Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

Patakalagi Darshan(25-Dec)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Автор: JAY JAGANNATH TV

Загружено: 2025-12-25

Просмотров: 5006

Описание:

✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ହଳଦିଆ ରଙ୍ଗର ପତାକାଲାଗି ✨

📅 25-dec -2025– ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଉପରେ ପବିତ୍ର ହଳଦିଆ ରଙ୍ଗର ପତାକା ପରିବର୍ତ୍ତିତ ହେଲା।
🏛️ ଏହି ପତାକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ

📺 ଘରେ ବସି LIVE ଦେଖନ୍ତୁ —
Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ
🙏 ଜୟ ଜଗନ୍ନାଥ

ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି ।

ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ ।

#patakalagidarshan #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork #TodayPatakalagi #dhwajaarohan #banabandha

"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ :

🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ
ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ |
ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

#jayjagannathtv #jayjagannathpuri #jayjagannathtvlive

📡 Watch “JAY JAGANNATH TV” on DTH:
=========================================
Tata Play - 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=========================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayJagannathTV
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Patakalagi Darshan(25-Dec)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

Mangal arati of maha pravu Sri Jagannath Puri 🙏🙏🙏🙏#25May

Mangal arati of maha pravu Sri Jagannath Puri 🙏🙏🙏🙏#25May

କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ ହୃଦୟର କଥା ଓ ଭଜନରେ ବଡଦାଣ୍ଡ ପ୍ରକମ୍ପିତ | Jay Jagannath TV

କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ ହୃଦୟର କଥା ଓ ଭଜନରେ ବଡଦାଣ୍ଡ ପ୍ରକମ୍ପିତ | Jay Jagannath TV

ଆଜି(26-dec) ଦ୍ୱାରଫିଟା ନୀତି ପ୍ରାତଃ ୪ ଟା ୦୭ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଆଜି(26-dec) ଦ୍ୱାରଫିଟା ନୀତି ପ୍ରାତଃ ୪ ଟା ୦୭ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

Правду скрывают, чтобы не вызвать панику. Открытие Петра Гаряева

Правду скрывают, чтобы не вызвать панику. Открытие Петра Гаряева

ଜ-ଗ-ନ୍ନା-ଥ ମାନେ କଣ ଆପଣ ଜାଣନ୍ତି ? Jagannath Mahima | Dr. Ashutosh Prasad Mishra

ଜ-ଗ-ନ୍ନା-ଥ ମାନେ କଣ ଆପଣ ଜାଣନ୍ତି ? Jagannath Mahima | Dr. Ashutosh Prasad Mishra

`ପୂଜାରେ ବସିଥିବା ବେଳେ ଦର୍ଶନ ଦିଅନ୍ତି ଜଗନ୍ନାଥ' | Odisha Reporter

`ପୂଜାରେ ବସିଥିବା ବେଳେ ଦର୍ଶନ ଦିଅନ୍ତି ଜଗନ୍ନାଥ' | Odisha Reporter

आज श्रीमंदिर मुख्य द्वार खुलना (15-dec) सुबह 5:29 बजे पूरा हुआ | Jay Jagannath TV Hindi

आज श्रीमंदिर मुख्य द्वार खुलना (15-dec) सुबह 5:29 बजे पूरा हुआ | Jay Jagannath TV Hindi

ମୋ ଲାଇଫ ସହ କମେଡି କରିଦେଲା ଗୁଲୁଆ ! How comedian Barsha & Gulua happy Married life ended explained wife

ମୋ ଲାଇଫ ସହ କମେଡି କରିଦେଲା ଗୁଲୁଆ ! How comedian Barsha & Gulua happy Married life ended explained wife

See before 1 January 2026 | Best Krishna Motivational Speech Odia | Binayak TV

See before 1 January 2026 | Best Krishna Motivational Speech Odia | Binayak TV

ଆଜି(26-Dec)ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | 1st Morning Darshan from Puri  | Jay Jagannth Tv

ଆଜି(26-Dec)ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | 1st Morning Darshan from Puri | Jay Jagannth Tv

ପତକାଲାଗି ଦର୍ଶନରେ କେଉଁ ଦିବ୍ୟ ଶକ୍ତି ଅନୁଭବ ହୁଏ ? (25-Dec)PATAKALAGI | JAY JAGANNATH TV

ପତକାଲାଗି ଦର୍ଶନରେ କେଉଁ ଦିବ୍ୟ ଶକ୍ତି ଅନୁଭବ ହୁଏ ? (25-Dec)PATAKALAGI | JAY JAGANNATH TV

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

India Successfully Tests K 4 Missile | A Strong Message to the World

India Successfully Tests K 4 Missile | A Strong Message to the World

ЭТИ 5 СУПОВ ИСЦЕЛЯЮТ ОРГАНИЗМ ИЗНУТРИ: СОВЕТЫ НАТАЛЬИ БЕХТЕРЕВОЙ

ЭТИ 5 СУПОВ ИСЦЕЛЯЮТ ОРГАНИЗМ ИЗНУТРИ: СОВЕТЫ НАТАЛЬИ БЕХТЕРЕВОЙ

ଛେଳିକୁ ସମସ୍ତେ ଖାଆନ୍ତି କୁକୁରକୁ କାହିଁକି କେହି ଖାଆନ୍ତିନି ବୀରବଲକୁ ପଚାରିଲେ ଆକବର || Birendra Panda

ଛେଳିକୁ ସମସ୍ତେ ଖାଆନ୍ତି କୁକୁରକୁ କାହିଁକି କେହି ଖାଆନ୍ତିନି ବୀରବଲକୁ ପଚାରିଲେ ଆକବର || Birendra Panda

Sampurna Laxmi 2025 - Season 5 - Reality Show - Full Episode -29- Srikant Goutam,Jeena,Lipsha - S.TV

Sampurna Laxmi 2025 - Season 5 - Reality Show - Full Episode -29- Srikant Goutam,Jeena,Lipsha - S.TV

ଜୀବନର ଶେଷ ସମୟରେ ମହାପ୍ରଭୁଙ୍କ ଲୀଳା | Jagannath Mahima | Dr. Ashutosh Prasad Mishra | Hrudananda Ray

ଜୀବନର ଶେଷ ସମୟରେ ମହାପ୍ରଭୁଙ୍କ ଲୀଳା | Jagannath Mahima | Dr. Ashutosh Prasad Mishra | Hrudananda Ray

Jagannatha Dhama Eka Aei Puri - Jagannatha Bhajan - Namita Agrawal | ଜଗନ୍ନାଥ ଧାମ ଏକା ଏଇ ପୁରୀ

Jagannatha Dhama Eka Aei Puri - Jagannatha Bhajan - Namita Agrawal | ଜଗନ୍ନାଥ ଧାମ ଏକା ଏଇ ପୁରୀ

ЧТО ПИТЬ, Чтобы Быстро Улучшить Кровообращение В Ногах? После 60! Доктор Мясников

ЧТО ПИТЬ, Чтобы Быстро Улучшить Кровообращение В Ногах? После 60! Доктор Мясников

Bhagabata Tungi - EP - 961 | ଯୁଧିଷ୍ଠିର ନାରଦ ସମ୍ବାଦ  | Baba Satyananda Das | Sidharth Utsav

Bhagabata Tungi - EP - 961 | ଯୁଧିଷ୍ଠିର ନାରଦ ସମ୍ବାଦ | Baba Satyananda Das | Sidharth Utsav

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]