Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ମଙ୍ଗଳ ଆଳତୀ ଦର୍ଶନ (25-dec) | Today's Live Mangala Alati - Puri Jagannath Temple | Jay Jagannath Tv

Автор: JAY JAGANNATH TV

Загружено: 2025-12-24

Просмотров: 12328

Описание:

🙏 ଆଜି ମଙ୍ଗଳ ଆଳତୀ – ପୁରୀ ଶ୍ରୀମନ୍ଦିର (25-dec-2025) 🙏

ଆଜି ପୁରୀ ଶ୍ରୀମନ୍ଦିରରେ ପ୍ରାତଃ ୫ ଟା ୪୯ ମିନିଟ୍ ରେ ମଙ୍ଗଳ ଆଳତୀ ସମ୍ପନ୍ନ ହେଲା।
ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ଲାଗି ଏହି ମୁହୂର୍ତ୍ତ ଅପେକ୍ଷା କରନ୍ତି।
ପ୍ରଭୁ ଜଗନ୍ନାଥଙ୍କୁ ପ୍ରଭାତରେ ଅର୍ପଣ କରାଯାଇଥିବା ଏହି ପବିତ୍ର ଆଳତୀ, ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି, ସକାଳର ପ୍ରେରଣା ଓ ଆଶୀର୍ବାଦ।

"ମଙ୍ଗଳ ଆଳତୀର ଏହି ପବିତ୍ର ମୁହୂର୍ତ୍ତରେ ଶ୍ରୀଜଗନ୍ନାଥଙ୍କ କୃପା ଆମ ସମସ୍ତଙ୍କ ଉପରେ ବର୍ଷିତ ହେଉ"

📺 ଦେଖନ୍ତୁ Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ
🙏 ଜୟ ଜଗନ୍ନାଥ | ଜୟ ଶ୍ରୀପତିତପାବନ 🙏

#mangalaalati #patitapaban_arati #jayjagannathtv #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthTV #SidharthGold #SidharthMusic #SidharthNetwork




"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ :

🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ
ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ |
ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

#jayjagannathtv #jayjagannathpuri ##jayjagannathtvlive #jagannathtemple #jagannathdarshan

📡 Watch “JAY JAGANNATH TV” on DTH:
=========================================
Tata Play - 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=========================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayJagannathTV
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ମଙ୍ଗଳ ଆଳତୀ ଦର୍ଶନ (25-dec) | Today's Live Mangala Alati - Puri Jagannath Temple | Jay Jagannath Tv

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଆଜି(25-dec)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv

ଆଜି(25-dec)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv

ଆଜିର ବେଶ ଶୃଙ୍ଗାର ଓ ମା'ବାଟମଙ୍ଗଳା ଦର୍ଶନ (25.12.2025) | ପୁଷମାସରେ ମହାଲକ୍ଷ୍ମୀ କାହିଁକି ଯାଆନ୍ତି ବାପ ଘରକୁ ?

ଆଜିର ବେଶ ଶୃଙ୍ଗାର ଓ ମା'ବାଟମଙ୍ଗଳା ଦର୍ଶନ (25.12.2025) | ପୁଷମାସରେ ମହାଲକ୍ଷ୍ମୀ କାହିଁକି ଯାଆନ୍ତି ବାପ ଘରକୁ ?

ଆଜି ପବିତ୍ର ପାପାଙ୍କୁଶ ଏକାଦଶୀ ଭଗବାନ ବିଷ୍ଣୁଙ୍କ ମନ୍ତ୍ରକୁ 108 ବାର ଶୁଣନ୍ତୁ। Powerful Vishnu Mantra

ଆଜି ପବିତ୍ର ପାପାଙ୍କୁଶ ଏକାଦଶୀ ଭଗବାନ ବିଷ୍ଣୁଙ୍କ ମନ୍ତ୍ରକୁ 108 ବାର ଶୁଣନ୍ତୁ। Powerful Vishnu Mantra

News Fuse 24 DEC 2025

News Fuse 24 DEC 2025

BHAGYA BHABISHYA | 25th Dec  2025 | Ajira Rashifala | Aries To Pisces| Tarot Card |Today's Horoscope

BHAGYA BHABISHYA | 25th Dec 2025 | Ajira Rashifala | Aries To Pisces| Tarot Card |Today's Horoscope

ଛେଳିକୁ ସମସ୍ତେ ଖାଆନ୍ତି କୁକୁରକୁ କାହିଁକି କେହି ଖାଆନ୍ତିନି ବୀରବଲକୁ ପଚାରିଲେ ଆକବର || Birendra Panda

