Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ସପ୍ତମ ଦିନରେ ମୁଣ୍ଡମରାଇ ଠାକୁରାଣୀ ଯାତ୍ରା🚩

Автор: Deepak's Divine Tech Junction

Загружено: 2025-05-11

Просмотров: 880

Описание:

ପଞ୍ଚ ଠାକୁରାଣୀଙ୍କ ଯାତ୍ରାର ସପ୍ତମ ଦିନ ମାଁ'ଙ୍କ ନଗର ପରିକ୍ରମା
ଏହି ଭିଡ଼ିଓରେ ଆପଣମାନେ ଦେଖି ପାରିବେ ଯେ, ମାଁ କିପରି ନିଜ ଅସ୍ଥାୟୀ ମଣ୍ଡପରୁ ବାହାରି ଗାଁ ବୁଲିବାକୁ ଯାଆନ୍ତି। ଭକ୍ତମାନେ ପାରମ୍ପାରିକ ରିତିନୀତି ଅନୁସାରେ ମାଆର ବନ୍ଦାପାନ କରିବା ସହ ଭୋଗ ଲାଗନ୍ତି। ବଣ, ଘଂଟ, ଖୋଳ, କରତାଳ, ଢୋଲ, ଚାଙ୍ଗୁ ଆଦିରେ ପୁରା ଗାଁ କମ୍ପି ଉଠେ।

ମାଁ ପଞ୍ଚ ଠାକୁରାଣୀଙ୍କ ନଗର ପରିକ୍ରମା

🔱 ଏହି ଭିଡିଓରେ ଆପଣ ଦେଖିପାରିବେ:

ପଞ୍ଚ ଠାକୁରାଣୀଙ୍କ ନଗର ପରିକ୍ରମାର ଯାତ୍ରାର ମନୋହର ଦୃଶ୍ୟ

ଗାଁର ଲୋକଙ୍କ ଉତ୍ସାହ, ଭକ୍ତିଭାବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ମାଁ ନିଜ ଅସ୍ଥାୟୀ ମଣ୍ଡପରୁ ବାହାରି ଭକ୍ତମାନଙ୍କୁ ପାଖକୁ ଯାଆନ୍ତି। ଭକ୍ତ ମାନେ ଅତି ନିକଟରୁ ଦର୍ଶନ କରନ୍ତି ମାଆଙ୍କୁ। ମାଆଙ୍କ ଏହି ଯାତ୍ରାରେ ପୁରା ଗାଁ ଉତ୍ସବମୁଖ ହୋଇ ଉଠେ। ଏହି ଭିଡିଓରେ ଆପଣମାନେ ମା,ଙ୍କ ନଗର ପରିକ୍ରମା ସହ

ମାଁ ପଞ୍ଚ ଠାକୁରାଣୀ ଆସିଲେ ବାପ ଘରକୁ 🙏 15 ଦିନ ବାପ ଘରେ ରହି ଫେରିବେ ଶାଶୁ ଘରକୁ🙏 ପ୍ରତି 5 ବର୍ଷକୁ ମାଁ ଆସନ୍ତି ବୁଲିବାକୁ 🙏#thakuranijatra#maa#thakurani #youtube#mundamarai#ganjam#odisha

ଜୟ ମାଁ ପଞ୍ଚ ଠାକୁରାଣୀ 🙏🚩
ମୁଣ୍ଡମରାଇ ଗ୍ରାମ ୪ ଦିଗରେ ଚାରି ଠାକୁରାଣୀଙ୍କ ବାସ ଆଉ ଗାଁ ମଧ୍ୟରେ ଗ୍ରାମ ଦେବତୀ ରୁହନ୍ତି।
ମାଁ ବୁଢୀ ଠାକୁରାଣୀ
ମାଁ ଗ୍ରାମ ଦେବତୀ
ମାଁ କୋଠରୀ
ମାଁ ବନଦୁର୍ଗା
ମାଁ ଫୁଲକେଶନୀ

🌺 ମାଁ ପାଞ୍ଚ ଠାକୁରାଣୀ ଯାତ୍ରା 2025 - ମୁଣ୍ଡମରାଇ ଗ୍ରାମର ଏକ ପାରମ୍ପାରିକ ଐତିହ୍ୟ 🌺

ମୁଣ୍ଡମରାଇ ଗ୍ରାମର ଲୋକ ପରମ୍ପରା, ଆସ୍ଥା ଓ ଭକ୍ତିର ଚିହ୍ନ ହେଉଛି ମାଁ ପାଞ୍ଚ ଠାକୁରାଣୀଙ୍କ ଯାତ୍ରା। ପ୍ରତି 5 ବର୍ଷ ରେ ଥରେ ବିଶେଷ ଆନନ୍ଦ ଓ ଉତ୍ସାହ ସହିତ ହେଉଥିବା ଏହି ଯାତ୍ରାରେ ମାଁଙ୍କ ଅଗମନ ଏବଂ ପିତୃଘୃହ ମୁଣ୍ଡମରାଇ ଗ୍ରାମକୁ ଆଗମନ ହୁଏ ଜଳ ଯାତ୍ରା ବା କୁମ୍ଭ ଯାତ୍ରା ଦ୍ୱାରା।

🔱 ଏହି ଭିଡିଓରେ ଆପଣ ଦେଖିପାରିବେ:

ପଞ୍ଚ ଠାକୁରାଣୀଙ୍କ ଅଗମନୀ ଯାତ୍ରାର ମନୋହର ଦୃଶ୍ୟ

ଗାଁର ଲୋକଙ୍କ ଉତ୍ସାହ, ଭକ୍ତିଭାବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଐତିହ୍ୟ ଓ ଆଧ୍ୟାତ୍ମିକତାର ଏକ ଅଦ୍ଭୁତ ମିଶ୍ରଣ

📌 ଦୟାକରି ଭିଡିଓଟିକୁ Like, Share, Comment କରନ୍ତୁ ଏବଂ ଏଭଳି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ଭିଡିଓ ଦେଖିବା ପାଇଁ Subscribe କରି ଘଣ୍ଟି ବଟନ୍ ଦବାନ୍ତୁ 🔔।

🙏 ଜୟ ଠାକୁରାଣୀ ମାଁ! 🙏
#Mundamarai #ThakuraniJatra2025 #OdiaTradition #KumbhaJatra #JalaJatra #ମୁଣ୍ଡମରାଇ #ଓଡ଼ିଆସଂସ୍କୃତି #ମାଁଠାକୁରାଣୀ #ThakuraniJatra #berhampur #Ganjam #Odisha

ସପ୍ତମ ଦିନରେ ମୁଣ୍ଡମରାଇ ଠାକୁରାଣୀ ଯାତ୍ରା🚩

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଅଷ୍ଟମ ଦିନରେ ମାଁ ପଞ୍ଚ ଠାକୁରାଣୀ ଯାତ୍ରା, ମୁଣ୍ଡମରାଇ#thakuranijatra#mundamarai#berhampur#ganjam

ଅଷ୍ଟମ ଦିନରେ ମାଁ ପଞ୍ଚ ଠାକୁରାଣୀ ଯାତ୍ରା, ମୁଣ୍ଡମରାଇ#thakuranijatra#mundamarai#berhampur#ganjam

ଭିକ ମାଗି ଦିନ କାଟୁଛନ୍ତି ରାନୁ ମଣ୍ଡଳ୍ || MET WITH VIRAL SINGER RANU MANDAL #mutraveller

ଭିକ ମାଗି ଦିନ କାଟୁଛନ୍ତି ରାନୁ ମଣ୍ଡଳ୍ || MET WITH VIRAL SINGER RANU MANDAL #mutraveller

FULL JATRA - TO SATHE BANDHA MO JIBANA DOR - SUPERHIT JATRA- ତୋ ସାଥେ ବନ୍ଧା ମୋ ଜୀବନ ଡୋରି ସମ୍ରାଟ ତୁଳସୀ

FULL JATRA - TO SATHE BANDHA MO JIBANA DOR - SUPERHIT JATRA- ତୋ ସାଥେ ବନ୍ଧା ମୋ ଜୀବନ ଡୋରି ସମ୍ରାଟ ତୁଳସୀ

ମା ମଙ୍ଗଳା କୋଠିଶାଳ ଯାତ୍ରା 2025 #mundamarai #maamangala #berhampur #ganjam #thakurani #odisha

ମା ମଙ୍ଗଳା କୋଠିଶାଳ ଯାତ୍ରା 2025 #mundamarai #maamangala #berhampur #ganjam #thakurani #odisha

Jodi sankha baja polasara patigada ganjam call ☎️ 9337005965,,,9938840839

Jodi sankha baja polasara patigada ganjam call ☎️ 9337005965,,,9938840839

ତୁ ମୋ ବଜରଙ୍ଗୀର ପ୍ରେସମିଟ || ସମସ୍ତେ କଣ କହିଲେ

ତୁ ମୋ ବଜରଙ୍ଗୀର ପ୍ରେସମିଟ || ସମସ୍ତେ କଣ କହିଲେ

जार काण्ड मा कान्छा बुडा ले बाजी मार्यो, अन्तमा जेठो बुडा हेरे को हेरै भए

जार काण्ड मा कान्छा बुडा ले बाजी मार्यो, अन्तमा जेठो बुडा हेरे को हेरै भए

25 हजार लगानी गरेर 4 लाख कमाउने राई दाइ,एक सिजनमा 95 क्विन्टल बेचे village vegetable farming

25 हजार लगानी गरेर 4 लाख कमाउने राई दाइ,एक सिजनमा 95 क्विन्टल बेचे village vegetable farming

ନୟାଗଡ଼ ଢୋଲ କୁ କଟପାକାଳୀ ସହ ମା ଙ୍କ ପ୍ରଥମ ନଗର ପରିକ୍ରମା,ପୋଲକାଶୁଣୀ ଯାତ୍ରା , ସପ୍ତ ଠାକୁରାଣୀ ଯାତ୍ରା ଆସ୍କା

ନୟାଗଡ଼ ଢୋଲ କୁ କଟପାକାଳୀ ସହ ମା ଙ୍କ ପ୍ରଥମ ନଗର ପରିକ୍ରମା,ପୋଲକାଶୁଣୀ ଯାତ୍ରା , ସପ୍ତ ଠାକୁରାଣୀ ଯାତ୍ରା ଆସ୍କା

६ वर्षको खगेन्द्रप्रसाद र ७ बर्षकी रुद्रकली हात्ती यसरि उडे कतार Gautam Buddha International Airport

६ वर्षको खगेन्द्रप्रसाद र ७ बर्षकी रुद्रकली हात्ती यसरि उडे कतार Gautam Buddha International Airport

ମାଁ ପାଞ୍ଚ ଠାକୁରାଣୀ ଯାତ୍ରା 2025 - ମୁଣ୍ଡମରାଇ ଗ୍ରାମର ଏକ ପୌରାଣିକ ଐତିହ୍ୟ / Kumbha Jatra / Mundamarai

ମାଁ ପାଞ୍ଚ ଠାକୁରାଣୀ ଯାତ୍ରା 2025 - ମୁଣ୍ଡମରାଇ ଗ୍ରାମର ଏକ ପୌରାଣିକ ଐତିହ୍ୟ / Kumbha Jatra / Mundamarai

Mo Stree Bhari Dusta Hauchi - ମୋ ସ୍ତ୍ରୀ ଭାରି ଦୁଷ୍ଟ ହଉଛି | Jatra Comedy Chunka | AlankarTV

Mo Stree Bhari Dusta Hauchi - ମୋ ସ୍ତ୍ରୀ ଭାରି ଦୁଷ୍ଟ ହଉଛି | Jatra Comedy Chunka | AlankarTV

Namajagya in Brahmaniapalli after 12 years // brahmaniapalli namajagya

Namajagya in Brahmaniapalli after 12 years // brahmaniapalli namajagya

ଅଚାନକ ଆସିଲେ ଆଶ୍ଚର୍ଯ୍ୟ ହେଲେ କଣ ଘଟିଲା ଫୁଲ୍ ମସ୍ତି // konark gananatya jatra anchor Krishna Kumar

ଅଚାନକ ଆସିଲେ ଆଶ୍ଚର୍ଯ୍ୟ ହେଲେ କଣ ଘଟିଲା ଫୁଲ୍ ମସ୍ତି // konark gananatya jatra anchor Krishna Kumar

पर्सा जादै गर्दा चितवन माडी बहु प्राहिधिक बिध्यालसमा साम्पाङ पुग्दा शिक्षक र बिध्यार्थीले माने खुशी

पर्सा जादै गर्दा चितवन माडी बहु प्राहिधिक बिध्यालसमा साम्पाङ पुग्दा शिक्षक र बिध्यार्थीले माने खुशी

ଗଞ୍ଜାମ ପ୍ରସିଦ୍ଧ ଆଶ୍ଵିନ ମାସ ରେ ମଙ୍ଗଳା ମା ଙ୍କ ଗାଁ ଗାଁ ବୁଲନ୍ତି ଦେଖନ୍ତୁ କେମିତି

ଗଞ୍ଜାମ ପ୍ରସିଦ୍ଧ ଆଶ୍ଵିନ ମାସ ରେ ମଙ୍ଗଳା ମା ଙ୍କ ଗାଁ ଗାଁ ବୁଲନ୍ତି ଦେଖନ୍ତୁ କେମିତି

FULL JATRA - JANHARE TOLIBI GHARA - Superhit Jatra -ଜହ୍ନରେ ତୋଳିବି ଘର | RANGAMAHAL |Aswini,Rina,Pinky

FULL JATRA - JANHARE TOLIBI GHARA - Superhit Jatra -ଜହ୍ନରେ ତୋଳିବି ଘର | RANGAMAHAL |Aswini,Rina,Pinky

ଏକାଦଶ ଦିନରେ ମା ପଞ୍ଚଠାକୁରାଣୀ ଯାତ୍ରା, ମୁଣ୍ଡମରାଇ ଦେଖନ୍ତୁ ଆଳତୀ, ନଗର ପରିକ୍ରମା #thakuranijatra #mundamarai

ଏକାଦଶ ଦିନରେ ମା ପଞ୍ଚଠାକୁରାଣୀ ଯାତ୍ରା, ମୁଣ୍ଡମରାଇ ଦେଖନ୍ତୁ ଆଳତୀ, ନଗର ପରିକ୍ରମା #thakuranijatra #mundamarai

ଗଞ୍ଜାମ ପ୍ରସିଦ୍ଧ କୁଲାଗଡ଼ ମେରୁ ଯାତ୍ରା | Kulagada Meru Jatra | Jhamu Jatra | Danda Nacha

ଗଞ୍ଜାମ ପ୍ରସିଦ୍ଧ କୁଲାଗଡ଼ ମେରୁ ଯାତ୍ରା | Kulagada Meru Jatra | Jhamu Jatra | Danda Nacha

Jodi sankha baja polasara patigada ganjam call ☎️ 9337005965,,,9938840839

Jodi sankha baja polasara patigada ganjam call ☎️ 9337005965,,,9938840839

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]