Bujhe Na Kemiti | DP WORKS Satsang | 2nd December 2023 | Sambalpur | The White Gang
Автор: The White Gang
Загружено: 2023-12-29
Просмотров: 2121
Joy Guru
With
The Divine blessings of
Param Pujyapad Sree Sree Acharyadev
and The Divine Guidance of
Pujyapad Sree Sree Abin Dada
A District level DP WORKS SATSANG was organized at Satsang Vihar Sambalpur on 02nd December 2023.
This Video is an extract from that Satsang.
Join us and Stay Updated :-
Instagram : / the_whitegang_odisha
Facebook : https://www.facebook.com/profile.php?...
Lyrics :-
ବୁଝେନା କେମିତି ତୁମେ
କି'ବା ତୁମ ପରିଚୟ
ଚଲା-କୁହା-ହସ-ଖେଳ କିଛି
ଯେ ମୋର ପରି ନୁହଁ | 0 |
ମୁଁ ହସେ ତୁମେ ବି ହସ
ତୁମେ କାନ୍ଦ ମୁଁ ବି କାନ୍ଦେ
ସଭିଙ୍କ ପୂରଣ କରି ଚାଲ
ମୋତେ ଯେ ଖାଲି ମାୟା ବାନ୍ଧେ | 1 |
ନିତ୍ୟ ମୋତେ ଜାବୁଡି ରଖେ
ଅଳିକ ଦୁଃଖ-ବେଦନା-ଭୟ
ହେ ଦୟାଲ! ଦୂର କର ତାହା
ତାହାହିଁ ତୁମର ପରିଚୟ ।
କଥାର ସ୍ରୋତରେ ମୁଁ ଯେ ଭାସେ
ଜୀବନ ଦେବାକୁ କୁହ ଯେ ତୁମେ
ବଦ୍ଧ-ଜୀବନ ସତରେ ମୋର
ନାହିଁ ଯେ ତୁମର ଲଜ୍ଜା-ଭୟ ।
ପ୍ରାଣର ଠାକୁର ଜାଣେନା ମୁଁ ଯେ
ତାହାହିଁ ତୁମର ପରିଚୟ | 2 |
STAY TUNED FOR MORE
Доступные форматы для скачивания:
Скачать видео mp4
-
Информация по загрузке: