‘ଚରିତ୍ରହୀନ ଝିଅ ପାଇଁ ମୋ ପୁଅ ଜୀବନ ହାରିଲା’ | Odisha Reporter
Автор: Odisha Reporter
Загружено: 2025-12-01
Просмотров: 1241
#ଚରିତ୍ରହୀନ_ଝିଅ_ପାଇଁ_ମୋ_ପୁଅ_ଜୀବନ_ହାରିଲା’
କିଟରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ସମ୍ପର୍କୀୟ ଆଣିଲେ ସାଂଘାତିକ ଅଭିଯୋଗ, ପୁଅ ଯେଉଁ ଝିଅକୁ ଭଲ ପାଉଥିଲା ତା'ର ଆଉ ୩ଟା ବେୟଫ୍ରେଣ୍ଡ ଥିଲା। ଏକଥା ଜାଣିବା ପରେ ପୁଅର ମା' ବାରଣ କରିଥିଲା କିନ୍ତୁ ପୁଅକୁ ସେ ଝିଅ ଜାଲରେ ପକାଇସାରିଥିଲା। ପରେ ସେ ଝିଅ ବାପାଙ୍କୁ କହି ଗାଳିଗୁଲଜ କରିବାରୁ ପୁଅ ଅବସଦରେ ଆତ୍ମହତ୍ୟା କରିଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #kiit #student #Odisha #Kiituniversityissue #Odisha #OdishaReporter
Доступные форматы для скачивания:
Скачать видео mp4
-
Информация по загрузке: