କେତେ ଇଞ୍ଚ୍ ରଡ଼ କଟା ଯାଏ କାଲୋମ ରିଙ୍ଗ ପାଇଁ | କାଲୋମ ରିଙ୍ଗ ମାପ
Автор: PP Mistry
Загружено: 2025-10-03
Просмотров: 164
କେତେ ଇଞ୍ଚ୍ ରଡ଼ କଟା ଯାଏ କାଲୋମ ରିଙ୍ଗ ପାଇଁ
କାଲୋମ ରିଙ୍ଗ ମାପ
About this video
ଏହି ଭିଡ଼ିଓ ରେ ମୁଁ ଶିଖାଇବାକୁ ଯାଉଛି | କାଲୋମ ରିଙ୍ଗ କାଟିବା ପ୍ରଣାଳୀ
Hallo Friends
ନମସ୍କାର ବନ୍ଧୁଗଣ
ମୋ ନାମ prasanta
ମୁଁ ରାଜମିସ୍ତ୍ରୀ କାମକରେ । ମୁଁ YouTube channel କରିଛି। ଏହି channel ମାଧ୍ୟମ ରେ ଆପଣମାନଙ୍କୁ ରାଜମିସ୍ତ୍ରୀ କାମ ଭିଡିଓ ଦେଖାଇବାକୁ ଚେଷ୍ଟା କରିବି। ରାଜମିସ୍ତ୍ରୀ ଅନେକ ଅଛନ୍ତି କିନ୍ତୁ ସବୁ ରାଜମିସ୍ତ୍ରୀ ଗୋଟିଏ ଘରର ସବୁ ରାଜ କାମ ଜାଣି ନ ଥାନ୍ତି। ଯେଁଉ ମାନେ ନୂଆ ରାଜମିସ୍ତ୍ରୀ କାମ କରୁଛନ୍ତି ସେମାନେ ହୁଏତ ମୋ channel ମାଧ୍ୟମ ରେ କିଛି ଜାଣି ପାରିବେ ଓ ଭିଡିଓ କୁ ଦେଖି ମଧ୍ୟ ଶିଖି ପାରିବେ । ଯେଁଉ ମାନେ ନୂଆ ଘର ଟିଏ କରୁଛନ୍ତି , ସେମାନେ ମୋ କାମ ଭିଡିଓ ଟିକୁ ନିହାତି ଦେଖିବା ଜରୁରି
ମୋ channel ରେ ମୁଁ କରିଥିବା କାମଗୁଡିକ ହେଲା
ଇଟା ଜଡାଇ କାମ
ଛାତ କାମ
Plaster କାମ
ରଡ଼ କାମ
Dhalai କାମ
ସିଡି କାମ
ସେନ୍ତ୍ରିଂ କାମ
Foundation କାମ
ପାଇଲିଂ କାମ
Lay out କାମ
Plaster design କାମ
ମୁଁ ଯୋଉ କାମ ସବୁ କରିବି । ଆପଣ ମାନଙ୍କୁ ମୋ channel ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିବି
କିନ୍ତୁ ଆପଣ ମାନଙ୍କର ସହଯୋଗ ଦରକର
ଆପଣମାନେ channel କୁ subscribe, Like ଓ comment କରିବାକୁ ଅନୁରୋଧ
ଆପଣଙ୍କର ପ୍ରଶାନ୍ତ ମିସ୍ତ୍ରୀ
Your queries:-
କାଲୋମ ରିଙ୍ଗ
ଇଞ୍ଚ୍ ରଡ଼
ରିଙ୍ଗ ମାପ
ଓଡିଆ ଫେଶନ
ଇଞ୍ଚ୍ ମାପ
ବ୍ରାସଲେଟ୍
ସ୍ଟାଇଲିଶ୍ ରିଙ୍ଗ
କାଲୋମ ଫେଶନ୍
ରିଙ୍ଗ ଡିଜାଇନ
ଓଡିଆ ଶୈଳୀ
ନୂତନ ଫେଶନ
ଅନ୍ୟତମ ରିଙ୍ଗ
କାଲୋମ ରିଙ୍ଗ ବନାଇବା
ଫେମସ୍ ରିଙ୍ଗ
ଇଞ୍ଚ୍ ରିଙ୍ଗ
ଓଡି
ରିଙ୍ଗ ମାପ
କାଲୋମ ରିଙ୍ଗ ମାପ
ଓଡ଼ିଆ ଫ୍ୟାଶନ
କାଲୋମ ଅଭିନବ
ଓଡ଼ିଆ କଳା
ରିଙ୍ଗ୍ସ
ମାପ ନିର୍ଦ୍ଧାରଣ
ନକ୍ଷତ୍ର ରିଙ୍ଗ
ସ୍ନାନ ରିଙ୍ଗ
ତାଲିକାବଦ୍ଧ ରିଙ୍ଗ
ଗହଣା ଡିଜାଇନ
ଓଡ଼ିଆ ଗହଣା
ଶ୍ରେଷ୍ଠ ରିଙ
ରିଙ୍ଗ ସାଇଜ
ମହିଳା ରିଙ୍ଗ
ଗହଣା
ଓଡିଶା ଗହଣା
ରିଙ୍ଗ କଟା
ବ୍ରାଇଡେଲ ରିଙ୍ଗ
କାଲୋମ ଗହଣା
ଗହଣା ପାଇଁ ମାପ
ଇଞ୍ଚ୍ ମାପ
ଗହଣା ବଜାର
ରିଙ୍ଗ ଫିଟିଙ୍ଗ
#କେତେଇଞ୍ଚ୍ରଡ଼କଟାଯାଏକାଲୋମରିଙ୍ଗପାଇଁ
#କାଲୋମରିଙ୍ଗମାପ
#ppmistry
#ରିଙ୍ଗ
App link
/ prasantabhoi.bhoi.3154
Thanks for watching this video
Доступные форматы для скачивания:
Скачать видео mp4
-
Информация по загрузке: