‘ନୂଆ ରୂପରେ ଆସିବ BJD’ | BJD Meeting In Naveen Niwas | Naveen Patnaik | Sujata Karthikeyan
Автор: News18 Odia
Загружено: 2025-12-24
Просмотров: 2330
ବିଜେଡିରେ ସୁଜାତା କାର୍ତ୍ତିକେୟନ ମିଶିବା ନେଇ ବଢ଼ିଲା ଚର୍ଚ୍ଚା ।ସୁଜାତା କାର୍ତ୍ତିକେୟନଙ୍କ ସପକ୍ଷରେ ସୁବାଷ ସିଂ । କହିଲେ, ନବୀନ ନିଷ୍ପତ୍ତି ନେଲେ ଆମେ ସହଯୋଗ କରିବୁ ।ସୁଜାତା ଦଳରେ ପୂର୍ବରୁ ଅଛନ୍ତି, ନବୀନଙ୍କ ପାଖେ ପାଖେ ଅଛନ୍ତି । ସୁଜାତା ୨୦, ୨୫ ବର୍ଷ ଧରି ଦଳ ଓ ସରକାର ସହ ଅଛନ୍ତି । ସେ ଓଡ଼ିଆ ଝିଅ, ନବୀନଙ୍କୁ ବହୁତ ସହଯୋଗ କରିଛନ୍ତି । ଆସନ୍ତା ୨୬ ପ୍ରତିଷ୍ଠା ଦିବସରେ ନୂଆ ରୂପରେ ଆସିବ ବିଜେଡି ।
Discussion has increased over Sujata Karthikeyan joining BJD. Subash Singh is in favor of Sujata Karthikeyan. He said that if Naveen makes the decision, we will cooperate. Sujata has previously been in the party and is close to Naveen. Sujata has been with the party and government for 20–25 years. She is an Odia woman and has cooperated a lot with Naveen. BJD will emerge in a new form on the upcoming 26th Foundation Day.
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
Доступные форматы для скачивания:
Скачать видео mp4
-
Информация по загрузке: