Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଶ୍ରୀ ଜଗନ୍ନାଥ ଓ ଜାହ୍ନବୀ || ପାରାଦ୍ଵୀପ ରହଣି କାଳରେ ଏକ ଅନନ୍ୟ ଦିବ୍ୟ ଅନୁଭୂତି ||Rabindra Narayan Mishra

Автор: Divya Kathamrita (ଦିବ୍ୟ କଥାମୃତ)

Загружено: 2021-09-22

Просмотров: 57299

Описание:

ଶ୍ରୀ ଜଗନ୍ନାଥ ଓ ଜାହ୍ନବୀ (ଗଙ୍ଗା ମାତା) || (ପାରାଦ୍ଵୀପ ରହଣି କାଳରେ ଏକ ଅନନ୍ୟ ଦିବ୍ୟ ଅନୁଭୂତି ) || Rabindra Narayan Mishra

OFFICIAL CHANNEL OF-
Sri Rabindra Narayan Mishra (former Administrator of Shree Jagannath Temple Puri) |
Watch and share divya kathamrita with your family and friend

"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥
(ଏକାଦଶ ସ୍କନ୍ଧ
,ଏକବିଂଶ ଅଧ୍ୟାୟ,ଭାଗବତ)

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।।

ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।

🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻

(ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। )

ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର
ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ

#jagannath
#RabindraNarayanMishra
#odisha
#ଜଗନ୍ନାଥ
#paradeep
#gangamata
#ODISHA365
#BhaktiSamarpan
#SrikhetraDarshan
#MeeraJhanjaaTales

@ODISHA 365
@Bhakti Samarpan
@Srikhetra Darshan
@Meera Jhanjaa Tales

ଶ୍ରୀ ଜଗନ୍ନାଥ ଓ ଜାହ୍ନବୀ || ପାରାଦ୍ଵୀପ ରହଣି କାଳରେ ଏକ ଅନନ୍ୟ ଦିବ୍ୟ ଅନୁଭୂତି ||Rabindra Narayan Mishra

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

କାଳିଆ ତୁ ମୋ କୁଳ ବୁଡେଇଛୁ, ତୋ କୁଳ ବୁଡ଼ିଯାଉ..ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ସବନମ୍||ଜଣେ ମୁସଲମାନ ଭକ୍ତର ଜଗନ୍ନାଥ ପ୍ରିତି କଥା|,ଏକ ଅଦ୍ଭୁତ ଚରିତ୍ର,ଏକ ଅଦ୍ଭୁତ କଥା||Rabindra Narayan Mishra

ଶ୍ରୀ ଜଗନ୍ନାଥ-ସାକ୍ଷାତ ମା ଦକ୍ଷିଣ କାଳୀକା | Shri Jagannatha-Embodiment of Mother Dakshin Kali

ମଙ୍ଗଳ ଆଳତୀ ଦର୍ଶନ (24-dec) | Today's Live Mangala Alati - Puri Jagannath Temple | Jay Jagannath Tv

ପଣସ ଚୋରୀ କଲେ ମହାପ୍ରଭୁ ଜଗନ୍ନାଥ⭕❗⭕

ପଣସ ଚୋରୀ କଲେ ମହାପ୍ରଭୁ ଜଗନ୍ନାଥ⭕❗⭕

ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର | Kalinga TV

Hare Krishna Hare Rama | Powerful Krishna Mantra | Peaceful Meditation Music | Krishna Bhakti Bhajan

ଛେଳିକୁ ସମସ୍ତେ ଖାଆନ୍ତି କୁକୁରକୁ କାହିଁକି କେହି ଖାଆନ୍ତିନି ବୀରବଲକୁ ପଚାରିଲେ ଆକବର || Birendra Panda

Sanskriti Charcha #Odisha State Archives# Rabindra Narayana Mishra #Jibana O Shree Jagnannath

ଶ୍ରୀ ଜଗନ୍ନାଥଙ୍କ ଦିଵ୍ୟ ଲୀଳା-ପାରାଦ୍ୱୀପ ଗୁଣ୍ଡିଚା ମନ୍ଦିର (ପାରାଦ୍ଵୀପ ରହଣି କାଳରେ ଏକ ଅନନ୍ୟ ଦିବ୍ୟ ଅନୁଭୂତି )

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

ପ୍ରିୟତମ - ଶ୍ରୀ ଜଗନ୍ନାଥ || Rabindra Narayan Mishra

Jagannatha Dhama Eka Aei Puri - Jagannatha Bhajan - Namita Agrawal | ଜଗନ୍ନାଥ ଧାମ ଏକା ଏଇ ପୁରୀ

⚡️ Украина отводит войска || Зеленский сдаёт позиции?

ଘରେ ଭଗବାନଙ୍କୁ ଭୋଗ ଦେବା ରିତି ଭୁଲ୍ କରୁଛନ୍ତି କି | How to offer food to lord | Abhimanyu Pran Das

ମୋ ଦେହରେ ହେଲା ଛଉ,ଡାକ୍ତର କହିଲେ କୁଷ୍ଠ,ମନରେ ଭୟ ଡାକିଲି ପ୍ରଭୁଙ୍କୁ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

5 Miracles of Jagannath in KaliYug | Jagannath Mahima | Rabindra Narayan Mishra

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

ସେତ ନନ୍ଦରାଜାର ଟିକିପିଲା - Odia Bhajan Jukebox - Best Odia Krushna Bhajans | Ira Mohanty Bhajan Hits

ସେହି ଅବିସ୍ମରଣୀୟ ରାତ୍ରୀ (288)ଡକ୍ଟର ବିବୁଧରଞ୍ଜନ

© 2025 dtub. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]