JISU MU TUMAKU HRUDE RAKHIBI | ANTARA CHAKRABARTY | NEW ODIA CHRISTIAN SONG | AMIT BADANAYAK
Автор: Amit Badanayak
Загружено: 2020-06-06
Просмотров: 1468855
JISU MU TUMAKU HRUDE RAKHIBI || ଯୀଶୁ ମୁଁ ତୁମକୁ ହୃଦେ ରଖିବି || STUDIO VERSION || ANTARA CHAKRABARTY || LYRICS AND MUSIC AMIT BADANAYAK || NEW ODIA CHRISTIAN SONG 2020
FULL LYRICS
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି
ସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ (୨ଥର)
ତୁମ ନାମ ଭଜୁଥିବି.....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ତୁମ ପ୍ରେମ ମୁଁ ସ୍ମରିବି
ତୁମ ଗୁଣ ମୁଁ ଗାଇବି
ତୁମ ସେବା ମୁଁ କରିବି
ତୁମ ଆଜ୍ଞା ମୁଁ ମାନିବି
ପ୍ରାତଃ କାଳରେ ଦିବା ରଜନୀରେ (୨ଥର)
ପ୍ରାର୍ଥନାରେ ଜାଗି ରହିବି.....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ତୁମ ରବ ମୁଁ ଶୁଣିବି
ତୁମ ବାକ୍ୟ ମୁଁ ପଢିବି
ତୁମ ପଛେ ମୁଁ ଚାଲିବି
ତୁମ ବିଧି ମୁଁ ଶିଖିବି
ସ୍ଥିର ଚିତ୍ତରେ ଭୟ ଭକତିରେ
ତୁମ ସ୍ତୁତି କରୁଥିବି .....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
(8895583382)
କଣ୍ଠଦାନ - ଅନ୍ତରା ଚକ୍ରବର୍ତ୍ତୀ
Amit Badanayak YouTube Channel is Presenting The Studio Version of the most waited new odia christian song "Jisu Mu Tumaku Hrude Rakhibi" Nicely Sung by Antara Chakrabarty. Lyrics and Music Direction by Amit Badanayak. Kindly Watch The Studio Version and be blessed.
SONG CREDITS :
SONG : ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
SINGER : Antara Chakrabarty
LYRICS : Amit Badanayak
MUSIC : Amit Badanayak (8895583382)
Music Arrangement : Amit & Chinu
Recording & Mixing : MRR STUDIO, CUTTACK
Recordist : Saktiswar mohapatra
Edited by : Amit Badanayak
Music label : AB music
WhatsApp : 8895583382
Contact : 7978601423
" Amit Badanayak "ଙ୍କ ଦ୍ଵାରା ପ୍ରସ୍ତୁତ ଏହି Studio Version ଭଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||
#jisumutumakuhruderakhibi
#newodiachristiansong
#antarachakrabarty
#amitbadanayak
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Доступные форматы для скачивания:
Скачать видео mp4
-
Информация по загрузке: