Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ମଙ୍ଗଳ ଆଳତୀ ଦର୍ଶନ (14-dec) | Today's Live Mangala Alati - Puri Jagannath Temple | Jay Jagannath Tv

Автор: JAY JAGANNATH TV

Загружено: 2025-12-13

Просмотров: 11005

Описание:

🙏 ଆଜି ମଙ୍ଗଳ ଆଳତୀ – ପୁରୀ ଶ୍ରୀମନ୍ଦିର (14-dec-2025) 🙏

ଆଜି ପୁରୀ ଶ୍ରୀମନ୍ଦିରରେ ପ୍ରାତଃ ୬ଟା ୪୭ ମିନିଟ୍ ରେ ମଙ୍ଗଳ ଆଳତୀ ସମ୍ପନ୍ନ ହେଲା।
ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ଲାଗି ଏହି ମୁହୂର୍ତ୍ତ ଅପେକ୍ଷା କରନ୍ତି।
ପ୍ରଭୁ ଜଗନ୍ନାଥଙ୍କୁ ପ୍ରଭାତରେ ଅର୍ପଣ କରାଯାଇଥିବା ଏହି ପବିତ୍ର ଆଳତୀ, ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି, ସକାଳର ପ୍ରେରଣା ଓ ଆଶୀର୍ବାଦ।

"ମଙ୍ଗଳ ଆଳତୀର ଏହି ପବିତ୍ର ମୁହୂର୍ତ୍ତରେ ଶ୍ରୀଜଗନ୍ନାଥଙ୍କ କୃପା ଆମ ସମସ୍ତଙ୍କ ଉପରେ ବର୍ଷିତ ହେଉ"

📺 ଦେଖନ୍ତୁ Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ
🙏 ଜୟ ଜଗନ୍ନାଥ | ଜୟ ଶ୍ରୀପତିତପାବନ 🙏

#mangalaalati #patitapaban_arati #jayjagannathtv #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthTV #SidharthGold #SidharthMusic #SidharthNetwork



"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ :

🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ
ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ |
ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

#jayjagannathtv #jayjagannathpuri #jayjagannathtvlive

📡 Watch “JAY JAGANNATH TV” on DTH:
=========================================
Tata Play - 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=========================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayJagannathTV
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ମଙ୍ଗଳ ଆଳତୀ ଦର୍ଶନ (14-dec) | Today's Live Mangala Alati - Puri Jagannath Temple | Jay Jagannath Tv

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଆଜି(14-dec)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv

ଆଜି(14-dec)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv

ଦରମା ନେବେନି ନବୀନ | Naveen Patnaik Declines Odisha MLA Salary Hike | CM Mohan Majhi | Odia News

ଦରମା ନେବେନି ନବୀନ | Naveen Patnaik Declines Odisha MLA Salary Hike | CM Mohan Majhi | Odia News

ଓଡ଼ିଆରେ ଭାଗବତ ଚିନ୍ତାରେ ଜଗନ୍ନାଥ | Jagannath Das | Bhakta Charitamruta 7 | Dr. Ashutosh Prasad Mishra

ଓଡ଼ିଆରେ ଭାଗବତ ଚିନ୍ତାରେ ଜଗନ୍ନାଥ | Jagannath Das | Bhakta Charitamruta 7 | Dr. Ashutosh Prasad Mishra

ବାହାଘର ପରେ ପ୍ରଥମ ଥର ବଡ଼ ଖୁଲାସା କଲେ Suman Saplin | NewsDesk Interview | Podcast With Manas Dash

ବାହାଘର ପରେ ପ୍ରଥମ ଥର ବଡ଼ ଖୁଲାସା କଲେ Suman Saplin | NewsDesk Interview | Podcast With Manas Dash

Sri Jagannath Morning Aarti | ଶ୍ରୀ ଜଗନ୍ନାଥ ଆରତୀ | Namita Agrawal & Subash Dash | Sidharth Bhakti

Sri Jagannath Morning Aarti | ଶ୍ରୀ ଜଗନ୍ନାଥ ଆରତୀ | Namita Agrawal & Subash Dash | Sidharth Bhakti

SBI Announces New FD Rates // Nobel laureate Narges Arrested

SBI Announces New FD Rates // Nobel laureate Narges Arrested

ଆଜି (14-dec) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV

ଆଜି (14-dec) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV

#Ganesh Mantra 108 Times - Om Gan Ganpataye Namo Namah | गणेश मंत्र - ओम गण गणपते नमो नमः

#Ganesh Mantra 108 Times - Om Gan Ganpataye Namo Namah | गणेश मंत्र - ओम गण गणपते नमो नमः

ଭାବ ବନ୍ଧନ | BHABA BANDHANA | ଭାବ ବନ୍ଧନରେ ବନ୍ଧା, ମୋ କଳା ଠାକୁର

ଭାବ ବନ୍ଧନ | BHABA BANDHANA | ଭାବ ବନ୍ଧନରେ ବନ୍ଧା, ମୋ କଳା ଠାକୁର

ହେଉନଥିଲାପିଲାଛୁଆପ୍ରଭୁଙ୍କୁଡାକିଅପେକ୍ଷାକଲି୪ବର୍ଷ,ପ୍ରଭୁଶୁଣିଲେଡାକ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

ହେଉନଥିଲାପିଲାଛୁଆପ୍ରଭୁଙ୍କୁଡାକିଅପେକ୍ଷାକଲି୪ବର୍ଷ,ପ୍ରଭୁଶୁଣିଲେଡାକ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

ଆଜି (14-dec) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୪୩ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଆଜି (14-dec) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୪୩ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

ସାବଧାନ କରେଇଲେ ବଡ଼ ଡାକ୍ତର...  | EP - 134 | Podcast With Dr. Ashutosh Mohapatra

ସାବଧାନ କରେଇଲେ ବଡ଼ ଡାକ୍ତର... | EP - 134 | Podcast With Dr. Ashutosh Mohapatra

Aarti Darshan Salangpur Date :14-12-2025

Aarti Darshan Salangpur Date :14-12-2025

ମହାପ୍ରଭୁ ନଡାକିଲେ ମୁଁ ଶ୍ରୀମନ୍ଦିର ଯାଏନି ! ମହାପ୍ରଭୁ ମହିମା | Jay Jagannath | sagar gopabandhu pratihari

ମହାପ୍ରଭୁ ନଡାକିଲେ ମୁଁ ଶ୍ରୀମନ୍ଦିର ଯାଏନି ! ମହାପ୍ରଭୁ ମହିମା | Jay Jagannath | sagar gopabandhu pratihari

ମାଙ୍କ ସାଂଘାତିକ ବୟାନ || ଥର ହର ହେଲାଣି କଳି || Kali Yuga will be a terrible time.

ମାଙ୍କ ସାଂଘାତିକ ବୟାନ || ଥର ହର ହେଲାଣି କଳି || Kali Yuga will be a terrible time.

ଆଜି ରବି ବାରରେ ସୂର୍ଯ୍ୟପୁରାଣ କିଛି ସମୟ ହେଉ ପଛେ ନିଶ୍ଚିତ ଶୁଣନ୍ତୁ ll Surjya Purana Odia ll Surya Purana ll

ଆଜି ରବି ବାରରେ ସୂର୍ଯ୍ୟପୁରାଣ କିଛି ସମୟ ହେଉ ପଛେ ନିଶ୍ଚିତ ଶୁଣନ୍ତୁ ll Surjya Purana Odia ll Surya Purana ll

୨୦୧୪ରେ ସଡକ ଦୁର୍ଘଟଣା ପାଖରେ ନଥାଏ ଟଙ୍କା,ବଞ୍ଚିବାର ନଥାଏ ଆଶା,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

୨୦୧୪ରେ ସଡକ ଦୁର୍ଘଟଣା ପାଖରେ ନଥାଏ ଟଙ୍କା,ବଞ୍ଚିବାର ନଥାଏ ଆଶା,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

Shri Bishnu Sahasranama (Morning Mantra) | ଶ୍ରୀ ବିଷ୍ଣୁ ସହସ୍ରନାମ | Namita Agrawal | Sidharth Music

Shri Bishnu Sahasranama (Morning Mantra) | ଶ୍ରୀ ବିଷ୍ଣୁ ସହସ୍ରନାମ | Namita Agrawal | Sidharth Music

#Ganesh Mantra 108 Times - Om Gan Ganpataye Namo Namah | गणेश मंत्र - ओम गण गणपते नमो नमः

#Ganesh Mantra 108 Times - Om Gan Ganpataye Namo Namah | गणेश मंत्र - ओम गण गणपते नमो नमः

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]