ବଖାଣିଲେ ଜଗନ୍ନାଥଙ୍କର ଅନେକ ଗୁପ୍ତ ତଥ୍ୟ | କୁନି ପ୍ରବଚକ କେଶବ ଦାସ ଦ୍ଵିତୀକୃଷ୍ଣ | Rudrakshya Television
Автор: Rudrakshya Television
Загружено: 2025-09-22
Просмотров: 398
ବଖାଣିଲେ ଜଗନ୍ନାଥଙ୍କର ଅନେକ ଗୁପ୍ତ ତଥ୍ୟ | କୁନି ପ୍ରବଚକ କେଶବ ଦାସ ଦ୍ଵିତୀକୃଷ୍ଣ | Rudrakshya Television
#prabachana
#kesab_das_dittikrushna
#bhakta_madhab_das_katha
#jagannath_sanskruti
#rudrakshya_television
ଏହି ପ୍ରୋଗ୍ରାମ ଟି ଢେଙ୍କାନାଳ ଜିଲାର ଚାଉଳିଆ ଗ୍ରାମରେ ଅନୁଷ୍ଠିତ ହୋଇଥିଲା | ଏଥିରେ ପ୍ରବଚକ ଜଗନ୍ନାଥଙ୍କ ବିଷୟରେ ଆଲୋଚନା କରିଥିଲେ |
ଯଦି ଆପଣଙ୍କ ଅଂଚଳରେ ହେଉଥିବା ଏମିତି କିଛି କାର୍ଯ୍ୟମ ର ପ୍ରସାରଣ କରିବାପାଇଁ ଇଛାପ୍ରକାଶ କରନ୍ତି ତେବେ ଆମଶହ ଯୋଗା ଯୋଗ କରନ୍ତୁ
Rudrakshya Television, Mob. 7008527328
Facebook Page - https://www.facebook.com/channelno1?m...
Twitter -
https://twitter.com/rudrakshya020?t=Q...
ପ୍ରିୟ ଦର୍ଶକ ବନ୍ଧୁ
ଓଡ଼ିଶାର କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ଆମେ ଆମର ଚେଷ୍ଟା ଜାରିରଖିବୁ | ସେଥିପାଇଁ ଆପଣଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆମର ଏକାନ୍ତ ଆବଶ୍ୟକ |ରୁଦ୍ରକ୍ଷ୍ୟ ଟେଲିଭିଜନ କୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ହୃଦୟରୁ ନମସ୍କାର | ଏହିପରି ଓଡ଼ିଶାର କଳା ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଦେଖିବାପାଇଁ ଆମ ଚ୍ୟାନେଲ କୁ ସବସକ୍ରାଇବି କରନ୍ତୁ ଏବଂ ତୁରନ୍ତ ଦେଖିବାପାଇଁ ପାଖରେ ଥିବା ବେଲ କୁ ମଧ୍ୟ ଦବାନ୍ତୁ |
ଧନ୍ୟବାଦ |
ପ୍ରିୟ ଦର୍ଶକ ବନ୍ଧୁ |
ମୁଁ ତାରା ପ୍ରସାଦ ମିଶ୍ର ଆପଣଙ୍କ ମାନଙ୍କୁ ସାଦରେ ପ୍ରଣାମ ଜଣାଉଛି | ଆପଣ ମାନେ ରୁଦ୍ରାକ୍ଷ ଟେଲିଭିଜନକୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଉଛି | ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ରୁଦ୍ରାକ୍ଷ ଟେଲିଭିଯନ ସଦା ସର୍ବଦା ସଂକଳ୍ପ ବଦ୍ଧ | ଆପଣଙ୍କର ଭଲପାଇବା ଏବଂ ଆଶ୍ରିବାଦ ରହିଲେ ଆମେ ଆହୁରି ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଯଥା - ଓଡ଼ିଆ ପାଲା, ଦାସ କାଠିଆ, ପ୍ରବଚନ, ଭଜନ ଆଦି ଅନେକ ନୂଆ ନୂଆ କାର୍ଯ୍ୟକ୍ରମ କୁ ଆପଣଙ୍କ ପାଖରେ ପହଞ୍ଚେଇ ପାରିବୁ |ଯଦି ଆପଣ ଆମ ଚ୍ୟାନେଲ କୁ Subscribe କରିନାହାନ୍ତି ତେବେ ଏବେ ହିଁ Subscribe କରିନିଅନ୍ତୁ ଏବଂ ତୁରନ୍ତ ପୋଷ୍ଟ ଦେଖିବା ପାଇଁ ବେଲ ବଟମ କୁ ବ୍ୟବହାର କରନ୍ତୁ |
Like,............. Share......... Comment.......... Subscribe
Доступные форматы для скачивания:
Скачать видео mp4
-
Информация по загрузке: