Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ସ୍ଵର୍ଗଦ୍ୱାର ପାଖ ମହୋଦଧିରେ ମହାପ୍ରଭୁ କଲେ ଚମତ୍କାର || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija

Автор: Divya Kathamrita (ଦିବ୍ୟ କଥାମୃତ)

Загружено: 2025-05-10

Просмотров: 3855

Описание:

ସ୍ଵର୍ଗଦ୍ୱାର ପାଖ ମହୋଦଧିରେ ମହାପ୍ରଭୁ କଲେ ଚମତ୍କାର ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
Rabindra Narayan Mishra

OFFICIAL CHANNEL OF-
Sri Rabindra Narayan Mishra (former Administrator of Shree Jagannath Temple Puri) |
Watch and share divya kathamrita with your family and friend

"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥
(ଏକାଦଶ ସ୍କନ୍ଧ
,ଏକବିଂଶ ଅଧ୍ୟାୟ,ଭାଗବତ)

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।।

ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।

🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻

(ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। )

ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର
ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ

#jagannath
#RabindraNarayanMishra
#odisha
#ଜଗନ୍ନାଥ
#paradeep
#gangamata
#ODISHA365
#BhaktiSamarpan
#SrikhetraDarshan
#MeeraJhanjaaTales
Dr Bibudharanjan
#Dr Bibudharanjan#
#Dr Bibudha ranjan#
#dr bibudharanjan#
#dr bibudha ranjan#

@ODISHA 365
@Bhakti Samarpan
@Srikhetra Darshan
@Meera Jhanjaa Tales

ସ୍ଵର୍ଗଦ୍ୱାର ପାଖ ମହୋଦଧିରେ ମହାପ୍ରଭୁ କଲେ ଚମତ୍କାର || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଘଟିଲା ଚମତ୍କାର ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଚକାଆଖିରେ ଧାର ଧାର ଲୁହ ବୋହିଲା|| ଡ଼ଃ. ଶ୍ରୀକାନ୍ତ ପରିଜା Dr.Parija

ଭୁତିଆ ରେଲୱେ ଷ୍ଟେସନ (298)ଡକ୍ଟର ବିବୁଧରଞ୍ଜନ

ଇଷ୍ଟବାର୍ତ୍ତା ପ୍ର:ସ: ସହିଷ୍ଣୁତାର ଅର୍ଥ ପଳାୟନ ନୁହଁ -  ପ୍ରେମର ସହିତ ଆଳିଙ୍ଗନ

ଇନ୍ଦିପୁରର କୁମାରେଶ୍ୱର ମନ୍ଦିର ; ଯେଉଁଠି କୁମାରୀ ହୋଇଯାଇଥିଲେ କୁମାର ! | Kumareswar Temple |Biswas Abiswas..

ଶିବ ପୁରାଣ ପଞ୍ଚମ ଖଣ୍ଡ ll Shiba Purana Panchama Khanda Trutiya Bhaga ll Sasmita Padhi

ଗୁରୁଙ୍କୁ କେନ୍ଦ୍ର କରିଚାଲିଲେ ଅକାଳ ମୃତ୍ୟୁ ମଧ୍ୟ ଟଳିଯାଏ।।#satsang#ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର।।

ଶ୍ରୀ ଜଗନ୍ନାଥ,ଶରଣାବିନ୍ଦ ଓଝା ଓ ଗୋଟେ ଟଙ୍କା..||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ମହାପ୍ରଭୁ ମତେ ମାରି ଦିଅନ୍ତୁ | Jagannath Mahima | Shakti Shankar Mishra | Odisha 365

ଭାବ ବନ୍ଧନ | BHABA BANDHANA | EPISODE-43 | ଆମିଷ ଖାଇ ପହଣ୍ଡି କଲେ - ଜଗନ୍ନାଥ ଦଣ୍ଡ ଦେଲେ

Exclusive Interview With Puri Sebayata Ram Chandra DasMohapara || Puri ||OR

ଶ୍ରୀ ଜଗନ୍ନାଥ ଧାମର ପତିତପାବନ ବାନାଉଡ଼ିଲା ଅମରନାଥରେ || ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ସ୍ନାନ ପୂ୍ଣ୍ଣିମାରେ ଶ୍ରୀମନ୍ଦିରରେ ଘଟିଲା ଚମତ୍କାର .. ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

Со 2 по 5 ноября 2025 - Свадьба Туласи и Господа Вишну. Праздник Туласи-Шалаграма Виваха.

ମହାରାଷ୍ଟ୍ରର କୁନିଝିଅ ପାଇଁ ଶ୍ରୀମନ୍ଦିରରେ ହେଲା ଚମତ୍କାର ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ମହାପ୍ରଭୁଙ୍କ ଉପରେ ଦୃଢ଼ ବିଶ୍ୱାସ ଥିଲେ ସବୁ ସମ୍ଭବ | Jagannath Mahima | Shakti Shankar Mishra | Odisha 365

2006ରେ ବାପା ମାଆ ଆଉ ସ୍ତ୍ରୀକୁ ବ୍ରେନ ମେଲେରିଆ 1ବର୍ଷର ପୁଅ ତା ଦେହ ପୁରା ଖରାପ,ଶୁଣନ୍ତୁ ଭକ୍ତଙ୍କ ଭିନ୍ନ ଅନୁଭୂତି

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

ରଥଯାତ୍ରା ନଡ଼ିଆ ସେବା || କିଏ ଏ ରୁଷିଆର ଭକ୍ତ ଯାହା ପାଇଁ ଶ୍ରୀମନ୍ଦିରର ପଶ୍ଚିମ ଦ୍ଵାର ପାଖରେ ଘଟିଲା ଅଲୌକିକ ଘଟଣା

ବିଶ୍ଵାସ ହେଉନାହିଁ ରାସ୍ତା ଉପରେ ଆଣ୍ଠୁଏ ପାଣି ହଠାତ୍ ଦୁଇଫାଳ ହୋଇଗଲା। Jayjagannath । Anubhutirey jagannath

Malika Devotee On 7 days and Night Dark | Malika Future Prediction | Satya Bhanja

© 2025 dtub. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]