Activity 25 – ଗଛ ସମ୍ପର୍କରେ ସହଜ ଧାରଣା | IGNOU DECE Activities | MithaPatha
Автор: Mitha Patha
Загружено: 2025-11-22
Просмотров: 64
Activity 25 – ଗଛ ସମ୍ପର୍କରେ ସହଜ ଧାରଣା | IGNOU DECE Activities | MithaPatha
ଆଜିର ଏହି Activity 25 ଭିଡିଓରେ ଆମେ ଶିଶୁମାନଙ୍କୁ ଗଛ ଓ ଗଛର ଅଂଶ, ଗଛର ଉପକାରିତା, ଏବଂ ପ୍ଲାଣ୍ଟ୍ସ କେମିତି ବଢ଼େ ସମ୍ପର୍କରେ ସହଜ ଭାବରେ ଶିଖାଇବୁ।
ଏହି ଭିଡିଓଟି IGNOU DECE 50 Activities ମଧ୍ୟରୁ ଗୋଟିଏ ମୂଳ୍ୟବାନ Activity।
✔ ଚିଲ୍ଡ୍ରେନ୍ Learn Through Activity
✔ ପ୍ରି-ସ୍କୁଲ୍, ଆଙ୍ଗନୱାଡ଼ି ଓ DECE ପ୍ରୋଜେକ୍ଟ ପାଇଁ ଉପଯୋଗୀ
✔ ଗଛ ସମ୍ପର୍କରେ ସରଳ ବ୍ୟାଖ୍ୟା
🌳 ଏହି ଭିଡିଓରେ ଆପଣ ଶିଖିବେ:
✔ ଗଛର ନାମ
✔ ପ୍ଲାଣ୍ଟ୍ସ କେମିତି ବଢ଼େ
✔ ଗଛ କାହିଁକି ଆମ ପାଇଁ ଦରକାର
✔ ପ୍ରକୃତି ସହିତ ଶିଶୁମାନଙ୍କ ସଂଯୋଗ
✔ Activity based learning
#Activity25 #IGNOUDECE #DECEActivities #PlantActivity
#ChildEducation #MithaPatha #KidsLearningOdia #TreesAndPlants
#OdiaKidsVideo #NatureLearning #ActivityVideoOdia
Доступные форматы для скачивания:
Скачать видео mp4
-
Информация по загрузке: