Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଈଶ୍ୱରଙ୍କ ଇଚ୍ଛା ଜାଣିବା ||ପରମେଶ୍ୱର ଆମ ଠାରୁ କଣ ଇଚ୍ଛା କରନ୍ତି ||Odia Bible Message by-Bro-Bijay sabar

Автор: Mu Utama Mesa Palaka

Загружено: 2026-01-08

Просмотров: 253

Описание:

You tube channel -Mu Utama Mesa Palaka

Topic -ଈଶ୍ୱରଙ୍କ ଇଛା ଜାଣିବା
Message by-Bro-Bijay sabar
Poster Design-Sangram Paricha
===========0=============
ବିଷୟ-ଈଶ୍ୱରଙ୍କ ଇଚ୍ଛା ଜାଣିବା
================0======

କିଏ ଜଣେ ପ୍ରଭୁଙ୍କ ଦାସ କହନ୍ତି -
ଖ୍ରୀଷ୍ଟିୟାନ କାହାକୁ କୁହାଯାଏ?
👇
ଯେ, ନିଜ ଜୀବନ ଓ ଜୀବନର ସମସ୍ତ କାର୍ଯ୍ୟ ପାଇଁ ନିଜ ଇଛାକୁ ଈଶ୍ୱରଙ୍କ ଇଛା ନିକଟରେ ଯେ ସମର୍ପଣ କରେ ସେ 'ଖ୍ରୀଷ୍ଟି୍ୟାନ '

ବାକ୍ୟ କହେ -ଏବ୍ରୀ ୧୦-୭ ପଦରେ
ଈଶ୍ୱରଙ୍କ ଇଛା ସାଧନ କରିବାକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ

ପିତା ଜଗତରେ ଯେ ଯେ କର୍ମ କରିବାକୁ ଯୀଶୁଙ୍କୁ ଦେଇଥିଲେ ସେ ତାହା ସମାପ୍ତ କଲେ -ଯୋହନ -୧୭-୪ ପଦ ଅନୁସାରେ

ଠିକ ସେହିପରି ପ୍ରଭୁଙ୍କର ପ୍ରିୟ ଲୋକ ମାନେ ଈଶ୍ୱର ଆମ ଜୀବନ ପାଇଁ କି ଯୋଜନା ସ୍ଥିର କରିଛନ୍ତି ତାହା ଜାଣିବାକୁ ଆପଣଙ୍କର ଓ ମୋର ଦାୟିତ୍ୱ

୧. ବିଷୟ -ଏପିସିୟ-୨-୧୦ ପଦ ଅନୁସାରେ
👇
ସମସ୍ତ ସତକର୍ଯ୍ୟ କରନ୍ତୁ ବୋଲି ପ୍ରଭୁ ଆପଣଙ୍କ ଠାରୁ ଓ ମୁଁ ଠାରୁ ସେ ଇଛା କରୁଛନ୍ତି /ତା ପୂର୍ବରୁ ପ୍ରଭୁ ଆପଣଙ୍କ ପାଇଁ ମୁଁ ପାଇଁ ଆୟୋଜନ କରିଥିଲେ

୨. ବିଷୟ -ଏବ୍ରୀ -୧୨-୧ ପଦ ଅନୁସାରେ
👇
ସିଦ୍ଧି ଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେବା ଏହା ଈଶ୍ୱର ଆପଣଙ୍କ ଠାରୁ ମୁଁ ଠାରୁ ସେ ଇଛା କରୁଛନ୍ତି

ସାଧୁ ପାଉଲ କହନ୍ତି -
୨ୟ ତିମତୀ-୪-୭
👇
 ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି;

ପ୍ରଭୁଙ୍କ ଲୋକ ମାନେ ବାକ୍ୟ କହେ ପ୍ରେରିତ ୨୨-୧୪ ପଦ ଅନୁସାରେ - ଈଶ୍ୱରଙ୍କ ଇଛା ଜାଣିବାକୁ ଓ ସେ ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବାକୁ ଓ ତାହାଙ୍କ ମୁଖରୁ ବାକ୍ୟ ଶୁଣିବାକୁ ମୋତେ ଓ ଆପଣ ମାନଙ୍କୁ ପ୍ରଭୁ ମନୋନୀତ କରିଅଛନ୍ତି

ଯଦି ଆମେ ଏହି ସମସ୍ତ ବିଷୟରେ ଇଛୁକ ହେବା ତେବେ ପରମେଶ୍ୱର କହନ୍ତି ଗୀତ -୩୨-୮
👇
 ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି;
ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି।
ବାକ୍ୟ କହେ ପ୍ରଭୁଙ୍କର ଲୋକ ମାନେ -ଗୀତ -୩୭-୨୩
👇
ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରକୃତ ହୁଏ
ଜିଶାଇୟ -୫୮-୧୧-ପଦ ଅନୁସାରେ
👇
ସଦାପ୍ରଭୁ ନିତ୍ୟ ତାହାଙ୍କ ପଥରେ ଆମ୍ଭ ମାନଙ୍କୁ କଡେଇ ନେବେ ଓ ଆପଣଙ୍କ ପ୍ରାଣ ଓ ମୋର ପ୍ରାଣ ତୃପ୍ତ କରିବେ ଆମ୍ଭ ମାନଙ୍କ ଅସ୍ତି ସବୁ ସବଳ କରିବେ

ବାକ୍ୟ କହେ -ଯିଶାଇୟ -୩୦-୨୧
👇
ସଦାପ୍ରଭୁ ବାକ୍ୟ ଦେଇ ତାଙ୍କ ଆତ୍ମାଙ୍କ ଦ୍ୱାରା ଆମ୍ଭ ମାନଙ୍କୁ ବଡ଼ାଇ ନେବେ
ସାଧୁ ପାଉଲ କହନ୍ତି -ରୋମୀୟ -୧୨-୨
👇
ଈଶ୍ୱରଙ୍କ ଇଛା କଣ ଏହା ପରୀକ୍ଷା କରି ଜାଣି ପାର

କେତୁଟି ବିଷୟ ଦେଖିବା ପ୍ରଭୁ ଆପଣଙ୍କ ଠାରେ ଓ ମୁଁ ଠାରେ କଣ ଇଛା କରନ୍ତି?
-----------------------------------------------------------------------------
୧. ୧.ଥେସଲନିକୀୟ-୪-୩-ତୁମ୍ଭେମାନେ ଯେପରି ପବିତ୍ର ହୁଅ ଏହାହିଁ ଈଶ୍ୱରଙ୍କ ଇଛା
୨.୧. ଥେସଲ ନିକୀୟ-୫-୧୮-ସବୁ ଅବସ୍ଥାରେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ଏହା ଈଶ୍ୱର ଇଛା କରନ୍ତି
୩. ୧. ପିତର-୨-୧୫-ଉତ୍ତମ କାର୍ଯ୍ୟ କରିବାକୁ କରିବାକୁ ସର୍ବଦା ପ୍ରଭୁଙ୍କର ଇଛା
୪. ଗୀତ -୩୭-୪-ତାଙ୍କ ଇଚ୍ଛା ଜାଣିବାକୁ ଆଗ୍ରହୀ ହେବା
୫. ରୋମୀୟ -୧୨-୨-ଜଗତ ଓ ଏହାର ପାପରୁ ପୃଥକ ରହିବାକୁ ଈଶ୍ୱର ଇଛା କରନ୍ତି
==================0=====================


My Video Link
👇

୧. ପରିପକ୍ୱ ବିଶ୍ୱାସୀ ଓ ଅପରିପକ୍ଵ ବିଶ୍ୱାସୀ
   • ପରିପକ୍ୱ ବିଶ୍ୱାସୀ ଓ ଅପରିପକ୍ଵ ବିଶ୍ୱାସୀ ର ପାର...  

୨.ମନୁଷ୍ୟ ଦୃଷ୍ଟିରେ ଯାହା ଅସମ୍ଭବ ଈଶ୍ୱରଙ୍କ ଦୃଷ୍ଟିରେ ସମ୍ଭବ
   • ମନୁଷ୍ୟ ଦୃଷ୍ଟିରେ ଯାହା ଅସମ୍ଭବ ତାହା ଈଶ୍ୱରଙ୍କ ...  

୩.ବାଧ୍ୟତା ସିଦ୍ଧାନ୍ତ ଗୁଡ଼ିକ ଆମେ କିପରି ପ୍ରୟୋଗ କରିବା
   • ବାଧ୍ୟତା ସିଦ୍ଧାନ୍ତ ଗୁଡ଼ିକୁ ଆମେ କିପରି ପ୍ରୟୋଗ...  

୪.ମଣ୍ଡଳୀରେ ୫ଟି ବିଷୟ ଥିବା ଆବଶ୍ୟକ
   • ମଣ୍ଡଳୀରେ ୫ଟି ବିଷୟ ଥିବା ଆବଶ୍ୟକ  ||Odia Chri...  

୫. ଖ୍ରୀଷ୍ଟଙ୍କ ମନ ପରି ଆମେ କିପରି ପ୍ରାପ୍ତ ହେବା
   • ଖ୍ରୀଷ୍ଟଙ୍କ ମନ ପରି ଆମେ କିପରି ପ୍ରାପ୍ତ ହେବା |...  

୬. ୫ଟି ଚିକଣ ପଥର
   • ୫ଟି ଚିକଣ ପଥର|| ଏହାର ଆତ୍ମିକ ଅର୍ଥ କଣ||odia C...  

୭.   • ପରମେଶ୍ୱର କାହିଁକି ଆମ୍ଭ ମାନଙ୍କୁ ଜୀବିତ ରଖିଅଛନ...  
ପରମେଶ୍ୱର କାହିଁକି ଆମକୁ ଜୀବିତ ରଖିଛନ୍ତି

୮.   / __ସଜମରୀରୁଉଛ  
ଖ୍ରୀଷ୍ଟଙ୍କ ଆଜ୍ଞା ସମୂହ

#Bijayasabar
#bijaysabar
#odiachristianmessage
#Bible message
#Jeetulimamessage
#Niranjanturukmessage
#Kishordigalmessage
#Upendraparichamessage
#bibleviralmessage
#OdiaBiblemessage
##muutamamesapalaka
#bibleshortvideo

ଈଶ୍ୱରଙ୍କ ଇଚ୍ଛା ଜାଣିବା ||ପରମେଶ୍ୱର ଆମ ଠାରୁ କଣ ଇଚ୍ଛା କରନ୍ତି ||Odia Bible Message by-Bro-Bijay sabar

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଆମେ କିପରି ନୂତନ ଜୀବନରେ ବୃଦ୍ଧି ପାଇବା ||Odia Bible Message by-Bro. Bijay sabar

ଆମେ କିପରି ନୂତନ ଜୀବନରେ ବୃଦ୍ଧି ପାଇବା ||Odia Bible Message by-Bro. Bijay sabar

⚡️ США объявили войну ЕС || РФ экстренно стягивает войска

⚡️ США объявили войну ЕС || РФ экстренно стягивает войска

କାହିଁକି ପରମେଶ୍ୱରଙ୍କୁ ପ୍ରଶଂସା କରିବା ||Odia christian message by Bro. Bijay sabar

କାହିଁକି ପରମେଶ୍ୱରଙ୍କୁ ପ୍ରଶଂସା କରିବା ||Odia christian message by Bro. Bijay sabar

ЧТО ПИТЬ, Чтобы Быстро Улучшить Кровообращение В Ногах? После 60! Доктор Мясников

ЧТО ПИТЬ, Чтобы Быстро Улучшить Кровообращение В Ногах? После 60! Доктор Мясников

Как сделать идеальные лады? Мой проверенный способ / Perfect Fretwork: My Step-by-Step Approach

Как сделать идеальные лады? Мой проверенный способ / Perfect Fretwork: My Step-by-Step Approach

Prière du SOIR - Pour une Nuit Paisible et Bénie par Dieu

Prière du SOIR - Pour une Nuit Paisible et Bénie par Dieu

ଖ୍ରୀଷ୍ଟଙ୍କ ଆଜ୍ଞା ସମୂହ ||ନବ ବର୍ଷରେ ଆମ ଜୀବନ କିପରି ବିତାଇବା ||Christian odia mesaage by -Bijay sabar

ଖ୍ରୀଷ୍ଟଙ୍କ ଆଜ୍ଞା ସମୂହ ||ନବ ବର୍ଷରେ ଆମ ଜୀବନ କିପରି ବିତାଇବା ||Christian odia mesaage by -Bijay sabar

ବାଧ୍ୟତା ସିଦ୍ଧାନ୍ତ ଗୁଡ଼ିକୁ ଆମେ କିପରି ପ୍ରୟୋଗ କରିବା ||Odia Christian Message by -Bijay sabar

ବାଧ୍ୟତା ସିଦ୍ଧାନ୍ତ ଗୁଡ଼ିକୁ ଆମେ କିପରି ପ୍ରୟୋଗ କରିବା ||Odia Christian Message by -Bijay sabar

7 РЕАЛЬНЫХ ДОКАЗАТЕЛЬСТВ, которые ПОДТВЕРЖДАЮТ, что Иисус Действительно Существовал | Х.Х. Бенитес

7 РЕАЛЬНЫХ ДОКАЗАТЕЛЬСТВ, которые ПОДТВЕРЖДАЮТ, что Иисус Действительно Существовал | Х.Х. Бенитес

Dimanche 18.01.2025 L'Appel de la Croix: L'autorité spirituelle ou la force charnelle (Gérard GAU)

Dimanche 18.01.2025 L'Appel de la Croix: L'autorité spirituelle ou la force charnelle (Gérard GAU)

Поговорим про продажи. Почему хорошие работы не продаются и что с этим делать?

Поговорим про продажи. Почему хорошие работы не продаются и что с этим делать?

#680 Trump uderza w Europę. Unia wstrzyma umowę. Rada Pokoju. YahooN protestuje, Ofensywa na Raqqę

#680 Trump uderza w Europę. Unia wstrzyma umowę. Rada Pokoju. YahooN protestuje, Ofensywa na Raqqę

ଯୀଶୁଙ୍କ ମନ ପରି ଆମେ କେଉଁ କାର୍ଯ୍ୟ କରିବା ଦ୍ୱାରା ଆମେ ପାଇବା ||Bible Odia Message

ଯୀଶୁଙ୍କ ମନ ପରି ଆମେ କେଉଁ କାର୍ଯ୍ୟ କରିବା ଦ୍ୱାରା ଆମେ ପାଇବା ||Bible Odia Message

Женщина умерла на 14 минут и прожила 5 лет на небесах с Иисусом   |  ОСО

Женщина умерла на 14 минут и прожила 5 лет на небесах с Иисусом | ОСО

Samodzielne rządy albo nic. Kaczyński wciąż gra o 40 procent | Salonik polityczny Ziemkiewicza 2/3

Samodzielne rządy albo nic. Kaczyński wciąż gra o 40 procent | Salonik polityczny Ziemkiewicza 2/3

Извини, батя, спешил побыстрее тебе доставить Зеленского...

Извини, батя, спешил побыстрее тебе доставить Зеленского...

ПОСЛЕДНЕЕ Предсказание Старца Николая. Кто Придет Вместо Путина? 2026

ПОСЛЕДНЕЕ Предсказание Старца Николая. Кто Придет Вместо Путина? 2026

Nabici w pompy ciepła? Polacy marzną i płacą krocie za prąd!

Nabici w pompy ciepła? Polacy marzną i płacą krocie za prąd!

ПОДЛИННАЯ ИСТОРИЯ ФИЛИСТИМЛЯН, РАССКАЗАННАЯ В БИБЛИИ – ТЫ ТАКОГО ЕЩЁ НЕ СЛЫШАЛ!

ПОДЛИННАЯ ИСТОРИЯ ФИЛИСТИМЛЯН, РАССКАЗАННАЯ В БИБЛИИ – ТЫ ТАКОГО ЕЩЁ НЕ СЛЫШАЛ!

Осирион и храм Сети I VR 360: эффект присутствия в одном из самых странных мест Египта

Осирион и храм Сети I VR 360: эффект присутствия в одном из самых странных мест Египта

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com