Successful quail bird farmer prafulla mohapatra in khordha
Автор: ETV Bharat Odisha
Загружено: 2021-04-06
Просмотров: 23480
ୟୁଟ୍ୟୁବର କମାଲ, ୟୁଟ୍ୟୁବ ଘାଣ୍ଟୁ ଘାଣ୍ଟୁ ହଠାତ ଅଟକି ଗଲେ ପ୍ରଫୁଲ୍ଲ । ଗୁଣ୍ଡୁରୀ ଚଢେଇ ସମ୍ପର୍କିତ ଏକ ଭିଡ଼ିଓ ତାଙ୍କ ମନକୁ ବେଶ ଆନ୍ଦୋଳିତ କଲା । ଆଉ ଗୁଣ୍ଡୁରୀ ଚଢେଇ ଚାଷରେ ପ୍ରଚୁର ସମ୍ଭାବନା ଥିବା ଅନୁଭବ କଲେ ସେ । ଆତ୍ମନିଯୁକ୍ତି ପାଇଁ ଇଏ ହେଉଛି ବଳିଷ୍ଠ ମାଧ୍ୟମ । ସେଇ ଗୋଟିଏ ଭିଡ଼ିଓ ପ୍ରଫୁଲ୍ଲଙ୍କ ଗତିପଥ ବଦଳାଇ ଦେଲା । ସେ ଆଜି ଜଣେ ସଫଳ ଗୁଣ୍ଡୁରୀ ଚଢେଇ ଚାଷୀ ଭାବେ ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ।
Доступные форматы для скачивания:
Скачать видео mp4
-
Информация по загрузке: