Tume Jemiti Chahan | DP WORKS Satsang | 2nd December 2023 | Sambalpur | The White Gang
Автор: The White Gang
Загружено: 2023-12-28
Просмотров: 4395
Joy Guru
With
The Divine blessings of
Param Pujyapad Sree Sree Acharyadev
and The Divine Guidance of
Pujyapad Sree Sree Abin Dada
A District level DP WORKS SATSANG was organized at Satsang Vihar Sambalpur on 02nd December 2023.
This Video is an extract from that Satsang.
Join us and Stay Updated :-
Instagram : / the_whitegang_odisha
Facebook : https://www.facebook.com/profile.php?...
Lyrics :-
ତୁମେ ଯେମିତି ଚାହଁ ଚଲାଇବାକୁ ମୁଁ ଚାଲି ତ ପାରେନା
ମନରେ ମୋର ନିଇତି ଜାଗେ ହଜାରେ ବାହାନା ।।୦।।
ତୁମରି ଚିନ୍ତା କିପରି ଭାବେ ରଖିବ ଧରି ଉର୍ଦ୍ଧେ ମୋତେ
ମୁଁ ଯେ କିନ୍ତୁ ସେପରି ଭାବେ ଚାଲି ହିଁ ପାରେନା ।।୧।।
ତୁମଠାରୁ ତ ପାଇ ପାଇ ବିତେ ମୋର ବେଳା
କିଛିବି ତ ହାଏ କରି ହୁଏନା କେବଳ ଅବହେଳା ।।୨।।
ତୁମ ମନ-ପରିକା କରି ହେ ଦୟାଲ ନିଅ ମୋତେ ଗଢ଼ି
ଚାଲିବ ବିଶ୍ବଭୁବନ ସାରା ଚାହିଁବା-ହେବାର ଖେଳା ।।୩।।
STAY TUNED FOR MORE
Доступные форматы для скачивания:
Скачать видео mp4
-
Информация по загрузке: