପାନୀୟ ନଦୀ ସବୁ ତିକ୍ତତା ହେବ
ଜଳ ପାନ କରି ଅନେକ ପ୍ରାଣୀ ମରିବ
Male::ତୃତୀୟ ଦୂତ କରିବେ ତୁରିଧୂନୀ
ଆକାଶରୁ ନକ୍ଷତ୍ର ହେବେ ସ୍ଖଳିତ
Female::ପାନୀୟ ନଦୀ ସବୁ ତିକ୍ତତା ହେବ
ଜଳ ପାନ କରି ଅନେକ ପ୍ରାଣୀ ମରିବ
Male::ଶୁଣ ଶୁଣ ହେ ଜୀବିତ ଲୋକ ସମସ୍ତେ.....
Female::ହ..... ହା..... ହା.... ହୁ........
Доступные форматы для скачивания:
Скачать видео mp4
-
Информация по загрузке: