ଖଣିକୁ ବିରୋଧ ରାଉରକେଲାରୁ ଝାରସୁଗୁଡ଼ାକୁ ରାସ୍ତା ବନ୍ଦ |Adivasi Protest Halts Sundargarh–Rajgangpur Road |OR
Автор: Odisha Reporter
Загружено: 2026-01-19
Просмотров: 13192
ଖଣିକୁ ବିରୋଧ ରାଉରକେଲାରୁ ଝାରସୁଗୁଡ଼ାକୁ ରାସ୍ତା ବନ୍ଦ |Adivasi Protest Halts Sundargarh–Rajgangpur Road |OR
ଖଣି ସଂପ୍ରସାରଣକୁ ଜୋରଦାର ବିରୋଧ। ରାଜଗାଙ୍ଗପୁର ଲାଞ୍ଜିବେଣାରେ ଖଣି ସଂପ୍ରସାରଣ କାମକୁ ବିରୋଧ କରି ହଜାର ହଜାର ଆଦିବାସୀଙ୍କ ପ୍ରତିବାଦ। ସୁନ୍ଦରଗଡ଼-ରାଜଗାଙ୍ଗପୁର ରାସ୍ତା ୧୨ ଘଣ୍ଟିଆ ଅବରୋଧ କରିଛନ୍ତି। ରାଜଗାଙ୍ଗପୁରରେ ଥିବା ଏକ କମ୍ପାନୀର ଖଣି ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରି ଆସୁଛନ୍ତି ଲାଞ୍ଜିବେଣାକୁ ଲାଗି ଥିବା ୫ଟି ପଞ୍ଚାୟତର ଅଧିବାସୀ। ମରିବୁ ପଛେ ଇଞ୍ଚେ ଜମି ଦେବୁ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ଅଞ୍ଚଳବାସୀ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#MineExpansion #AdivasiProtest #Rajgangpur #Sundargarh #LandRights #RoadBlockade #MiningRow #PublicProtest #OdishaReporter
Доступные форматы для скачивания:
Скачать видео mp4
-
Информация по загрузке: