Ceiling fan point flower🌹 design | ସିଲିଂ fan point ରେ ଫୁଲ
Автор: PP Mistry
Загружено: 2025-10-29
Просмотров: 147
Ceiling fan point flower🌹 design
ସିଲିଂ fan point ରେ ଫୁଲ
About this video
ଏହି ଭିଡ଼ିଓ ରେ ଦେଖନ୍ତୁ
ceiling fan point ରେ ଫୁଲ ତିଆରି
Hallo Friends
ନମସ୍କାର ବନ୍ଧୁଗଣ
ମୋ ନାମ prasanta
ମୁଁ ରାଜମିସ୍ତ୍ରୀ କାମକରେ । ମୁଁ YouTube channel କରିଛି। ଏହି channel ମାଧ୍ୟମ ରେ ଆପଣମାନଙ୍କୁ ରାଜମିସ୍ତ୍ରୀ କାମ ଭିଡିଓ ଦେଖାଇବାକୁ ଚେଷ୍ଟା କରିବି। ରାଜମିସ୍ତ୍ରୀ ଅନେକ ଅଛନ୍ତି କିନ୍ତୁ ସବୁ ରାଜମିସ୍ତ୍ରୀ ଗୋଟିଏ ଘରର ସବୁ ରାଜ କାମ ଜାଣି ନ ଥାନ୍ତି। ଯେଁଉ ମାନେ ନୂଆ ରାଜମିସ୍ତ୍ରୀ କାମ କରୁଛନ୍ତି ସେମାନେ ହୁଏତ ମୋ channel ମାଧ୍ୟମ ରେ କିଛି ଜାଣି ପାରିବେ ଓ ଭିଡିଓ କୁ ଦେଖି ମଧ୍ୟ ଶିଖି ପାରିବେ । ଯେଁଉ ମାନେ ନୂଆ ଘର ଟିଏ କରୁଛନ୍ତି , ସେମାନେ ମୋ କାମ ଭିଡିଓ ଟିକୁ ନିହାତି ଦେଖିବା ଜରୁରି
ମୋ channel ରେ ମୁଁ କରିଥିବା କାମଗୁଡିକ ହେଲା
ଇଟା ଜଡାଇ କାମ
ଛାତ କାମ
Plaster କାମ
ରଡ଼ କାମ
Dhalai କାମ
ସିଡି କାମ
ସେନ୍ତ୍ରିଂ କାମ
Foundation କାମ
ପାଇଲିଂ କାମ
Lay out କାମ
Plaster design କାମ
ମୁଁ ଯୋଉ କାମ ସବୁ କରିବି । ଆପଣ ମାନଙ୍କୁ ମୋ channel ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିବି
କିନ୍ତୁ ଆପଣ ମାନଙ୍କର ସହଯୋଗ ଦରକର
ଆପଣମାନେ channel କୁ subscribe, Like ଓ comment କରିବାକୁ ଅନୁରୋଧ
ଆପଣଙ୍କର ପ୍ରଶାନ୍ତ ମିସ୍ତ୍ରୀ
Your queries:-
ceiling fan design
flower design
ceiling fan decor
home decor ideas
floral ceiling fan
ceiling fan installation
interior design
DIY ceiling fan
modern ceiling fans
decorative ceiling fans
ceiling fan styles
point flower design
ceiling fan art
home improvement
stylish ceiling fans
unique ceiling fans
ceiling fan trends
ceiling fan makeover
floral home decor
ceiling fan accessories
ସିଲିଂ fan
fan point
fan decoration
ଫୁଲ
ସିଲିଂ ଫାନ୍ ଡିଜାଇନ୍
ଇଣ୍ଟେରିୟର ଡିଜାଇନ
ଫୁଲ ଡିକୋରେସନ୍
ହୋମ୍ ଡିଜାଇନ୍
ଇଣ୍ଟିରିୟର ଡେକରେସନ୍
ଫୁଲ ଡିଜାଇନ୍
ସିଲିଂ ପାଇଁ ଫୁଲ
ସୁନ୍ଦର ଫୁଲ
ହାଲି ଡିକୋରେସନ୍
ଫୁଲ ଆଲଙ୍କାର
ମଡେର୍ନ ହୋମ୍
ଡିଜାଇନ
ଫ୍ଲୋ
PP Mistry
#Ceilingfanpointflowerdesign
#ସିଲିଂfanpointରେଫୁଲ
#ceilingfanart
App link
/ prasantabhoi.bhoi.3154
Thanks for watching this video is. a
Доступные форматы для скачивания:
Скачать видео mp4
-
Информация по загрузке: