Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଆଜି (11-dec) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୩୯ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

Автор: JAY JAGANNATH TV

Загружено: 2025-12-10

Просмотров: 6692

Описание:

✨ ଆଜିର ଦ୍ୱାରଫିଟା ନୀତି (11-dec-2025) ✨

ପୁରୀ ଶ୍ରୀମନ୍ଦିରରେ ଆଜି ପ୍ରାତଃ ୫ଟା ୩୯ ମିନିଟ୍ ରେ ଦ୍ୱାରଫିଟା ସମ୍ପନ୍ନ ହେଲା ।
ଭକ୍ତମାନଙ୍କ ପାଇଁ ଏହା ହେଉଛି ପ୍ରଭୁଙ୍କ ଦିବ୍ୟ ଦର୍ଶନର ଆରମ୍ଭ ।
ଦ୍ୱାରଫିଟା ଦର୍ଶନ ମାଧ୍ୟମରେ ମିଳେ ଭକ୍ତି, ଶାନ୍ତି ଓ ଦିନ ହୁଏ ଶୁଭମୟ ।

🔔 ଆଜିର ଦିନକୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହିତ ଆରମ୍ଭ କରନ୍ତୁ ।
📺 Jay Jagannath TV – ଆପଣଙ୍କ ଘରେ ଶ୍ରୀମନ୍ଦିରର ଦର୍ଶନ ।
🙏 ଜୟ ଜଗନ୍ନାଥ

#DwaraPhitaNiti #jayjagannathtv #SidharthTV #jagannath #jagannatha #jagannathtemple #Dwaraphitai #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork

"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ :

🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ
ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ |
ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

#jayjagannathtv #jayjagannathpuri #jayjagannathtvlive

📡 Watch “JAY JAGANNATH TV” on DTH:
=========================================
Tata Play - 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=========================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayJagannathTV
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ଆଜି (11-dec) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୩୯ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଆଜି (14-dec) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୪୩ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଆଜି (14-dec) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୪୩ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଆଜି (14-dec) ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | Jay Jagannth Tv

ଆଜି (14-dec) ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | Jay Jagannth Tv

सहस्रनाम - भगवान कृष्ण का सबसे प्रसिद्ध पाठ

सहस्रनाम - भगवान कृष्ण का सबसे प्रसिद्ध पाठ

LIVE | ଶ୍ରୀ ଜଗନ୍ନାଥ ଧାମରୁ ସିଧାପ୍ରସାରଣ | Shree Jagannath Dham

LIVE | ଶ୍ରୀ ଜଗନ୍ନାଥ ଧାମରୁ ସିଧାପ୍ରସାରଣ | Shree Jagannath Dham

ଆଜି ଶନିବାରରେ ଏହି ଚମତ୍କାରୀ ସୁନ୍ଦରାକାଣ୍ଡ ପାଠ ମାତ୍ର ୧୧  ମିନିଟ୍ ମୋବାଇଲରେ ଚଲେଇ ରଖିଦିଅନ୍ତୁ l Sundarakanda

ଆଜି ଶନିବାରରେ ଏହି ଚମତ୍କାରୀ ସୁନ୍ଦରାକାଣ୍ଡ ପାଠ ମାତ୍ର ୧୧ ମିନିଟ୍ ମୋବାଇଲରେ ଚଲେଇ ରଖିଦିଅନ୍ତୁ l Sundarakanda

SBI Announces New FD Rates // Nobel laureate Narges Arrested

SBI Announces New FD Rates // Nobel laureate Narges Arrested

ପତକାଲାଗି ଦର୍ଶନ କଲେ ଯମ ଦଣ୍ଡରୁ ମୁକ୍ତି ମିଳେ | 11-Dec-PATAKALAGI | JAY JAGANNATH TV

ପତକାଲାଗି ଦର୍ଶନ କଲେ ଯମ ଦଣ୍ଡରୁ ମୁକ୍ତି ମିଳେ | 11-Dec-PATAKALAGI | JAY JAGANNATH TV

5 супов, которые омолаживают организм изнутри: советы врача

5 супов, которые омолаживают организм изнутри: советы врача

ଶ୍ରୀହରି-ଲକ୍ଷ୍ମୀଙ୍କ ପ୍ରାଚୀନ ସ୍ତୋତ୍ର | In Praise of Lakshmi-Narayana | Hymns of the Sacred Union

ଶ୍ରୀହରି-ଲକ୍ଷ୍ମୀଙ୍କ ପ୍ରାଚୀନ ସ୍ତୋତ୍ର | In Praise of Lakshmi-Narayana | Hymns of the Sacred Union

ଆଜି(14-dec)କାକୁଡି ଖାଇଙ୍କ ମଙ୍ଗଳ ଆଳତୀ ଦର୍ଶନ | Jay Jagannath TV

ଆଜି(14-dec)କାକୁଡି ଖାଇଙ୍କ ମଙ୍ଗଳ ଆଳତୀ ଦର୍ଶନ | Jay Jagannath TV

He Jagannatha Swami - ହେ ଜଗନ୍ନାଥ ସ୍ୱାମୀ | New Odia Jagannatha Bhajan | Namita Agrawal | Sidharth Mus

He Jagannatha Swami - ହେ ଜଗନ୍ନାଥ ସ୍ୱାମୀ | New Odia Jagannatha Bhajan | Namita Agrawal | Sidharth Mus

श्री हनुमान चालीसा 🌺🙏 Shree Hanuman Chalisa Original Video 🙏🌺 Gulshan Kumar Hariharan Full HD

श्री हनुमान चालीसा 🌺🙏 Shree Hanuman Chalisa Original Video 🙏🌺 Gulshan Kumar Hariharan Full HD

Просыпаетесь между 3 и 5 утра? Сделайте ЭТИ 5 вещей | Еврейская Мудрость

Просыпаетесь между 3 и 5 утра? Сделайте ЭТИ 5 вещей | Еврейская Мудрость

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

ଛୋଟ ପୁଅର ହାର୍ଟ ସମସ୍ୟା 💔 ଦୁଇଥର ଅପରେସନ ପରେ ଆଉଥରେ ଦେହ ଖରାପ— ଭକ୍ତି ଓ ପ୍ରଭୁଙ୍କ ଚମତ୍କାର 🙏

ଛୋଟ ପୁଅର ହାର୍ଟ ସମସ୍ୟା 💔 ଦୁଇଥର ଅପରେସନ ପରେ ଆଉଥରେ ଦେହ ଖରାପ— ଭକ୍ତି ଓ ପ୍ରଭୁଙ୍କ ଚମତ୍କାର 🙏

🙏 Sri Hanuman Chalisa New | ଶ୍ରୀ ହନୁମାନ ଚାଳିଶା | By Sourav Bharadwaj 🙏 |

🙏 Sri Hanuman Chalisa New | ଶ୍ରୀ ହନୁମାନ ଚାଳିଶା | By Sourav Bharadwaj 🙏 |

Jagannath Aarti | Sri Jagannath Morning Aarti | ଶ୍ରୀ ଜଗନ୍ନାଥ ଆରତୀ | Jagannath Mantra | Music World

Jagannath Aarti | Sri Jagannath Morning Aarti | ଶ୍ରୀ ଜଗନ୍ନାଥ ଆରତୀ | Jagannath Mantra | Music World

Не сахар виноват: от чего на самом деле развивается диабет 2 типа

Не сахар виноват: от чего на самом деле развивается диабет 2 типа

Kemiti Asile Prabhu Jagannatha - ଶ୍ରୀଜଗନ୍ନାଥଙ୍କ କଥା | କେମିତି ଆସିଲେ ପ୍ରଭୁ ଜଗନ୍ନାଥ | Namita Agrawal

Kemiti Asile Prabhu Jagannatha - ଶ୍ରୀଜଗନ୍ନାଥଙ୍କ କଥା | କେମିତି ଆସିଲେ ପ୍ରଭୁ ଜଗନ୍ନାଥ | Namita Agrawal

Shri-Jagannth-Moring-Aroti. Shri-Jagannth-Moring-Aroti.  ଜଗତର-ନାଥ- ଜଗନ୍ନାଥଙ୍କର -ସକାଳ-ଭଜନ

Shri-Jagannth-Moring-Aroti. Shri-Jagannth-Moring-Aroti. ଜଗତର-ନାଥ- ଜଗନ୍ନାଥଙ୍କର -ସକାଳ-ଭଜନ

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]