PP Mistry
ନମସ୍କାର ବନ୍ଧୁଗଣ
ମୋ ନାମ prasanta
ମୁଁ ରାଜମିସ୍ତ୍ରୀ କାମକରେ । ମୁଁ YouTube channel କରିଛି। ଏହି channel ମାଧ୍ୟମ ରେ ଆପଣମାନଙ୍କୁ ରାଜମିସ୍ତ୍ରୀ କାମ ଭିଡିଓ ଦେଖାଇବାକୁ ଚେଷ୍ଟା କରିବି। ରାଜମିସ୍ତ୍ରୀ ଅନେକ ଅଛନ୍ତି କିନ୍ତୁ ସବୁ ରାଜମିସ୍ତ୍ରୀ ଗୋଟିଏ ଘରର ସବୁ ରାଜ କାମ ଜାଣି ନ ଥାନ୍ତି। ଯେଁଉ ମାନେ ନୂଆ ରାଜମିସ୍ତ୍ରୀ କାମ କରୁଛନ୍ତି ସେମାନେ ହୁଏତ ମୋ channel ମାଧ୍ୟମ ରେ କିଛି ଜାଣି ପାରିବେ ଓ ଭିଡିଓ କୁ ଦେଖି ମଧ୍ୟ ଶିଖି ପାରିବେ । ଯେଁଉ ମାନେ ନୂଆ ଘର ଟିଏ କରୁଛନ୍ତି , ସେମାନେ ମୋ କାମ ଭିଡିଓ ଟିକୁ ନିହାତି ଦେଖିବା ଜରୁରି
ମୋ channel ରେ ମୁଁ କରିଥିବା କାମଗୁଡିକ ହେଲା
ଇଟା ଜଡାଇ କାମ
ଛାତ କାମ
Plaster କାମ
ରଡ଼ କାମ
Dhalai କାମ
ସିଡି କାମ
ସେନ୍ତ୍ରିଂ କାମ
Foundation କାମ
ପାଇଲିଂ କାମ
Lay out କାମ
Plaster design କାମ
ମୁଁ ଯୋଉ କାମ ସବୁ କରିବି । ଆପଣ ମାନଙ୍କୁ ମୋ channel ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିବି
କିନ୍ତୁ ଆପଣ ମାନଙ୍କର ସହଯୋଗ ଦରକର
ଆପଣମାନେ channel କୁ subscribe, Like ଓ comment କରିବାକୁ ଅନୁରୋଧ
ଆପଣଙ୍କର ପ୍ରଶାନ୍ତ ମିସ୍ତ୍ରୀ
App link
https://www.facebook.com/profile.php?id=61559222696799&mibextid=ZbWKwL
ଘର ଦୀର୍ଘ ଯିବୀ ପାଈଁ Ring size କେତେ | Pillar Ring Size
10 ft Room Ceiling Corner କଲେ ଏତିକି ଖର୍ଚ୍ଚ
Ceiling fan point flower🌹 design | ସିଲିଂ fan point ରେ ଫୁଲ
Ceiling corner design | Ceiling କୋଣ Design କାମ ଜାଣ
କେମିତି ବାହାର କରିବା Running ft square ft cubic ft ଛାତ ର
10×10 ft କାନ୍ଥ ପାଈଁ କେତେ ଇଟା ଲାଗିବ କେମିତି ହିସାବ କରିବା
ପ୍ରଧାନମନ୍ତ୍ରୀ ଆବାସ ଘର କଲେ ଏତିକି ଖର୍ଚ୍ଚ ହବ
3×4 ଶୌଚାଳୟ କଲେ ଏତିକି ଖର୍ଚ୍ଚ ହେବ | 3×4 ଶୌଚାଳୟ କଲେ ଏତେ ଖର୍ଚ୍ଚ
10*15 ଘର କଲେ କେତେ ଖର୍ଚ୍ଚ ହେବ | 10/15 ଘର କଲେ କେତେ ଖର୍ଚ୍ଚ ହେବ
କେତେ ଇଞ୍ଚ୍ ରଡ଼ କଟା ଯାଏ କାଲୋମ ରିଙ୍ଗ ପାଇଁ | କାଲୋମ ରିଙ୍ଗ ମାପ
୧୦ ft ରେ ୧୨ ft ଘରକଲେ କେତେ ଇଟା ଲାଗିବ | ୧୦' × ୧୨' ଘର ରେ ଇଟା
ବିମ୍ ରିଙ୍ଗ ବାନ୍ଧିବା ସୂତ୍ର | ବିମ୍ ରିଙ୍ଗ ବାନ୍ଧିବା ପଦ୍ଧତି
ଘର ସିଡ଼ି କରିବା ପ୍ରଣାଳୀ ଶିଖନ୍ତୁ | ସିଡ଼ି ତିଆରି ସରଳ ପ୍ରଣାଳୀ
କେତେ ଦୂରତା ରଖିବା Pillar ରିଙ୍ଗ | Pillar rings ରଖିବା Distance
ଛାତ Dhalai କାମ ପ୍ରଣାଳୀ | ଛାତ Dhalai ଟିପ୍ସ ଜାଣିବା
1 ft Plinth Beam Cement | ୧୦ ଫୁଟ plinth Beam Cement
Column ring bending techniques
କେତେ ରଖିବା Column Distance | Column To Column Distance
ଛାତ ରଡ଼ ବାନ୍ଧିବା ଟିପ୍ସ | Roof bar bind Odia tips
ଛାତ ରେ 8 ନା 10 mm | In the roof of a bar
1000 sqft ଛାତ ରେ କେତେ Material | 1000 sqft slab Material
୧ Bag ସିମେଣ୍ଟ ରେ କେତେ plaster | 1 bag cement plaster area
୧ Pillar କରିବା କେତେ ଖର୍ଚ୍ଚ | Material cost of one pillar
100 sqft ଛାତ ରେ କେତେ Material | 100 sqft ଛାତ ପାଇଁ ଗୋଡ଼ି ବାଲି
ବାଲି ଗୋଡ଼ି ମାପ ଜାଣିବା | ବାଲି ମାପ | ଗୋଡ଼ି ମାପ
ଏମିତି ହୁଏ ଛାତ ଖରାପ୍ | ଏମିତି କଲେ ହୁଏ ଛାତ ଖରାପ୍
ଘର ଏପରି କର ଛାତ ମୋଟା ସମାନ | ସ୍ଲାବ ଏପରି କର ମୋଟା ସମାନ ହେବ
ଘର ଛାତ ଆୟୁଷ ଏମିତି | ଛାତ ଆୟୁଷ କାମ ଏମିତି କର
ଘର Pillar କେତେ ରଡ଼ ଦେବା | Pillar ରଡ଼ କେତେ ଦେବା ଦରକାର
Pillar set Diamond Ring | କୋଉଠି ଦରକାର Diamond ring