Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ମୃତ୍ୟୁ ମୁହଁରୁ ଫେରିଲି! 😭 ରକ୍ତ ଅଭାବରୁ ଅପରେସନ୍ ଟଳିଗଲା, ପ୍ରଭୁ ଜଗନ୍ନାଥ ହେଲେ ସାହା 🙏 | Jay Jagannath TV

Автор: JAY JAGANNATH TV

Загружено: 2026-01-16

Просмотров: 1548

Описание:

ଜୟ ଜଗନ୍ନାଥ! 🙏
"ଭକ୍ତଙ୍କ ଅନୁଭୂତି" କାର୍ଯ୍ୟକ୍ରମର ଆଜିର (୧୭ ଜାନୁୟାରୀ ୨୦୨୬) ଏହି ଅଧ୍ୟାୟରେ ଶୁଣନ୍ତୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ସତ୍ୟ ଘଟଣା। ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଶରୀରରୁ ପ୍ରଚୁର ରକ୍ତସ୍ରାବ ହେବା ଫଳରେ ଅପରେସନ୍ କରିବା ଅସମ୍ଭବ ହୋଇପଡ଼ିଥିଲା। ଡାକ୍ତରମାନେ ବଞ୍ଚିବାର ଆଶା ସଂପୂର୍ଣ୍ଣ ଛାଡ଼ି ଦେଇଥିଲେ।
କିନ୍ତୁ ଯେଉଁଠି ମଣିଷର ଚେଷ୍ଟା ଶେଷ ହୁଏ, ସେଠାରୁ କାଳିଆ ସାଆନ୍ତଙ୍କ ଲୀଳା ଆରମ୍ଭ ହୁଏ। ଭକ୍ତର ଆକୁଳ ପ୍ରାର୍ଥନା ଶୁଣି ପ୍ରଭୁ କିପରି ସେହି ସଙ୍କଟ ସମୟରେ ରକ୍ଷା କଲେ ଏବଂ ଏକ ନୂଆ ଜୀବନ ଦେଲେ, ସେହି ଦିବ୍ୟ ଅନୁଭୂତି ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
🎬 ପ୍ରୋଗ୍ରାମ: ଭକ୍ତଙ୍କ ଅନୁଭୂତି (Bhaktanka Anubhuti)
Please Like, Share and Subscribe to Jay Jagannath TV! 🔔
ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ପ୍ରତିଦିନ ମହାପ୍ରଭୁଙ୍କ ମହିମା ଶୁଣନ୍ତୁ।
#JayJagannathTV #BhaktankaAnubhuti #JagannathMiracle #OdiaDevotional #AccidentMiracle #HealthMiracle #JagannathLila #FaithInGod #Odisha #Puri #SpiritualExperience #JagannathBhajan #2026JagannathAnubhuti

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ମୃତ୍ୟୁ ମୁହଁରୁ ଫେରିଲି! 😭 ରକ୍ତ ଅଭାବରୁ ଅପରେସନ୍ ଟଳିଗଲା, ପ୍ରଭୁ ଜଗନ୍ନାଥ ହେଲେ ସାହା 🙏 | Jay Jagannath TV

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ВЫ ДОЛЖНЫ УСПЕТЬ ДО ЗАВТРА! 7 важнейших действий перед ПЕРВЫМ НОВОЛУНИЕМ ГОДА 17-18 ЯНВАРЯ 2026!

ВЫ ДОЛЖНЫ УСПЕТЬ ДО ЗАВТРА! 7 важнейших действий перед ПЕРВЫМ НОВОЛУНИЕМ ГОДА 17-18 ЯНВАРЯ 2026!

ଶିବ ଚତୁର୍ଦ୍ଦଶୀ ବ୍ରତ କାହିଁକି କରାଯାଏ ? Jay Jagannth Tv

ଶିବ ଚତୁର୍ଦ୍ଦଶୀ ବ୍ରତ କାହିଁକି କରାଯାଏ ? Jay Jagannth Tv

ସ୍ୱାମୀଙ୍କୁ ନିଶା ଦେଇ ସବୁ ଲୁଟିନେଲେ, ମିଳୁନଥିଲା ଖୋଜଖବର; ଶେଷରେ ମହାପ୍ରଭୁ ହିଁ ବାଟ ଦେଖାଇଲେ

ସ୍ୱାମୀଙ୍କୁ ନିଶା ଦେଇ ସବୁ ଲୁଟିନେଲେ, ମିଳୁନଥିଲା ଖୋଜଖବର; ଶେଷରେ ମହାପ୍ରଭୁ ହିଁ ବାଟ ଦେଖାଇଲେ

Sampurna Laxmi 2025 - Season 5 - Reality Show - Full Episode -41- Srikant Goutam,Jeena,Lipsha - S.TV

Sampurna Laxmi 2025 - Season 5 - Reality Show - Full Episode -41- Srikant Goutam,Jeena,Lipsha - S.TV

Bhikari Bal || Jagannath Bhajan

Bhikari Bal || Jagannath Bhajan

Семя, Которое Содержит В 10 РАЗ БОЛЬШЕ КОЛЛАГЕНА,

Семя, Которое Содержит В 10 РАЗ БОЛЬШЕ КОЛЛАГЕНА,

କଳ୍ପବଟର ମହିମା ଓ ପ୍ରଭୁଙ୍କ ଚମତ୍କାର! 🙏 ଶୂନ୍ୟ କୋଳ ପୂର୍ଣ୍ଣ କଲେ କାଳିଆ ସାଆନ୍ତ | Jay Jagannath TV

କଳ୍ପବଟର ମହିମା ଓ ପ୍ରଭୁଙ୍କ ଚମତ୍କାର! 🙏 ଶୂନ୍ୟ କୋଳ ପୂର୍ଣ୍ଣ କଲେ କାଳିଆ ସାଆନ୍ତ | Jay Jagannath TV

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

Bhajana Antaskhyari Season - 4|Full Episode | Ep 104| Odia Bhajans by Popular Singers|Prarthana Life

Bhajana Antaskhyari Season - 4|Full Episode | Ep 104| Odia Bhajans by Popular Singers|Prarthana Life

Jagannath Temple Live Dwara Fitta Ritual Darshan In Puri Dham 🛑 Dt:18 Jan 2026

Jagannath Temple Live Dwara Fitta Ritual Darshan In Puri Dham 🛑 Dt:18 Jan 2026

ମହାପ୍ରଭୁଙ୍କୁକଥାଦେଇଥିଲି,ପୁଅ ବୋହୁଙ୍କୁନେଇଆଜିଆସିଲି,ପ୍ରଭୁଙ୍କ କୃପା ଭିକ୍ଷା କଲି,ନମିତା ମ୍ୟାଡମଙ୍କ ହୃଦୟରକଥା..

ମହାପ୍ରଭୁଙ୍କୁକଥାଦେଇଥିଲି,ପୁଅ ବୋହୁଙ୍କୁନେଇଆଜିଆସିଲି,ପ୍ରଭୁଙ୍କ କୃପା ଭିକ୍ଷା କଲି,ନମିତା ମ୍ୟାଡମଙ୍କ ହୃଦୟରକଥା..

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

Digital Jejema | Full Episode 6 | MSRA | Krishna Rout | 11th Jan 2026 @5:30pm  | Tarang Tv

Digital Jejema | Full Episode 6 | MSRA | Krishna Rout | 11th Jan 2026 @5:30pm | Tarang Tv

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର କରୁଣ କାହାଣୀ: ଯେତେବେଳେ ଡାକ୍ତର ବି ଫେରେଇ ଦେଲେ! Jay Jagannath TV

ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର କରୁଣ କାହାଣୀ: ଯେତେବେଳେ ଡାକ୍ତର ବି ଫେରେଇ ଦେଲେ! Jay Jagannath TV

କାର୍ଗିଲ ଯୁଦ୍ଧରେ ପ୍ରଭୁଙ୍କ ଚମତ୍କାର! 🙏 ମୃତ୍ୟୁ ମୁଖରୁ ଫେରିବା କାହାଣୀ | Jay Jagannath TV

କାର୍ଗିଲ ଯୁଦ୍ଧରେ ପ୍ରଭୁଙ୍କ ଚମତ୍କାର! 🙏 ମୃତ୍ୟୁ ମୁଖରୁ ଫେରିବା କାହାଣୀ | Jay Jagannath TV

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

ଦୁଃଖ ଶୁଣିବ କି ନାହିଁ ମଣିମା ... ଦୁଃଖି ଡାକେ ସିଂହ ଦ୍ଵାରେ | Anubhutire Shree Jagannatha | Jaga Katha

ଦୁଃଖ ଶୁଣିବ କି ନାହିଁ ମଣିମା ... ଦୁଃଖି ଡାକେ ସିଂହ ଦ୍ଵାରେ | Anubhutire Shree Jagannatha | Jaga Katha

Maa Jhadi Diye Jete Deha Dhuli - Jukebox | Best of Sonu Nigam | Odia Sri Jagannath Bhajan Hits

Maa Jhadi Diye Jete Deha Dhuli - Jukebox | Best of Sonu Nigam | Odia Sri Jagannath Bhajan Hits

ହନୁମାନ କିପରି ଦୂର କଲେ ଶନିଙ୍କ ଯନ୍ତ୍ରଣା ? Jay Jagannath TV

ହନୁମାନ କିପରି ଦୂର କଲେ ଶନିଙ୍କ ଯନ୍ତ୍ରଣା ? Jay Jagannath TV

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com