DHIRAPATANA RAMALILA ... ODIA MODERN RAMA NATAKA DHIRAPATANA
Автор: Odia Gourab
Загружено: 2024-03-10
Просмотров: 1233
ଓଁ ଶ୍ରୀ ଶ୍ରୀ ରଘୁନାଥ ଜୀୟୁ ନାଟ୍ୟ ସସଂଦ ଧୀରପାଟଣା, ଢେଙ୍କାନାଳ
ମୁଁ ସତ୍ୟଜିତ୍
ଏହି ଚ୍ୟାନେଲ୍ ରେ କେବଳ ରାମ ନାଟକ ପ୍ରସାରିତ ହେବ
ସେଥିପାଇଁ ଏହି ଚ୍ୟାନେଲ ନାମ (ଓଡ଼ିଆ ମର୍ଡନ ରାମ ନାଟକ) ରଖାଯାଇଛି କାହିଁକି ନା ସେତେବେଳେ ଯେଉଁ ରାମ ନାଟକ ଅନୁଷ୍ଠିତ ହେଉଥିଲା ଏବେ ସେଇ ରାମ ନାଟକ ନୂଆ ରଙ୍ଗ, ଢଙ୍ଗ ନୂଆ ରୂପ ରେ ଏବଂ ମର୍ଡ଼ନଭାବେ ଆରମ୍ଭ ହୋଇଛି
ଯେଉଁମାନେ ମୋ VIDEO ଦେଖୁଛନ୍ତି ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ କାହିଁକି ନା ଆପଣ ସମୟ ବାହାର କରି ଆମ VIDEO ଦେଖିଥିବାରୁ ଏବଂ ବହୁ ମାତ୍ରରେ ଭଲପାଇବା ଦଉଥିବାରୁ
ଭଲ ଲାଗିଲେ like, share, comment & subscribe କରିଵେ. please
ଏହି ଲିଙ୍କ୍ ଆମ YOUTUBE ର ଚ୍ୟାନେଲ୍ NATAKhttps://youtube.com/@OdiamodernRamana...
ଯେଉଁ ମାନେ ମୋ VIDEO ଦେଖୁଛନ୍ତି
ସୀତା ରାମ ତାଙ୍କୁ ସବୁବେଳେ ଖୁସି ରଖନ୍ତୁ
ସମସ୍ତେ କୁହନ୍ତୁ ଯେ
🙏ଜୟ ସୀତା ରାମ🙏
PLEASE TRY
Доступные форматы для скачивания:
Скачать видео mp4
-
Информация по загрузке: