Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଆଜି(18-jan)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ

Автор: JAY JAGANNATH TV

Загружено: 2026-01-17

Просмотров: 1905

Описание:

✨ ଶ୍ରୀ ପତିତପାବନଙ୍କ ଧୂପଆଳତୀର ଦିବ୍ୟ ଦର୍ଶନ ✨

✨ ଆଜି (18-jan -2026) – ଶ୍ରୀ ପତିତପାବନଙ୍କ ଧୂପଆଳତୀର ଦିବ୍ୟ ମୁହୂର୍ତ୍ତ ✨
ଶ୍ରୀମନ୍ଦିର, ପୁରୀର ପବିତ୍ର ଧୂପଆଳତୀ ଅବସରରେ ପ୍ରଭୁ ପତିତପାବନଙ୍କ ଦର୍ଶନ।
ଭକ୍ତମାନଙ୍କ ପାଇଁ ଏହି ମାଙ୍ଗଳିକ ମୁହୂର୍ତ୍ତ ଆଣେ ଶାନ୍ତି, ଆଶୀର୍ବାଦ ଓ ମଙ୍ଗଳ।

📺 ଦେଖନ୍ତୁ Jay Jagannath TV – ଆପଣଙ୍କ ଭକ୍ତିର ସହଚର
🙏 ଜୟ ଜଗନ୍ନାଥ | ଜୟ ଶ୍ରୀପତିତପାବନ

#DhupaAlati #PatitapabanaDhupaAlati #JayJagannathTV #OdiaBhakti #JagannathCulture #NamitaAgrawal #SitaramAgrawal #SidharthUtsav #SidharthTV


"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ଆଜି(18-jan)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ସନ୍ଧ୍ୟା ଆଳତୀ ଦର୍ଶନ (18-jan) | Sandhya Alati LIVE Darshan - Jagannath Temple | Jay Jagannath TV

ସନ୍ଧ୍ୟା ଆଳତୀ ଦର୍ଶନ (18-jan) | Sandhya Alati LIVE Darshan - Jagannath Temple | Jay Jagannath TV

ଶ୍ରୀମଦ ଭାଗବତ  କଥାମୃତ ମହୋତ୍ସବ 
,ଜିରାବାଡ଼ି, Day-01

ଶ୍ରୀମଦ ଭାଗବତ କଥାମୃତ ମହୋତ୍ସବ ,ଜିରାବାଡ଼ି, Day-01

କାଳିଆ ଦୁଆରେ ଭକ୍ତର ଗୁହାରି: ଧନ ନୁହେଁ କି ଜନ ନୁହେଁ, କେବଳ ଟିକେ ଭକ୍ତି ଦିଅ Jay Jagannath TV

କାଳିଆ ଦୁଆରେ ଭକ୍ତର ଗୁହାରି: ଧନ ନୁହେଁ କି ଜନ ନୁହେଁ, କେବଳ ଟିକେ ଭକ୍ତି ଦିଅ Jay Jagannath TV

Radhe Radhe Japa Karo | Radhe Krishna Bhajan | Radha Chanting |

Radhe Radhe Japa Karo | Radhe Krishna Bhajan | Radha Chanting |

Patakalagi Darshan(18-Jan)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Patakalagi Darshan(18-Jan)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

September 19, 2025

September 19, 2025

ମହାପ୍ରଭୁଙ୍କ ରକ୍ଷା ସ୍ତୋତ୍ରଂ | ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ | Jagannath Raksha Stotra | NiladriBije

ମହାପ୍ରଭୁଙ୍କ ରକ୍ଷା ସ୍ତୋତ୍ରଂ | ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ | Jagannath Raksha Stotra | NiladriBije

ଆଜି(18-jan)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

ଆଜି(18-jan)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

PANCHAMUKHI HANUMANA II ପଞ୍ଚମୁଖୀ ହନୁମାନ ମହିମା II Hanuman Bhajan II Shyam Vision

PANCHAMUKHI HANUMANA II ପଞ୍ଚମୁଖୀ ହନୁମାନ ମହିମା II Hanuman Bhajan II Shyam Vision

ମଙ୍ଗଳ ଆଳତୀ ଦର୍ଶନ (18-jan) | Today's Live Mangala Alati - Puri Jagannath Temple | Jay Jagannath Tv

ମଙ୍ଗଳ ଆଳତୀ ଦର୍ଶନ (18-jan) | Today's Live Mangala Alati - Puri Jagannath Temple | Jay Jagannath Tv

Padie Sata: Six-Year-Old Spiritual Prodigy Bhagabat Das Brahmachari Visit Puri for Jagannath Darshan

Padie Sata: Six-Year-Old Spiritual Prodigy Bhagabat Das Brahmachari Visit Puri for Jagannath Darshan

🔴 Live Darshan of Ujjain Mahakal Temple - महाकाल उज्जैन मंदिर के लाइव दर्शन

🔴 Live Darshan of Ujjain Mahakal Temple - महाकाल उज्जैन मंदिर के लाइव दर्शन

ତ୍ରିବେଣୀ ଅମାବାସ୍ୟାରେ ପତକାଲାଗି ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୁଏ (18-Jan)PATAKALAGI

ତ୍ରିବେଣୀ ଅମାବାସ୍ୟାରେ ପତକାଲାଗି ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୁଏ (18-Jan)PATAKALAGI

Shyama Aan Baso | श्यामा आन बसों वृन्दावन मे | Shyama Aan Baso Vrindavan Mein | Radha Krishna Bhajan

Shyama Aan Baso | श्यामा आन बसों वृन्दावन मे | Shyama Aan Baso Vrindavan Mein | Radha Krishna Bhajan

Jay Jagannath 🙏🙏🙏# jay jagannath mahaprabhu # ମୋତେ ସୁଜଗ ଦେଲେ କିଛି  ସମୟ ମୋର ଅନୁଭୂତି କହିବାକୁ#youtubes#

Jay Jagannath 🙏🙏🙏# jay jagannath mahaprabhu # ମୋତେ ସୁଜଗ ଦେଲେ କିଛି ସମୟ ମୋର ଅନୁଭୂତି କହିବାକୁ#youtubes#

Sri Jagannatha Rakhyamam Trahimam | ଶ୍ରୀ ଜଗନ୍ନାଥ ରକ୍ଷମାମ୍ | Namita Agrawal | Jagannath Raksha Stotra

Sri Jagannatha Rakhyamam Trahimam | ଶ୍ରୀ ଜଗନ୍ନାଥ ରକ୍ଷମାମ୍ | Namita Agrawal | Jagannath Raksha Stotra

ଦୁର୍ଘଟଣା ପରେ ପ୍ରଭୁଙ୍କୁ ଡାକିଲି! 😭 କାଳିଆ ସାଆନ୍ତ କିପରି ଶୁଣିଲେ ଗୁହାରି ଶୁଣନ୍ତୁ | Jay Jagannath TV

ଦୁର୍ଘଟଣା ପରେ ପ୍ରଭୁଙ୍କୁ ଡାକିଲି! 😭 କାଳିଆ ସାଆନ୍ତ କିପରି ଶୁଣିଲେ ଗୁହାରି ଶୁଣନ୍ତୁ | Jay Jagannath TV

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com