❤️🌺ଜୟ ମା ତାରିଣୀ 🌺❤️ Coaching picnic 🧺💝
Автор: @Shibaprasad vlog express
Загружено: 2025-12-16
Просмотров: 75
🎀❤️🌺ଜୟ ମା ତାରିଣୀ 🌺❤️🎀
ସାଙ୍ଗମାନେ ଆମ Coaching re Picnic 🧺 ଯାଇଥିଲୁ କେନ୍ଦୁଝର ଜିଲ୍ଲାର ମା ଘଟଗାଁ ତାରିଣୀ ମନ୍ଦିର। ମାଙ୍କୁ ଦର୍ଶନ କରି ମୋତେ ବହୁତ ଆନନ୍ଦ ଲାଗିଲା। ମାଲୋ ତୁ ଆମ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କୁ ସୁସ୍ଥ ସବଳ ରଖେ ଏବଂ ସମସ୍ତ ଙ୍କର ଦେହ ଭଲ ରଖେ ମୁଁ ପ୍ରାର୍ଥନା କରିଲି। ମାଙ୍କୁ ଦେଖି ଆଖିରୁ ଲୁହ ଆସିଗଲା। ଆପଣ ମାନେ ଭିଡିଓ ଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଭଲ ଲାଗିବ।
.
.
.
ଆମ coaching ra ସବୁ Teacher, Students, ଏବଂ ଆମ Family members ମଧ୍ୟ ଯାଇଥିଲେ।
.
.
.
.
ଆପଣ ମାନଙ୍କୁ ଭିଡିଓ ଟି ଭଲ ଲାଗିଥିଲେ Like 👍 share 🥰 comment ❤️ subscribe 💝 କରିଦିଅନ୍ତୁ ❤️
.
.
.
.
.
odia pua shiba
shiba Prasad Behera
shibaprasad vlog express
viral video
maa tarini
coaching picnic
family vlogs
tuition
village blog
odia vlog
daily vlog
Keonjhar district
picnic 🧺
.
.
.
#viralvideo #odiavolg #dailyvideo #explorepage #dailyvideoblog #explorepage #longvideo #maatarini#odia #explorepage #shibaprasadvlogexpress#maa
Доступные форматы для скачивания:
Скачать видео mp4
-
Информация по загрузке: