Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ମଙ୍ଗଳ ଆଳତୀ ଦର୍ଶନ (24-jan) | Today's Live Mangala Alati - Puri Jagannath Temple | Jay Jagannath Tv

Автор: JAY JAGANNATH TV

Загружено: 2026-01-23

Просмотров: 12940

Описание:

🙏 ଆଜି ମଙ୍ଗଳ ଆଳତୀ – ପୁରୀ ଶ୍ରୀମନ୍ଦିର (24-jan-2026) 🙏

ଆଜି ପୁରୀ ଶ୍ରୀମନ୍ଦିରରେ ପ୍ରାତଃ ୬ ଟା ୫୦ ମିନିଟ୍ ରେ ମଙ୍ଗଳ ଆଳତୀ ସମ୍ପନ୍ନ ହେଲା।
ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ଲାଗି ଏହି ମୁହୂର୍ତ୍ତ ଅପେକ୍ଷା କରନ୍ତି।
ପ୍ରଭୁ ଜଗନ୍ନାଥଙ୍କୁ ପ୍ରଭାତରେ ଅର୍ପଣ କରାଯାଇଥିବା ଏହି ପବିତ୍ର ଆଳତୀ, ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି, ସକାଳର ପ୍ରେରଣା ଓ ଆଶୀର୍ବାଦ।

"ମଙ୍ଗଳ ଆଳତୀର ଏହି ପବିତ୍ର ମୁହୂର୍ତ୍ତରେ ଶ୍ରୀଜଗନ୍ନାଥଙ୍କ କୃପା ଆମ ସମସ୍ତଙ୍କ ଉପରେ ବର୍ଷିତ ହେଉ"

📺 ଦେଖନ୍ତୁ Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ
🙏 ଜୟ ଜଗନ୍ନାଥ | ଜୟ ଶ୍ରୀପତିତପାବନ 🙏

#mangalaalati #patitapaban_arati #jayjagannathtv #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthTV #SidharthGold #SidharthMusic #SidharthNetwork

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ମଙ୍ଗଳ ଆଳତୀ ଦର୍ଶନ (24-jan) | Today's Live Mangala Alati - Puri Jagannath Temple | Jay Jagannath Tv

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

🔴Jay Jagannath Tv Live from Puri Dham JAY JAGANNATH TV Channel 🔴 LIVE Jagannath Darshan from Puri

🔴Jay Jagannath Tv Live from Puri Dham JAY JAGANNATH TV Channel 🔴 LIVE Jagannath Darshan from Puri

ମହାପୁରୁଷ ଅଚ୍ୟୁତଙ୍କ ମତରେ ଏହି 4ଟି ନିୟମ ପାଳନ କଲେ ଦୀର୍ଘାୟୁ ହୋଇପାରିବ | Malika Bachana | Ep 420 |Prarthana

ମହାପୁରୁଷ ଅଚ୍ୟୁତଙ୍କ ମତରେ ଏହି 4ଟି ନିୟମ ପାଳନ କଲେ ଦୀର୍ଘାୟୁ ହୋଇପାରିବ | Malika Bachana | Ep 420 |Prarthana

ଆଜି(24-Jan)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ | JayJagannathTv

ଆଜି(24-Jan)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ | JayJagannathTv

Hare Krishna Hare Rama Mantra || Srila Prabhupada's world || Iskcon Kirtan

Hare Krishna Hare Rama Mantra || Srila Prabhupada's world || Iskcon Kirtan

பூரி ஜகந்நாதரை தரிசிக்க போகலாமா ? - Odisha Family Tour Ep 1

பூரி ஜகந்நாதரை தரிசிக்க போகலாமா ? - Odisha Family Tour Ep 1

ବାପାକୁ ପୁଅ ପଚାରିବ ନାହିଁ | Bhabisya Malika | ଭବିଷ୍ୟ ମାଳିକା  | ସୁକାନ୍ତ ଦାସଜୀ ମହାରାଜ

ବାପାକୁ ପୁଅ ପଚାରିବ ନାହିଁ | Bhabisya Malika | ଭବିଷ୍ୟ ମାଳିକା | ସୁକାନ୍ତ ଦାସଜୀ ମହାରାଜ

Беременная Белая Медведица Постучала в Дверь Полярной Станции — Дальше Случилось Невероятное!

Беременная Белая Медведица Постучала в Дверь Полярной Станции — Дальше Случилось Невероятное!

#bhaktireels#jaijagannath#jagannath#trendingreels⭕🙏🏻⭕

#bhaktireels#jaijagannath#jagannath#trendingreels⭕🙏🏻⭕

ଡାକ୍ତର କହିଲେ ପିଲା ହେବନି,ଶୂନ୍ୟ କୋଳ ପୂର୍ଣ୍ଣ ହେଲା | Jay Jagannath TV

ଡାକ୍ତର କହିଲେ ପିଲା ହେବନି,ଶୂନ୍ୟ କୋଳ ପୂର୍ଣ୍ଣ ହେଲା | Jay Jagannath TV

How to make gajar malpua recipe | ସରସ୍ବତୀ ପୂଜା special |ଗାଜର ମାଲପୁଆ recipe  | #rashmivillagekitchen

How to make gajar malpua recipe | ସରସ୍ବତୀ ପୂଜା special |ଗାଜର ମାଲପୁଆ recipe | #rashmivillagekitchen

କାଳ ସାଜି ଆସିଲା ଦୁର୍ଘଟଣା, ରକ୍ଷାକବଚ ସାଜିଲେ ଜଗନ୍ନାଥ! ମୁଣ୍ଡରେ ଶକ୍ତ ଆଘାତ ପରେ ବି ବଞ୍ଚିଗଲା ଜୀବନ | ଭକ୍ତଙ୍କ ଅ

କାଳ ସାଜି ଆସିଲା ଦୁର୍ଘଟଣା, ରକ୍ଷାକବଚ ସାଜିଲେ ଜଗନ୍ନାଥ! ମୁଣ୍ଡରେ ଶକ୍ତ ଆଘାତ ପରେ ବି ବଞ୍ଚିଗଲା ଜୀବନ | ଭକ୍ତଙ୍କ ଅ

DEULA TOLA - EP- 218 | ତୁଳସୀ ପ୍ରଭୁଙ୍କ ପ୍ରିୟ କିନ୍ତୁ କଦଳୀ ପଟୁଆ ପ୍ରଭୁଙ୍କ ଗଳାରେ କାହିଁକି ? | Siba Nana

DEULA TOLA - EP- 218 | ତୁଳସୀ ପ୍ରଭୁଙ୍କ ପ୍ରିୟ କିନ୍ତୁ କଦଳୀ ପଟୁଆ ପ୍ରଭୁଙ୍କ ଗଳାରେ କାହିଁକି ? | Siba Nana

रथ यात्रा 2026 का भव्य शुभारंभ: बसंत पंचमी पर पुरी में हुआ 'रथ काठ अनुकूल' | Jay Jagannath TV Hindi

रथ यात्रा 2026 का भव्य शुभारंभ: बसंत पंचमी पर पुरी में हुआ 'रथ काठ अनुकूल' | Jay Jagannath TV Hindi

କେଉଁ ୪ଜଣଙ୍କ ପାଦ ପଡିଲେ ମା ଲକ୍ଷ୍ମୀ ଘରକୁ ଆସନ୍ତି ||Keun 4 jananka Pada Padile ma Laxmi Gharaku Asanti ||

କେଉଁ ୪ଜଣଙ୍କ ପାଦ ପଡିଲେ ମା ଲକ୍ଷ୍ମୀ ଘରକୁ ଆସନ୍ତି ||Keun 4 jananka Pada Padile ma Laxmi Gharaku Asanti ||

Sagar Mohanty ବାହାଘର 😍

Sagar Mohanty ବାହାଘର 😍

ଘରେ ପୁଅ ଥିଲେ ମିଳିବ ୩୯ଲକ୍ଷ ଟଙ୍କା/Post office Public Provident Fund/Post office PPF Scheme 2026/PPF

ଘରେ ପୁଅ ଥିଲେ ମିଳିବ ୩୯ଲକ୍ଷ ଟଙ୍କା/Post office Public Provident Fund/Post office PPF Scheme 2026/PPF

Jagannath Temple Mystery: Kalki Avtar, Divine Experiences & Bhavishya Malika | Surya Roy | ST-163

Jagannath Temple Mystery: Kalki Avtar, Divine Experiences & Bhavishya Malika | Surya Roy | ST-163

Когда тяжело и страшно — эта мантра Шивы возвращает силу жить

Когда тяжело и страшно — эта мантра Шивы возвращает силу жить

ସିଂହ ରାଶି କେବଳ ଦୁଇଟି ଜିନିଷ ତୁମ ପକେଟରେ ରଖ,Singha Rashi 2026♌ Leo2026odiarashifala2026odia

ସିଂହ ରାଶି କେବଳ ଦୁଇଟି ଜିନିଷ ତୁମ ପକେଟରେ ରଖ,Singha Rashi 2026♌ Leo2026odiarashifala2026odia

The Day Lord Jagannath Was Attacked | Kala Pahad’s Dark Chapter

The Day Lord Jagannath Was Attacked | Kala Pahad’s Dark Chapter

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com