ଛେଳିକୁ ସମସ୍ତେ ଖାଆନ୍ତି କୁକୁରକୁ କାହିଁକି କେହି ଖାଆନ୍ତିନି ବୀରବଲକୁ ପଚାରିଲେ ଆକବର || Birendra Panda

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ | Siba Nana Superhit Bhajan Jukebox | Odia Bhajans | Odia  Jagannatha Bhajan

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ | Siba Nana Superhit Bhajan Jukebox | Odia Bhajans | Odia Jagannatha Bhajan

ଆଜି (25-dec) ଦ୍ୱାରଫିଟା ନୀତି ପ୍ରାତଃ ୩ ଟା ୩୭ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଆଜି (25-dec) ଦ୍ୱାରଫିଟା ନୀତି ପ୍ରାତଃ ୩ ଟା ୩୭ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

today's morning news odisha/25 december 2025/subhadra yojana online registration/odisha news today

today's morning news odisha/25 december 2025/subhadra yojana online registration/odisha news today

#Ganesh Mantra 108 Times - Om Gan Ganpataye Namo Namah | गणेश मंत्र - ओम गण गणपते नमो नमः

#Ganesh Mantra 108 Times - Om Gan Ganpataye Namo Namah | गणेश मंत्र - ओम गण गणपते नमो नमः

ଜାତକ ଗଣନାକୁ କରିଥିଲି ଅବିଶ୍ୱାସ,ହୋଇଲା ସତ,ଶରଣ ଗଲି ପ୍ରଭୁଙ୍କର,ଶୁଣନ୍ତୁ ତା'ପରେ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

ଜାତକ ଗଣନାକୁ କରିଥିଲି ଅବିଶ୍ୱାସ,ହୋଇଲା ସତ,ଶରଣ ଗଲି ପ୍ରଭୁଙ୍କର,ଶୁଣନ୍ତୁ ତା'ପରେ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

ଆଜି(25-dec)କାକୁଡି ଖାଇଙ୍କ ମଙ୍ଗଳ ଆଳତୀ ଦର୍ଶନ | Jay Jagannath TV

ଆଜି(25-dec)କାକୁଡି ଖାଇଙ୍କ ମଙ୍ଗଳ ଆଳତୀ ଦର୍ଶନ | Jay Jagannath TV

ଜଗନ୍ନାଥ ଙ୍କ ରୋଷେଇ ଘର ର କାହାଣୀ 🙏charan ram das speach

ଜଗନ୍ନାଥ ଙ୍କ ରୋଷେଇ ଘର ର କାହାଣୀ 🙏charan ram das speach

Rashiphala (ରାଶିଫଳ) || 25 December 2025 || କେମିତି କଟିବ ଆଜିର ଦିନ || Kalinga TV

Rashiphala (ରାଶିଫଳ) || 25 December 2025 || କେମିତି କଟିବ ଆଜିର ଦିନ || Kalinga TV

ସେତ ନନ୍ଦରାଜାର ଟିକିପିଲା - Odia Bhajan Jukebox - Best Odia Krushna Bhajans | Ira Mohanty Bhajan Hits

ସେତ ନନ୍ଦରାଜାର ଟିକିପିଲା - Odia Bhajan Jukebox - Best Odia Krushna Bhajans | Ira Mohanty Bhajan Hits

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

7AM Headlines | 25th December 2025 | Odisha TV | OTV

7AM Headlines | 25th December 2025 | Odisha TV | OTV

ॐ कृष्णाय वासुदेवाय हरये परमात्मने - Om Krishnaya Vasudevaya Haraye Paramatmane 108 Times #krishna

ॐ कृष्णाय वासुदेवाय हरये परमात्मने - Om Krishnaya Vasudevaya Haraye Paramatmane 108 Times #krishna

Shri Jagannath Mangal Arati Darshan Puri | Jagannath Arati In Puri | Jagannath Aarti | 25,,Dec-2025

Shri Jagannath Mangal Arati Darshan Puri | Jagannath Arati In Puri | Jagannath Aarti | 25,,Dec-2025

ଗୁରୁବାର ମାଜଣା ନୀତିରେ କେଉଁ ବିଗ୍ରହ ବିଜେ କରନ୍ତି ? Jay Jagannth Tv

ଗୁରୁବାର ମାଜଣା ନୀତିରେ କେଉଁ ବିଗ୍ରହ ବିଜେ କରନ୍ତି ? Jay Jagannth Tv

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]