Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଆଜି(20-Jan)ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | 1st Morning Darshan from Puri | Jay Jagannth Tv

Автор: JAY JAGANNATH TV

Загружено: 2026-01-19

Просмотров: 1240

Описание:

🕉️ ସକାଳର ପବିତ୍ର ଆରମ୍ଭ
ଆଜି (20-jan) ବ୍ରାହ୍ମମୁହୂର୍ତ୍ତ ରେ ଶ୍ରୀଜୀଉଙ୍କ ପବିତ୍ର ଦର୍ଶନ

✨ ଦିବସର ପ୍ରଥମ ଆଶୀର୍ବାଦ
🌸 ବ୍ରାହ୍ମମୁହୂର୍ତ୍ତର ପୁଣ୍ୟ ସମୟ
🏛️ ପୁରୀ ଶ୍ରୀମନ୍ଦିରର ସିଧା ଦର୍ଶନ
🙏 ଶ୍ରୀଜଗନ୍ନାଥଙ୍କ କୃପାରାଶି
☀️ ସୂର୍ଯ୍ୟୋଦୟ ପୂର୍ବର ପବିତ୍ର ମୁହୂର୍ତ୍ତ
🎥 LIVE FROM SRI MANDIR, PURI

🔔 ଆଜିର ଦିନକୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହିତ ଆରମ୍ଭ କରନ୍ତୁ
ଘରେ ବସି ଦେଖନ୍ତୁ ପୁରୀ ଶ୍ରୀମନ୍ଦିରର ପବିତ୍ର ପରିବେଶ
📺 ଜୟ ଜଗନ୍ନାଥ ଟିଭି – ଓଡ଼ିଶାର ଭକ୍ତିମୟ ପରିବାର

#bramhamuhurta #srimandira #jayjagannathtv #jagannath #jagannatha #jagannathtemple #Dwaraphitai #JagannathCulture #NamitaAgrawal #SitaramAgrawal #SidharthTV #SidharthUtsav #SidharthGold #SidharthMusic #sidharthnetwork


"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ଆଜି(20-Jan)ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | 1st Morning Darshan from Puri  | Jay Jagannth Tv

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

🔴Jay Jagannath Tv Live from Puri Dham JAY JAGANNATH TV Channel 🔴 LIVE Jagannath Darshan from Puri

🔴Jay Jagannath Tv Live from Puri Dham JAY JAGANNATH TV Channel 🔴 LIVE Jagannath Darshan from Puri

Adharam Madhuram Lofi Krishna Bhajan Bhakti Song Bhajan Song  Madhurashtakam

Adharam Madhuram Lofi Krishna Bhajan Bhakti Song Bhajan Song Madhurashtakam

মায়াপুরে দীক্ষা মহোৎসব | ৬০০ ভক্তকে দীক্ষা প্রদান | শ্রী শ্রীমৎ গৌরাঙ্গ প্রেম স্বামী গুরু মহারাজ |

মায়াপুরে দীক্ষা মহোৎসব | ৬০০ ভক্তকে দীক্ষা প্রদান | শ্রী শ্রীমৎ গৌরাঙ্গ প্রেম স্বামী গুরু মহারাজ |

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଏକାଦଶ ସ୍କନ୍ଧର ୨୦ମ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଏକାଦଶ ସ୍କନ୍ଧର ୨୦ମ ଅଧ୍ୟାୟ | Jay Jagannath TV

ତିନୋଟି ଝିଅ ପରେ ପ୍ରଭୁଙ୍କୁ ପୁଅ ମାଗିଲି 🙏 ଲୋକନାଥଙ୍କ ପାଖରେ ମିଳିଲା ଦେବବାଣୀ Jay Jagannath TV

ତିନୋଟି ଝିଅ ପରେ ପ୍ରଭୁଙ୍କୁ ପୁଅ ମାଗିଲି 🙏 ଲୋକନାଥଙ୍କ ପାଖରେ ମିଳିଲା ଦେବବାଣୀ Jay Jagannath TV

Krishna Bhajan~ Hare Krishna Hare Rama Mantra | Hare Krishna Hare Krishna, Krishna Krishna Hare Hare

Krishna Bhajan~ Hare Krishna Hare Rama Mantra | Hare Krishna Hare Krishna, Krishna Krishna Hare Hare

Maa Jhadi Diye Jete Deha Dhuli - Jukebox | Best of Sonu Nigam | Odia Sri Jagannath Bhajan Hits

Maa Jhadi Diye Jete Deha Dhuli - Jukebox | Best of Sonu Nigam | Odia Sri Jagannath Bhajan Hits

Mangal Arati Sri Dham Mayapur (January 20, 2026)

Mangal Arati Sri Dham Mayapur (January 20, 2026)

श्री कृष्णा गोविन्द हरे मुरारी - भजन | Shri Krishna Govind Hare Murari | Krishan Bhajan 2026

श्री कृष्णा गोविन्द हरे मुरारी - भजन | Shri Krishna Govind Hare Murari | Krishan Bhajan 2026

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ପ୍ରଥମ ସ୍କନ୍ଧର ୧୫ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ପ୍ରଥମ ସ୍କନ୍ଧର ୧୫ ଅଧ୍ୟାୟ | Jay Jagannath TV

Jaga Re (ଜଗା ରେ)| Studio Version | Odia Jagannath Bhajan | Sourav Bharadwaj | Aruna Muzik Odia

Jaga Re (ଜଗା ରେ)| Studio Version | Odia Jagannath Bhajan | Sourav Bharadwaj | Aruna Muzik Odia

Mind Relaxing - Shri Krishna Govind Hare Murari | Krishan Bhajan 2026 श्री कृष्ण गोविंद हरे मुरारी

Mind Relaxing - Shri Krishna Govind Hare Murari | Krishan Bhajan 2026 श्री कृष्ण गोविंद हरे मुरारी

🔴Jay Jagannath Tv Live 1 from Puri Dham | ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସିଧାପ୍ରସାରଣ | Jay Jagannath Tv

🔴Jay Jagannath Tv Live 1 from Puri Dham | ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସିଧାପ୍ରସାରଣ | Jay Jagannath Tv

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

Bhikari Bal || Jagannath Bhajan

Bhikari Bal || Jagannath Bhajan

ଶ୍ରୀଜଗନ୍ନାଥ ପୁରୀକୁ ଆସିଲେ କେମିତି ? Lord Jagannath Temple Puri Odisha Mystery | Jagannath Temple Story

ଶ୍ରୀଜଗନ୍ନାଥ ପୁରୀକୁ ଆସିଲେ କେମିତି ? Lord Jagannath Temple Puri Odisha Mystery | Jagannath Temple Story

ଜଣେ ବୃନ୍ଦାବନ ଭକ୍ତର କାହାଣୀ || ସତ୍ୟାନନ୍ଦ ଦାସ || WC BHAKTI

ଜଣେ ବୃନ୍ଦାବନ ଭକ୍ତର କାହାଣୀ || ସତ୍ୟାନନ୍ଦ ଦାସ || WC BHAKTI

Shree Jagannathnka Sohala Naama - Odia Jagannatha Bhajan | Soumyashree Acharya | MBNAH 1 WINNER

Shree Jagannathnka Sohala Naama - Odia Jagannatha Bhajan | Soumyashree Acharya | MBNAH 1 WINNER

ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ

ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com