Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

କ୍ୟାନସରକୁ କାଳିଆ କେମିତି ଭଲ କରେ.ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

Автор: Divya Kathamrita (ଦିବ୍ୟ କଥାମୃତ)

Загружено: 2025-12-27

Просмотров: 3445

Описание:

ପ୍ରଥମ ଥର ପାଇଁ ଲାଇଭ ଭିଡ଼ିଓ ମହାପ୍ରଭୁ କେମିତି ମୃତ୍ୟରୁ ବଞ୍ଚାନ୍ତି!!|| ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

||Dr. Srikanta Parija

Rabindra Narayan Mishra

OFFICIAL CHANNEL OF-
Sri Rabindra Narayan Mishra (former Administrator of Shree Jagannath Temple Puri) |
Watch and share divya kathamrita with your family and friend

"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥
(ଏକାଦଶ ସ୍କନ୍ଧ
,ଏକବିଂଶ ଅଧ୍ୟାୟ,ଭାଗବତ)

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।।

ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।

🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻

(ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। )

ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର
ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ

#jagannath
#RabindraNarayanMishra
#odisha
#ଜଗନ୍ନାଥ
#paradeep
#gangamata
#ODISHA365
#BhaktiSamarpan
#SrikhetraDarshan
#MeeraJhanjaaTales
Dr Bibudharanjan
#Dr Bibudharanjan#
#Dr Bibudha ranjan#
#dr bibudharanjan#
#dr bibudha ranjan#

@ODISHA 365
@Bhakti Samarpan
@Srikhetra Darshan
@Meera Jhanjaa Tales

କ୍ୟାନସରକୁ କାଳିଆ କେମିତି ଭଲ କରେ.ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଆମେରିକା-ପ୍ରଫେସର ସେନ - ମହାପ୍ରଭୁ.. ଡ଼ଃ.ଶ୍ରୀକାନ୍ତ ପରିଜା ||Dr. Srikanta Parija

ଆମେରିକା-ପ୍ରଫେସର ସେନ - ମହାପ୍ରଭୁ.. ଡ଼ଃ.ଶ୍ରୀକାନ୍ତ ପରିଜା ||Dr. Srikanta Parija

ଜ୍ଞାନର ସଂଜ୍ଞା ବୁଝାଇଲେ ସ୍ୱାମୀଜୀ ; ଅତୀତକୁ ମନେପକାଇଲେ ଆମକୁ କଣ ମିଳିବ ?| Conclave | Jagaran | News Room

ଜ୍ଞାନର ସଂଜ୍ଞା ବୁଝାଇଲେ ସ୍ୱାମୀଜୀ ; ଅତୀତକୁ ମନେପକାଇଲେ ଆମକୁ କଣ ମିଳିବ ?| Conclave | Jagaran | News Room

ସବୁ ଜାଣି ପାରନ୍ତି ଜଗନ୍ନାଥ (318)

ସବୁ ଜାଣି ପାରନ୍ତି ଜଗନ୍ନାଥ (318)

ପ୍ରଥମ ଥର ପାଇଁ ଲାଇଭ ଭିଡ଼ିଓ ମହାପ୍ରଭୁ କେମିତି ମୃତ୍ୟରୁ ବଞ୍ଚାନ୍ତି|ଡ଼ଃ. ଶ୍ରୀକାନ୍ତ ପରିଜା|Dr. Srikanta Parija

ପ୍ରଥମ ଥର ପାଇଁ ଲାଇଭ ଭିଡ଼ିଓ ମହାପ୍ରଭୁ କେମିତି ମୃତ୍ୟରୁ ବଞ୍ଚାନ୍ତି|ଡ଼ଃ. ଶ୍ରୀକାନ୍ତ ପରିଜା|Dr. Srikanta Parija

ଘୁମୁସର ସନା ମହାକୁଢର କାଳିଆ ଦିଅଁ.ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ଘୁମୁସର ସନା ମହାକୁଢର କାଳିଆ ଦିଅଁ.ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ପଣସ ଚୋରୀ କଲେ ମହାପ୍ରଭୁ ଜଗନ୍ନାଥ⭕❗⭕

ପଣସ ଚୋରୀ କଲେ ମହାପ୍ରଭୁ ଜଗନ୍ନାଥ⭕❗⭕

Exclusive: ମୋ ସାମନାରେ ଲୋକମାନେ ଶୀତ ଓ ପାଣିରେ ମରୁଥିଲେ. people Died due to cold Right Before My Eyes

Exclusive: ମୋ ସାମନାରେ ଲୋକମାନେ ଶୀତ ଓ ପାଣିରେ ମରୁଥିଲେ. people Died due to cold Right Before My Eyes

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଜନ୍ମ ରହସ୍ୟ.ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଜନ୍ମ ରହସ୍ୟ.ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

3 ଟାରୁ 5 ଟା ଭିତରେ ନିଦ ଭାଙ୍ଗିବା ବେଳେ।। Odia moral Story 2025||

3 ଟାରୁ 5 ଟା ଭିତରେ ନିଦ ଭାଙ୍ଗିବା ବେଳେ।। Odia moral Story 2025||

ତନ୍ତ୍ର ସାଧିକା ଜ୍ଞାନ ଦେଇ ମାଲୁଣୀ (330)ଡକ୍ଟର ବିବୁଧରଞ୍ଜନ

ତନ୍ତ୍ର ସାଧିକା ଜ୍ଞାନ ଦେଇ ମାଲୁଣୀ (330)ଡକ୍ଟର ବିବୁଧରଞ୍ଜନ

ମୃତ୍ୟୁ ପରେ ଆତ୍ମା କାହିଁକି ୧ ଘଣ୍ଟା ଶ୍ମଶାନରେ ରହେ?ଜାଣନ୍ତୁ ଗରୁଡ଼ ପୁରାଣର ଭୟଙ୍କର ସତ୍ୟ! | Garuda Purana Odia

ମୃତ୍ୟୁ ପରେ ଆତ୍ମା କାହିଁକି ୧ ଘଣ୍ଟା ଶ୍ମଶାନରେ ରହେ?ଜାଣନ୍ତୁ ଗରୁଡ଼ ପୁରାଣର ଭୟଙ୍କର ସତ୍ୟ! | Garuda Purana Odia

ଶ୍ରୀମନ୍ଦିରରେ କଣ ଦେଖି ନାସ୍ତିକରୁ ହେଲେ ଆସ୍ତିକ | Jagannath Mahima | Shakti Shankar Mishra | Odisha 365

ଶ୍ରୀମନ୍ଦିରରେ କଣ ଦେଖି ନାସ୍ତିକରୁ ହେଲେ ଆସ୍ତିକ | Jagannath Mahima | Shakti Shankar Mishra | Odisha 365

ତୁହି ବିଗାଡେ, ତୁହି ସମ୍ଭାରେ (326)ଡକ୍ଟର ବିବୁଧରଞ୍ଜନ

ତୁହି ବିଗାଡେ, ତୁହି ସମ୍ଭାରେ (326)ଡକ୍ଟର ବିବୁଧରଞ୍ଜନ

ଭଗବାନ ବିଷ୍ଣୁ କୁହନ୍ତି ପ୍ରତିଦିନ ଘରେ ଝାଡୁ କରୁଥିଲେ କେଉଁ ପାପ ଲାଗେ TRB facts #odia #mythology

ଭଗବାନ ବିଷ୍ଣୁ କୁହନ୍ତି ପ୍ରତିଦିନ ଘରେ ଝାଡୁ କରୁଥିଲେ କେଉଁ ପାପ ଲାଗେ TRB facts #odia #mythology

ମଣିଷ ମଲା ପରେ ରାମ ନାମ ସତ୍ୟ ହେ କାହିଁକି  ll odia prabachan  ll  birendra panda

ମଣିଷ ମଲା ପରେ ରାମ ନାମ ସତ୍ୟ ହେ କାହିଁକି ll odia prabachan ll birendra panda

ଜଗନ୍ନାଥଙ୍କ ଲୀଳା, ରହସ୍ୟ ଓ ଅନୁଭବ — ସେବାୟତଙ୍କ ମୁଖରୁ I ସେବାୟତ ରାମନାଥ ଗୁରୁ I Shree Mandira | Odisha Talks

ଜଗନ୍ନାଥଙ୍କ ଲୀଳା, ରହସ୍ୟ ଓ ଅନୁଭବ — ସେବାୟତଙ୍କ ମୁଖରୁ I ସେବାୟତ ରାମନାଥ ଗୁରୁ I Shree Mandira | Odisha Talks

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

ଜଗା ଟାଣିନେଲା ଡାକ୍ତର ଖାନା।।lord jagannatha story odia।।Bhakta Pain Bhagabana

ଜଗା ଟାଣିନେଲା ଡାକ୍ତର ଖାନା।।lord jagannatha story odia।।Bhakta Pain Bhagabana

ବାବାମାନେ ବିବାଦୀୟ କାହିଁକି ? | EP -74 | Podcast With Spiritual Guru Baba Balia

ବାବାମାନେ ବିବାଦୀୟ କାହିଁକି ? | EP -74 | Podcast With Spiritual Guru Baba Balia

ଭକ୍ତ ଙ୍କ ହାତରୁ ଏତେ ମହାପ୍ରଭୁ ଖାଇଲେ ଜେ ଝୁମ୍ପା ବୁଲିଗଲା |

ଭକ୍ତ ଙ୍କ ହାତରୁ ଏତେ ମହାପ୍ରଭୁ ଖାଇଲେ ଜେ ଝୁମ୍ପା ବୁଲିଗଲା |

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com