Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

ଆଜି (09-dec) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV

Автор: JAY JAGANNATH TV

Загружено: 2025-12-08

Просмотров: 747

Описание:

✨ ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ ✨

ଆଜି (09-dec) – ମା' ବାଟମଙ୍ଗଳାଙ୍କ ପବିତ୍ର ଦର୍ଶନର ଦୁର୍ଲଭ ମୁହୂର୍ତ୍ତ।
ଏହି ଶୁଭଦିନରେ ମା'ଙ୍କ ଦିବ୍ୟ ସୌନ୍ଦର୍ଯ୍ୟ ଓ କୃପାଭିଷେକ ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି, ସୁଭ ଓ ମଙ୍ଗଳ।

📺 ଘରେ ବସି Live Darshan ଦେଖନ୍ତୁ – Jay Jagannath TV – ଆପଣଙ୍କ ଭକ୍ତିର ସହଚର

🙏 ଜୟ ଜଗନ୍ନାଥ | ଜୟ ମା' ବାଟମଙ୍ଗଳା 🙏

#MaaBatamangala #BatamangalaDarshan #JayJagannathTV #OdiaBhakti #JagannathCulture #NamitaAgrawal #SitaramAgrawal #SidharthUtsav #SidharthTV


"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ :

🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ
ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ |
ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

#jayjagannathtv #jayjagannathpuri #jayjagannathtvlive

📡 Watch “JAY JAGANNATH TV” on DTH:
=========================================
Tata Play - 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=========================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayJagannathTV
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ଆଜି (09-dec) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

ଆଜି (11-dec) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV

ଆଜି (11-dec) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV

ଆଜିର ମା'ବାଟମଙ୍ଗଳା ଦର୍ଶନ (11.12.2025) | ସମୁଦ୍ରରୁ କିପରି ଆବିର୍ଭାବ ହେଲେ ମା'ଲକ୍ଷ୍ମୀ ? Jay Jagannath TV

ଆଜିର ମା'ବାଟମଙ୍ଗଳା ଦର୍ଶନ (11.12.2025) | ସମୁଦ୍ରରୁ କିପରି ଆବିର୍ଭାବ ହେଲେ ମା'ଲକ୍ଷ୍ମୀ ? Jay Jagannath TV

Kemiti Asile Prabhu Jagannatha - ଶ୍ରୀଜଗନ୍ନାଥଙ୍କ କଥା | କେମିତି ଆସିଲେ ପ୍ରଭୁ ଜଗନ୍ନାଥ | Namita Agrawal

Kemiti Asile Prabhu Jagannatha - ଶ୍ରୀଜଗନ୍ନାଥଙ୍କ କଥା | କେମିତି ଆସିଲେ ପ୍ରଭୁ ଜଗନ୍ନାଥ | Namita Agrawal

today's morning news odisha/11 december 2025/subhadra yojana online registration/odisha news today

today's morning news odisha/11 december 2025/subhadra yojana online registration/odisha news today

🔴 ଦେଖନ୍ତୁ ଲାଇଭ  ||  ପଣ୍ଡିତ ବୀରେନ୍ଦ୍ର  ପଣ୍ଡା ଙ୍କ ଆଧ୍ୟାତ୍ମିକ ଦିବ୍ୟବାଣୀ  || Birendra Panda

🔴 ଦେଖନ୍ତୁ ଲାଇଭ || ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଙ୍କ ଆଧ୍ୟାତ୍ମିକ ଦିବ୍ୟବାଣୀ || Birendra Panda

୯୦ ବର୍ଷର ଭକ୍ତ କହିଲେ କେମିତି କଲେ ପ୍ରଭୁଙ୍କୁ ଦଶଅବତାରରେ ଦର୍ଶନ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

୯୦ ବର୍ଷର ଭକ୍ତ କହିଲେ କେମିତି କଲେ ପ୍ରଭୁଙ୍କୁ ଦଶଅବତାରରେ ଦର୍ଶନ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

ନୂଆ ନୂଆ ମା'ଲକ୍ଷ୍ମୀ ଭଜନ - Manabasa Bhajan - ମାଣବସା ଲକ୍ଷ୍ମୀ ଭଜନ | Pradnya,Adya,Samridhi -Audio Jukebox

ନୂଆ ନୂଆ ମା'ଲକ୍ଷ୍ମୀ ଭଜନ - Manabasa Bhajan - ମାଣବସା ଲକ୍ଷ୍ମୀ ଭଜନ | Pradnya,Adya,Samridhi -Audio Jukebox

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

ଘରେ ଭଗବାନଙ୍କ ବାସ ଏହି ୧୮ଟି ସଙ୍କେତରୁ ଜଣା ପଡ଼େ || Ghare Bhagaban nka Basa || Odia Sadhu Bani || Vastu

ଘରେ ଭଗବାନଙ୍କ ବାସ ଏହି ୧୮ଟି ସଙ୍କେତରୁ ଜଣା ପଡ଼େ || Ghare Bhagaban nka Basa || Odia Sadhu Bani || Vastu

ଜୟ ତୁ ମଙ୍ଗଳା ମା ଗୋ ଜୟ ହରଚଣ୍ଡୀ JAYA TU MANGALA MAA GO JAYA HARACHANDI- MANGALA STUTI | Namita Agrawal

ଜୟ ତୁ ମଙ୍ଗଳା ମା ଗୋ ଜୟ ହରଚଣ୍ଡୀ JAYA TU MANGALA MAA GO JAYA HARACHANDI- MANGALA STUTI | Namita Agrawal

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ୱାଦଶ ସ୍କନ୍ଧର ୧୩ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ୱାଦଶ ସ୍କନ୍ଧର ୧୩ ଅଧ୍ୟାୟ | Jay Jagannath TV

ମଙ୍ଗଳ ଆଳତୀ ଦର୍ଶନ (11-dec) | Today's Live Mangala Alati - Puri Jagannath Temple | Jay Jagannath Tv

ମଙ୍ଗଳ ଆଳତୀ ଦର୍ଶନ (11-dec) | Today's Live Mangala Alati - Puri Jagannath Temple | Jay Jagannath Tv

Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal

Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal

ଜଗନ୍ନାଥ ଙ୍କ ରୋଷେଇ ଘର ର କାହାଣୀ 🙏charan ram das speach

ଜଗନ୍ନାଥ ଙ୍କ ରୋଷେଇ ଘର ର କାହାଣୀ 🙏charan ram das speach

ପତିତପାବନ ବାନା କାହଁକି ବିପରୀତ ଦିଗରେଉଡେ #Ramakanta danda nruty #benjaren danda #Ramakanta bishi @Raodia

ପତିତପାବନ ବାନା କାହଁକି ବିପରୀତ ଦିଗରେଉଡେ #Ramakanta danda nruty #benjaren danda #Ramakanta bishi @Raodia

ଆଜି (11-dec) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୩୯ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଆଜି (11-dec) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୩୯ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

Morning Shiba Bhajan - Bhaktibhara Siba Bhajn - Namita Agrawal - Audio Jukebox - ଭକ୍ତିଭରା ଶିବ ଭଜନ

Morning Shiba Bhajan - Bhaktibhara Siba Bhajn - Namita Agrawal - Audio Jukebox - ଭକ୍ତିଭରା ଶିବ ଭଜନ

Ghare Thakuranku Keunthi Rakhibeni ? Dr. Ashutosh Prasad Mishra | Odisha 365

Ghare Thakuranku Keunthi Rakhibeni ? Dr. Ashutosh Prasad Mishra | Odisha 365

Shri Jagannath Mangal Arati Darshan Puri | Jagannath Arati In Puri | Jagannath Aarti | 11-Dec-2025

Shri Jagannath Mangal Arati Darshan Puri | Jagannath Arati In Puri | Jagannath Aarti | 11-Dec-2025

ପତକାଲାଗି ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ | 10-Dec-PATAKALAGI | JAY JAGANNATH TV

ପତକାଲାଗି ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ | 10-Dec-PATAKALAGI | JAY JAGANNATH TV

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]