Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ବିଷ ଚଢ଼ିବା ପରେ କାଳିଆ ସାଜିଲେ ସଞ୍ଜୀବନୀ! ନାଗସାପ କାମୁଡ଼ା ଓ ପ୍ରଭୁଙ୍କ ଅଲୌକିକ ମହିମା | Jay Jagannath TV

Автор: JAY JAGANNATH TV

Загружено: 2026-01-26

Просмотров: 1488

Описание:

ଜୟ ଜଗନ୍ନାଥ! 🙏
"ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ମହାପ୍ରଭୁଙ୍କ କୃପା ଥିଲେ ମୃତ୍ୟୁର ବିଷ ମଧ୍ୟ ଅମୃତ ହୋଇଯାଏ।"
ଆଜି ୨୭ ଜାନୁୟାରୀ ୨୦୨୬ (ମଙ୍ଗଳବାର) ଅବସରରେ ଶୁଣନ୍ତୁ ଏକ ଶିହରଣକାରୀ ତଥା ଅବିଶ୍ୱସନୀୟ ସତ୍ୟ ଅନୁଭୂତି। ମା'ଙ୍କୁ ନାଗସାପ କାମୁଡ଼ିବା ପରେ ଯେତେବେଳେ ସାରା ଦେହରେ ବିଷ ଚଢ଼ିଗଲା ଏବଂ ମୃତ୍ୟୁର ଭୟ ସମସ୍ତଙ୍କୁ ଘେରିଗଲା, ସେତେବେଳେ କିଭଳି ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସ ଓ ଆକୁଳ ଡାକ କାମ କଲା ଏବଂ ମା' ଆରୋଗ୍ୟ ଲାଭ କଲେ?
ଏହା ସହିତ ଆଜିର ଏହି ବିଶେଷ ଭିଡିଓରେ ଶୁଣନ୍ତୁ ଅନ୍ୟ କିଛି ଭକ୍ତମାନଙ୍କର ଅତି ରୋମାଞ୍ଚକର ତଥା ଦିବ୍ୟ ଅନୁଭୂତି।
🎬 ପ୍ରୋଗ୍ରାମ: ଭକ୍ତଙ୍କ ଅନୁଭୂତି (Bhaktanka Anubhuti)
📺 ଚ୍ୟାନେଲ: Jay Jagannath TV
ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ କମେଣ୍ଟରେ "ଜୟ ଜଗନ୍ନାଥ" ନିଶ୍ଚୟ ଲେଖନ୍ତୁ।
#JayJagannathTV #BhaktankaAnubhuti #JagannathMiracle #SnakeBiteSurvival #HealingMiracle #OdiaDevotional #MiracleStory #Faith #Odisha #JagannathLila #2026JagannathAnubhuti #DivineHealing #SpiritualOdisha


"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ବିଷ ଚଢ଼ିବା ପରେ କାଳିଆ ସାଜିଲେ ସଞ୍ଜୀବନୀ! ନାଗସାପ କାମୁଡ଼ା ଓ ପ୍ରଭୁଙ୍କ ଅଲୌକିକ ମହିମା | Jay Jagannath TV

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଅନ୍ଧାର ଜୀବନରେ ଆଲୋକ ଦେଖାଇଲେ ପ୍ରଭୁ! ମାନସିକ ଚାପରୁ କେମିତି ମିଳିଲା ମୁକ୍ତି? | Jay Jagannath TV

ଅନ୍ଧାର ଜୀବନରେ ଆଲୋକ ଦେଖାଇଲେ ପ୍ରଭୁ! ମାନସିକ ଚାପରୁ କେମିତି ମିଳିଲା ମୁକ୍ତି? | Jay Jagannath TV

ପଥର ସଭା କଥା//ଅବୋଲକରା କାହାଣୀ// ଓଡ଼ିଆ ଜହ୍ନମାମୁ କାହାଣୀ //  ଓଡ଼ିଆ ଲୋକ କାହାଣୀ // ଓଡ଼ିଆ ଆଈମା କାହାଣୀ

ପଥର ସଭା କଥା//ଅବୋଲକରା କାହାଣୀ// ଓଡ଼ିଆ ଜହ୍ନମାମୁ କାହାଣୀ // ଓଡ଼ିଆ ଲୋକ କାହାଣୀ // ଓଡ଼ିଆ ଆଈମା କାହାଣୀ

🙏 ଜୟ ଜଗନ୍ନାଥ 🙏 ସକାଳୁ ସକାଳୁ ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ 🙏 #jagannathdarshan 2 1 1

🙏 ଜୟ ଜଗନ୍ନାଥ 🙏 ସକାଳୁ ସକାଳୁ ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ 🙏 #jagannathdarshan 2 1 1

News Fuse 26 JAN 2026

News Fuse 26 JAN 2026

ମହାପ୍ରଭୁଙ୍କ ରକ୍ଷା ସ୍ତୋତ୍ରଂ | ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ | Jagannath Raksha Stotra | NiladriBije

ମହାପ୍ରଭୁଙ୍କ ରକ୍ଷା ସ୍ତୋତ୍ରଂ | ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ | Jagannath Raksha Stotra | NiladriBije

କଥା ଦେଇ କଥା ରଖିଲେ ଭାଇମାନେ / Prayash Life Style / Piyush Tripathy

କଥା ଦେଇ କଥା ରଖିଲେ ଭାଇମାନେ / Prayash Life Style / Piyush Tripathy

କାହିଁକି ପତକାଲାଗି ଦର୍ଶନକୁ ମୋକ୍ଷଦାୟୀ କୁହାଯାଏ? (27-Jan)PATAKALAGI | JAY JAGANNATH TV

କାହିଁକି ପତକାଲାଗି ଦର୍ଶନକୁ ମୋକ୍ଷଦାୟୀ କୁହାଯାଏ? (27-Jan)PATAKALAGI | JAY JAGANNATH TV

କେଉଁ ପାପର ଶାସ୍ତିରେ ମଣିଷ ପଶୁ ଯୋନି ପାଏ ?  ଶ୍ରୀକୃଷ୍ଣ–Garuda Secret Karma Truth |

କେଉଁ ପାପର ଶାସ୍ତିରେ ମଣିଷ ପଶୁ ଯୋନି ପାଏ ? ଶ୍ରୀକୃଷ୍ଣ–Garuda Secret Karma Truth |

ଟାପୁ ରେ ପିଛା କଲା #981

ଟାପୁ ରେ ପିଛା କଲା #981

ପୁଅ ଜନ୍ମ ପରେ ଘରେ ଦୁଃଖର ପାହାଡ଼ ଶାଶୁଙ୍କ ହାର୍ଟ–ସ୍ୱାମୀଙ୍କ କିଡ଼ନୀ ଖରାପ ଭାଗ୍ୟ ପରୀକ୍ଷା ନେଲା

ପୁଅ ଜନ୍ମ ପରେ ଘରେ ଦୁଃଖର ପାହାଡ଼ ଶାଶୁଙ୍କ ହାର୍ଟ–ସ୍ୱାମୀଙ୍କ କିଡ଼ନୀ ଖରାପ ଭାଗ୍ୟ ପରୀକ୍ଷା ନେଲା

श्री हनुमान चालीसा 🌺🙏 Shree Hanuman Chalisa Original Video 🙏🌺 Gulshan Kumar Hariharan Full HD

श्री हनुमान चालीसा 🌺🙏 Shree Hanuman Chalisa Original Video 🙏🌺 Gulshan Kumar Hariharan Full HD

ରାମଙ୍କ ପ୍ରିୟ ହନୁମାନ କାହିଁକି ? Jay Jagannath TV

ରାମଙ୍କ ପ୍ରିୟ ହନୁମାନ କାହିଁକି ? Jay Jagannath TV

ଲଙ୍କା ମରିଚ ଧୁଆଂ କଥା // ଅବୋଲକରା କାହାଣୀ//ଓଡ଼ିଆ ଜହ୍ନମାମୁ // ଓଡ଼ିଆ ଆଈମା କାହାଣୀ // ଓଡ଼ିଆ ଲୋକ କଥା// ଓଡ଼ିଆ

ଲଙ୍କା ମରିଚ ଧୁଆଂ କଥା // ଅବୋଲକରା କାହାଣୀ//ଓଡ଼ିଆ ଜହ୍ନମାମୁ // ଓଡ଼ିଆ ଆଈମା କାହାଣୀ // ଓଡ଼ିଆ ଲୋକ କଥା// ଓଡ଼ିଆ

ଏମିତି ନିଃଶ୍ବାସ ନୋଉ ନୋଉ  #jayjagannath #odiabhajan #viralvideo #⭕❗⭕

ଏମିତି ନିଃଶ୍ବାସ ନୋଉ ନୋଉ #jayjagannath #odiabhajan #viralvideo #⭕❗⭕

ବିଜେଡି ନିଲମ୍ବନ ଯୋଜନା | Loka Nakali Katha Asali | Odia Comedy | New Comedy | BJD | Kanak News

ବିଜେଡି ନିଲମ୍ବନ ଯୋଜନା | Loka Nakali Katha Asali | Odia Comedy | New Comedy | BJD | Kanak News

ଯାହାକୁ ନିଜର ଭାବିବେ ସେ ଧୋକା ଦେବ  | Satyapathe Ghenijao Mate | EP - 955 | Kalpana Tripathy | S.Utsav

ଯାହାକୁ ନିଜର ଭାବିବେ ସେ ଧୋକା ଦେବ | Satyapathe Ghenijao Mate | EP - 955 | Kalpana Tripathy | S.Utsav

ଆମେ ଗଲୁ ଆମ ପୁଅର reception party କୁ🤣 #reception #volg #sumalin #youtube

ଆମେ ଗଲୁ ଆମ ପୁଅର reception party କୁ🤣 #reception #volg #sumalin #youtube

ଘରେ ଜଗନ୍ନାଥ ବାସ ଥିଲେ ମିଳିଥାଏ ଏହି ସବୁ ସଂକେତ। Signs of Lord Jagannath Presence at Home/ Bhakti Prerana

ଘରେ ଜଗନ୍ନାଥ ବାସ ଥିଲେ ମିଳିଥାଏ ଏହି ସବୁ ସଂକେତ। Signs of Lord Jagannath Presence at Home/ Bhakti Prerana

ଏତେ ଭିଡ଼ ମଝିରେ ଚମତ୍କାର ଜଗନ୍ନାଥ ମୋ ହାତ ଧରି ଟାଣିନେଲେ, ଶୁଣନ୍ତୁ ଭକ୍ତଙ୍କ ଭିନ୍ନ ଭିନ୍ନ ଅନୁଭୂତି

ଏତେ ଭିଡ଼ ମଝିରେ ଚମତ୍କାର ଜଗନ୍ନାଥ ମୋ ହାତ ଧରି ଟାଣିନେଲେ, ଶୁଣନ୍ତୁ ଭକ୍ତଙ୍କ ଭିନ୍ନ ଭିନ୍ନ ଅନୁଭୂତି

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com